VB—G RAM G ବିଲକୁ ମିଳିଲା ରାଷ୍ଟ୍ରପତିଙ୍କ ମଞ୍ଜୁରୀ
ନୂଆଦିଲ୍ଲୀ: ବିକାଶିତ ଭାରତ-ନିଯୁକ୍ତି ଏବଂ ଜୀବିକା ମିଶନ ପାଇଁ ଗ୍ୟାରେଣ୍ଟି (ଗ୍ରାମୀଣ) (VB-G RAMG) ବିଲ୍ ୨୦୨୫କୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସ୍ଵୀକୃତି ପ୍ରଦାନ କରିଛନ୍ତି।
ଏହା ଦ୍ବାରା ପ୍ରମୁଖ ଗ୍ରାମୀଣ ନିଯୁକ୍ତି ଯୋଜନା ପାଇଁ ରାସ୍ତା ସରଳ ହୋଇପାରିବ ବୋଲି ଆଶା କରାଯାଉଛି।…