ରାଉରକେଲା-ରାଞ୍ଚି ରେଳ ସେକ୍ସନରେ ମାଲବାହୀ ଟ୍ରେନ୍ ଲାଇନଚ୍ୟୁତ
ରାଉରକେଲା: ରାଉରକେଲା-ରାଞ୍ଚି ମୁଖ୍ୟ ରେଳ ଲାଇନରେ ବୁଧବାର ସକାଳେ ଏକ ମାଲବାହୀ ଟ୍ରେନର ପ୍ରାୟ ୧୦ଟି ୱାଗନ ଲାଇନଚ୍ୟୁତ ହୋଇଛି।
ରିପୋର୍ଟ ଅନୁଯାୟୀ, ସକାଳ ପ୍ରାୟ ୧୦ଟା ସମୟରେ ବାନୋ ଏବଂ କାନାରାୱା ରେଳ ଷ୍ଟେସନ ମଧ୍ୟରେ ୱାଗନଗୁଡ଼ିକ ଟ୍ରାକରୁ ଖସିପଡ଼ିଥିଲା। ଏଥିରେ କିଛି କୋଚ୍ ମଧ୍ୟ…