ଆସନ୍ତୁ ଜାଣିବା କିଏ ହେଲେ ଶାହାରୁଖ, ଅମୀର, ସଲମାନଙ୍କୁ ପଛରେ ପକାଇ ଦଶକର ଲୋକପ୍ରିୟ କଳାକାର
ମୁମ୍ବାଇ: ଇଂଟରନେଟ ମୁଭି ଡେଟାବେସ (ଆଇଏମଡିବି) ୨୫ ବର୍ଷର ଭାରତୀୟ ସିନେମାକୁ ନେଇ ଏକ ରିପୋର୍ଟ ପ୍ରକାଶ କରିଛି । ୧୦ ବର୍ଷ ମଧ୍ୟରେ ଭାରତର ଲୋକପ୍ରିୟ କଳାକାରଙ୍କ ମଧ୍ୟରେ ଆଶ୍ଚର୍ଯ୍ୟଜନକ ଭାବେ ଜଣେ ଅଭିନେତ୍ରୀ ଶାହାରୁଖ ଖାଁ, ସଲମାନ ଖାଁ ଓ ଅମୀର ଖାଁଙ୍କୁ ପଛରେ ପକାଇ ଦେଇଛନ୍ତି । ଏହି…