ସିଗନାଲ ଭାଙ୍ଗି ଷ୍ଟେସନ୍କୁ ପଶିଗଲା ଟ୍ରେନ୍
ଭୁବନେଶ୍ୱର: ହାଓଡ଼ା-ପୁରୀ ଶତାବ୍ଦୀ ଏକ୍ସପ୍ରେସ୍ ଟ୍ରେନ ରବିବାର ସନ୍ଧ୍ୟାରେ ସିଗନାଲକୁ ଟପିଯାଇଥିଲା। ଷ୍ଟେସନ ମାଷ୍ଟରଙ୍କ ଉପସ୍ଥିତ ବୁଦ୍ଧି ଯୋଗୁ ମାର୍କୋଣା ରେଳ ଷ୍ଟେସନରେ ଏକ ବଡ଼ ଦୁର୍ଘଟଣାକୁ ରୋକାଯାଇପରିଥିଲା।
ଏହାର ତଦନ୍ତ ପାଇଁ ଲୋକୋମୋଟିଭ୍ ପାଇଲଟ୍, ସହାୟକ ପାଇଲଟ୍ ଏବଂ…