Latest Odisha News

BREAKING NEWS

Iskander-M ballistic missile: ୟୁକ୍ରେନ ଉପରେ ରୁଷର ବଡ ଆକ୍ରମଣ, ମାଡ କଲା ଇସ୍କନ୍ଦର କ୍ଷେପଣାସ୍ତ୍ର…

ନୂଆଦିଲ୍ଲୀ: ରୁଷ-ୟୁକ୍ରେନ ଯୁଦ୍ଧର ତୃତୀୟ ବର୍ଷରେ ଉତ୍ତେଜନା କମିବ କ’ଣ ଏବେ ବଢି ବଢି ଚାଲିଛି । ରୁଷ ସେନା ଶୁକ୍ରବାର ରାତିରେ ଇସ୍କନ୍ଦର ବାଲିଷ୍ଟିକ୍ କ୍ଷେପଣାସ୍ତ୍ର ସାହାଯ୍ୟରେ ୟୁକ୍ରେନର ରାଜଧାନୀ କିଭ୍‌ ଉପରେ ଏକ ବଡ଼ ଆକ୍ରମଣ କରିଥିଲା, ଯାହା ସହରର ଶକ୍ତି ଭିତ୍ତିଭୂମି ଏବଂ ରେଳ…

ସମାଲୋଚକଙ୍କୁ ରୋକୋଙ୍କ କଡା ଜବାବ: ଅନ୍ତିମ ଦିନିକିଆ ଜିତିଲା ଭାରତ

ସିଡନୀ: ଅଷ୍ଟ୍ରେଲିଆ ବିପକ୍ଷ ୩ ମ୍ୟାଚ ବିଶିଷ୍ଟ ସିରିଜର ଅନ୍ତିମ ମୁକାବିଲାରେ ରୋହିତ ଶର୍ମର୍ାଙ୍କ ଶତକ ଓ ବିରାଟ କୋହଲିଙ୍କ ଅପରାଜିତ ଅର୍ଦ୍ଧଶତକ ବଳରେ ଭାରତ ୯ ୱିକେଟରେ ସହଜ ବିଜୟ ହାସଲ କରିଛି । ଦୁଇ ସିନିୟର ବ୍ୟାଟ୍ସମ୍ୟାନ ପୂନର୍ବାର ଟିମ ଇଣ୍ଡିଆ ପାଇଁ କେତେ ଜରୁରୀ ତାହା ପ୍ରମାଣିତ…

ଚିପିଲିମା ପାୱାର ଚ୍ୟାନେଲ୍‌ରୁ ଯୁବକଙ୍କ ମୃତଦେହ ଉଦ୍ଧାର, ମାଙ୍କୁ ଶେଷ ପୋଷ୍ଟ…

ସମ୍ବଲପୁର: ସମ୍ବଲପୁର ଜିଲ୍ଲାର ଚିପିଲିମା ପାୱାର ଚ୍ୟାନେଲରୁ ଜଣେ ଯୁବକଙ୍କ ମୃତଦେହ ଶନିବାର ଉଦ୍ଧାର କରାଯାଇଛି। ଦୁଇ ଦିନ ପୂର୍ବରୁ ସେ ନିଖୋଜ ହୋଇଥିଲେ। ବଲାଙ୍ଗୀର ଜିଲ୍ଲାର ମହାଲକ୍ଷ୍ମୀନଗରର ସୌରଭ ସମ୍ବିତ ତ୍ରିପାଠି ନାମକ ୨୪ ବର୍ଷୀୟ ଯୁବକ ବୁର୍ଲାର ବୀର ସୁରେନ୍ଦ୍ର ସାଏ…

ବାତ୍ୟା ମୋନ୍ଥା ପାଇଁ ପାରାଦୀପରେ ସତର୍କ ସୂଚନା

ପାରାଦୀପ: ଦକ୍ଷିଣ-ପୂର୍ବ ବଙ୍ଗୋପସାଗର ଅବପାତ ସୃଷ୍ଟି ହୋଇ ଆନ୍ଧ୍ର ଉପକୂଳ ମୁହାଁ ହୋଇଛି ସମ୍ଭାବ୍ୟ ବାତ୍ୟା ମନ୍ଥା । ଏହା ଏବେ ବିଶାଖାପାଟନମ୍ ଠାରୁ ୯୯୦ ଏବଂ ଗୋପାଳପୁର ଠାରୁ ୧୦୪୦ କିଲୋମିଟର ଦୂରରେ କେନ୍ଦ୍ରୀଭୂତ ହୋଇଛି । ୨୭ ତାରିଖରୁ ୨୯ ତାରିଖ ଯାଏ ଓଡ଼ିଶାର ବିଭିନ୍ନ ସ୍ଥାନରେ…

୨ ମହିଳା ଅଷ୍ଟ୍ରେଲୀୟ କ୍ରିକେଟରଙ୍କୁ ଅସଦାଚରଣ, ବାନ୍ଧିଲା ପୋଲିସ

ଇନ୍ଦୋର: ଅଷ୍ଟ୍ରେଲିଆର ଦୁଇଜଣ ମହିଳା କ୍ରିକେଟରଙ୍କ ସହ ଇନ୍ଦୋରରେ ଦୁର୍ବ୍ୟବହାର ହୋଇଥିବା ଅଭିଯୋଗ ହୋଇଛି। ସୂଚନା ଅନୁଯାୟୀ, ଜଣେ ବାଇକ ଚାଳକ ଏହିପରି କାଣ୍ଡ କରିଥିବା କୁହାଯାଉଛି। ଖେଳାଳି ମାନେ ହୋଟେଲ ରାଡିସନ୍ ବ୍ଲୁ ରୁ ଏକ କାଫେକୁ ଯାଉଥିବା ସମୟରେ ଏହି ଘଟଣା ଘଟିଥିବା ନେଇ ସୂଚନା…

ଗମ୍ଭୀରଙ୍କ ସମ୍ମାନ ରଖିଲେ ହର୍ଷିତ ରାଣା

ସିଡନୀ: ଅଷ୍ଟ୍ରେଲିଆ ବିପକ୍ଷ ଦିନିକିଆ କ୍ରିକେଟ ସିରିଜରେ ହର୍ଷିତ ରାଣାଙ୍କୁ ଭାରତୀୟ ଟିମରେ ସାମିଲ କରିବା ନେଇ କୋଚ ଗୌତମ ଗମ୍ଭୀରଙ୍କ ସମାଲୋଚନାର ଶୀକାର ହେବାକୁ ପଡିଥିଲା । ଏପରିକି ଗମ୍ଭୀର ତାଙ୍କ ବ୍ୟକ୍ତିଗତ ପସନ୍ଦକୁ ଗୁରୁତ୍ୱ ଦେଉଥିବା ଅଭିଯୋଗ ହୋଇଥିଲା । ତେବେ ହର୍ଷିତ ତାଙ୍କ…

ଜଗତସିଂହପୁରରେ ପାନ ଦୋକାନୀଙ୍କୁ ହତ୍ୟା ଅଭିଯୋଗ, ତଦନ୍ତ ଆରମ୍ଭ…

ଜଗତସିଂହପୁର: ଜଗତସିଂହପୁର ବସ ଷ୍ଟାଣ୍ଡ ନିକଟରେ ଜଣେ ପାନ ଦୋକାନ ମାଲିକଙ୍କୁ ହତ୍ୟା କରାଯାଇଥିବା ନେଇ ଅଭିଯୋଗ ହୋଇଛି। ଯେଉଁ ଘଟଣା ସ୍ଥାନୀୟ ଲୋକଙ୍କ ମଧ୍ୟରେ ଆତଙ୍କ ଖେଳାଇ ଦେଇଛି। ପ୍ରାଥମିକ ସୂଚନା ଅନୁଯାୟୀ, ଶୁକ୍ରବାର ବିଳମ୍ବିତ ରାତିରେ ମୁଖ୍ୟ ବସ୍ ଷ୍ଟାଣ୍ଡ ନିକଟ ଯୋଗଡ଼ାରୀ ଛକ…

Crude Oil Imports: ରୁଷୀୟ ତୈଳ କମ୍ପାନୀ ଉପରେ ଆମେରିକାର ପ୍ରତିବନ୍ଧକ, ଏବେ କେଉଁଠାରୁ ଅଶୋଧିତ ତେଲ କିଣିବ ଭାରତ?

ନୂଆଦିଲ୍ଲୀ: ଆମେରିକା ଦୁଇଟି ରୁଷୀୟ ତୈଳ ଉତ୍ପାଦନକାରୀ କମ୍ପାନୀ ଉପରେ ପ୍ରତିବନ୍ଧକ ଲଗାଇବା ପରେ, ଭାରତୀୟ ରିଫାଇନାରୀ କମ୍ପାନୀଗୁଡ଼ିକ ରୁଷରୁ ଅଶୋଧିତ ତେଲ ଆମଦାନୀ ହ୍ରାସ ପାଇଁ ପଶ୍ଚିମ ଏସିଆ, ଲାଟିନ୍ ଆମେରିକା ଏବଂ ଆମେରିକାରୁ ଅଶୋଧିତ ତେଲ କ୍ରୟ ବୃଦ୍ଧି କରିପାରନ୍ତି। ଅକ୍ଟୋବର ୨୨…

ଫ୍ଲିଂଟଫ କହିଲେ ମୁଁ ସୀମା ଅତିକ୍ରମ କରିଥିଲି, ବ୍ରଡଙ୍କ ଉପରେ ରାଗ ଶୁଝାଇଲେ ଯୁବରାଜ

ଲଣ୍ଡନ: ଇଂଲଣ୍ଡର ପୂର୍ବତନ ଅଲରାଉଣ୍ଡର ଆଣ୍ଡ୍ର‌୍ୟୁ ଫ୍ଲିଂଟଫ ୧୮ ବର୍ଷ ପରେ ୨୦୦୭ ଟି୨୦ ବିଶ୍ୱକପ କ୍ରିକେଟ ଅବସରରେ କରିଥିବା ଭୁଲ ସ୍ୱୀକାର କରିଛନ୍ତି । ସେ କହିଛନ୍ତି ଯୁବିଙ୍କ ସହ ହୋଇଥିବା ଯୁକ୍ତିତର୍କରେ ମୁଁ ସୀମା ଅତିକ୍ରମ କରିଥିଲି । ଏଥିରେ ଯୁବି ରାଗି ଯାଇଥିଲେ । ସେ ସବୁ ରାଗ…