ଫାଷ୍ଟ ଆଣ୍ଡ ଫ୍ୟୁରିୟସର ଆଗାମୀ ଫିଲ୍ମରେ ଅଭିନୟ କରିପାରନ୍ତି କ୍ରିଷ୍ଟିଆନୋ ରୋନାଲ୍ଡୋ
ନୂଆଦିଲ୍ଲୀ: ହଲିଉଡର ଲୋକପ୍ରିୟ ଫିଲ୍ମ ଷ୍ଟାର ଭିନ ଡିଜେଲ ଫାଷ୍ଟ ଆଣ୍ଡ ଫ୍ୟୁରିୟସର ଆଗାମୀ ସଂସ୍କରଣ ନେଇ ଏକ ବଡ ସୂଚନା ଦେଇଛନ୍ତି । ସେ ପର୍ତୁଗାଲର ଲୋକପ୍ରିୟ ଫୁଟବଲ ଖେଳାଳି କ୍ରିଷ୍ଟିଆନୋ ରୋନାଲ୍ଡୋଙ୍କ ସହ ଏକ ଫଟୋ ସୋସିଆଲ ମିଡିଆରେ ଶେୟାର କରିଛନ୍ତି । ସେ ଏଥିରେ କ୍ୟାପଶନ ଲେଖିଛନ୍ତି…