ଆଇସିୟୁରୁ ବାହାରିଲେ ଓଡ଼ିଆ ସଂଗୀତକାର ଅଭିଜିତ ମଜୁମଦାର…
ଭୁବନେଶ୍ୱର: ଲୋକପ୍ରିୟ ଓଡ଼ିଆ ସଂଗୀତକାର ଅଭିଜିତ ମଜୁମଦାର ଏମସ୍ ଭୁବନେଶ୍ୱରରେ ଚିକିତ୍ସାଧୀନ ଥିଲେ। ସେ କୋମାରେ ଥିଲେ। ତେବେ ତାଙ୍କୁ ଗୁରୁବାର ଦିନ ଆଇସିୟୁରୁ ବାହାର କରି ବର୍ତ୍ତମାନ୍ ମେଡିସିନ୍ ୱାର୍ଡର ଏକ ଆଇସୋଲେସନ୍ ରୁମରେ ରଖାଯାଇଥିବା ନେଇ ରିପୋର୍ଟରୁ ଜଣାପଡ଼ିଛି।
ତାଙ୍କର…