ସିଭିଲ୍ ସର୍ଭିସ ଅଧିକାରୀ ନୁପୁର ବୋରା; ଘରେ ରଖିଥିଲେ ୨ କୋଟିର ଟଙ୍କା ଓ ସୁନା…
ନୂଆଦିଲ୍ଲୀ: ଆସାମର ୩୬ ବର୍ଷୀୟ ସିଭିଲ୍ ସର୍ଭିସେସ୍ (ACS) ଅଧିକାରୀ ନୁପୁର ବୋରାଙ୍କୁ ଏକ ଜମି ଦୁର୍ନୀତି ମାମଲାରେ ସମ୍ପୃକ୍ତ ଅଭିଯୋଗରେ ଗିରଫ କରାଯାଇଛି।
ମୁଖ୍ୟମନ୍ତ୍ରୀଙ୍କ ସ୍ୱତନ୍ତ୍ର ସତର୍କତା ସେଲ୍ ଗୌହାଟି ଏବଂ ବାରପେଟାରେ ଥିବା ତାଙ୍କ ଘରେ ଚଢାଉ କରି ୯୨ ଲକ୍ଷ ଟଙ୍କା ନଗଦ ସହ…