Women Journalists Barred: କାହିଁକି ତାଲିବାନ ବୈଦେଶିକ ମନ୍ତ୍ରୀଙ୍କ ସାମ୍ବାଦିକ ସମ୍ମିଳନୀରେ ସାମିଲ୍ ହେଲେନି…
ନୂଆଦିଲ୍ଲୀ: ଶୁକ୍ରବାର ସନ୍ଧ୍ୟାରେ ଆଫଗାନିସ୍ତାନ ବୈଦେଶିକ ମନ୍ତ୍ରୀ ଅମୀର ଖାନ୍ ମୁତାକିଙ୍କ ସାମ୍ବାଦିକ ସମ୍ମିଳନୀ ନୂଆଦିଲ୍ଲୀର ଆଫଗାନ ଦୂତାବାସରେ ଅନୁଷ୍ଠିତ ହୋଇଥିଲା। ଅନେକ ମହିଳା ସାମ୍ବାଦିକ ସୋସିଆଲ ମିଡିଆରେ ପୋଷ୍ଟ କରିଛନ୍ତି ଯେ ସେମାନଙ୍କୁ ସାମ୍ବାଦିକ ସମ୍ମିଳନୀରୁ ବାଦ ଦିଆଯାଇଛି।…