ମହିଳା ହକି ବିଶ୍ୱକପ୍: ଚୀନ୍ ବିପକ୍ଷ ପ୍ରଥମ ମ୍ୟାଚ୍କୁ ୨-୨ରେ ଡ୍ର ରଖିଲା ଭାରତ
ଆମଷ୍ଟେଲଭିନ୍ (ନେଦରଲ୍ୟାଣ୍ଡସ): ସଲିମା ଟେଟେଙ୍କ ଅଧିନାୟକତ୍ୱରେ ଭାରତୀୟ ମହିଳା ହକି ଦଳ ନେଦରଲ୍ୟାଣ୍ଡସର ଆମଷ୍ଟେଲଭିନ୍ଠାରେ ଖେଳାଯାଇଥିବା ମହିଳା ହକି ବିଶ୍ୱକପ୍ର ପ୍ରଥମ ମ୍ୟାଚ୍ରେ ଚୀନ୍ ବିପକ୍ଷରେ ୨-୨ ଗୋଲ୍ରେ ଡ୍ର ରଖିଛି । ପ୍ୟାରିସ୍ ଓଲିମ୍ପିକ୍ସର ରୌପ୍ୟ ପଦକ ବିଜେତା ଚୀନ୍…