Latest Odisha News

BREAKING NEWS

ଐତିହାସିକ କଟକ ବାଲିଯାତ୍ରା-୨୦୨୫: ପ୍ରସ୍ତୁତିର ସମୀକ୍ଷା କଲେ ଉନ୍ନୟନ ସଚିବ

କଟକ: ନଭେମ୍ବର ୫ରୁ ଆରମ୍ଭ ହେବ ଐତିହାସିକ କଟକ ବାଲିଯାତ୍ରା-୨୦୨୫ । ଏହି ବୃହତ ବାଣିଜ୍ୟିକ ମେଳାର ପ୍ରସ୍ତୁତି ନେଇ ଆଜି ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି । ପ୍ରସ୍ତୁତି ସମ୍ପର୍କରେ ସମୀକ୍ଷା କରିଛନ୍ତି ଉନ୍ନୟନ କମିଶସନର ତଥା ଅତିରିକ୍ତ ମୁଖ୍ୟ ଶାସନ ସଚିବ ଅନୁ ଗର୍ଗ । ଲୋକସେବା…

ବହୁଚର୍ଚ୍ଚିତ ପୋଲିସ ଏସଆଇ ପରୀକ୍ଷା ମହାଘୋଟାଲାରେ ପୁଣି ୨ ଗିରଫ

ଭୁବନେଶ୍ବର: ପୋଲିସ ଏସଆଇ ପରୀକ୍ଷା ଜାଲିଆତି ମାମଲାରେ ପୁଣି ୨ ଜଣଙ୍କୁ ଗିରଫ କଲା କ୍ରାଇମବ୍ରାଞ୍ଚ । ଗିରଫ ଅଭିଯୁକ୍ତମାନେ ହେଲେ କଟକ ଜିଲ୍ଲା ବାଙ୍କୀ ଉପଖଣ୍ଡ ବୈଦ୍ୟେଶ୍ୱର ଥାନା ଅନ୍ତର୍ଗତ କଳାପଥର ଗ୍ରାମର ଭଗବାନ ସାହୁଙ୍କ ପୁଅ ଲୋକନାଥ ସାହୁ ଏବଂ ଉକ୍ତ ଗ୍ରାମର ତଳସାହିର ସାଧୁଆ…

ଏମଏଫ ହୁସୈନ ବଲିଉଡ ଅଭିନେତ୍ରୀ ମାଧୂରୀ ଦୀକ୍ଷିତଙ୍କ ପ୍ରଶଂସକ ନ ଥିଲେ, ପୁତୁରା ଖୋଲିଲେ ଗୁମର

ନୂଆଦିଲ୍ଲୀ: ପ୍ରସିଦ୍ଧ ଚିତ୍ରକାର ମକବୁଲ ଫିଦା ହୁସୈନ ବଲିଉଡ ଅଭିନେତ୍ରୀ ମାଧୂରୀ ଦୀକ୍ଷିତଙ୍କ ବଡ ପ୍ରଶଂସକଭାବେ ନିଜକୁ ଉପସ୍ଥାପିତ କରିଥିଲେ । ସେ ମାଧୂରୀ ଫିଲ୍ମ ବାରମ୍ବାର ଦେଖିବା ସହ ତାଙ୍କୁ ନେଇ ଗଜଗାମିନୀ ଫିଲ୍ମ ମଧ୍ୟ କରିଥିଲେ । ତେବେ ହୁସୈନଙ୍କ ପୁତୁରା ଫିଦା ହୁସୈନ କହିଛନ୍ତି…

କୋଚିଂ ସେଣ୍ଟରରେ ବଡ଼ ଧରଣର ବିସ୍ଫୋରଣ, ୧୦ ଛାତ୍ର ଗୁରୁତର

ଲକ୍ଷ୍ନୌ: ଉତ୍ତରପ୍ରଦେଶ ଫାରୁଖାବାଦରେ ଅଘଟଣ । ଏକ କୋଚିଂ ସେଣ୍ଟରରେ ବଡ଼ ଧରଣର ବିସ୍ଫୋରଣ ଘଟି ୧୦ ଜଣ ଛାତ୍ର ଗୁରୁତର ଆହତ ହୋଇଛନ୍ତି । ଦୁର୍ଘଟଣାରେ କୋଚିଂ ସେଣ୍ଟର ସମ୍ପୂର୍ଣ୍ଣଭାବେ ଭୁଶୁଡ଼ି ପଡ଼ିଛି । କିଛି ଛାତ୍ରଙ୍କ ଶରୀରରୁ ମାଂସ ଖଣ୍ଡ ପଡ଼ିଥିବା ବେଳେ, ସେମାନଙ୍କୁ ତୁରନ୍ତ…

ରାମ୍ପ ଶୋ’ରେ ଅସ୍ପରା ଲୁକରେ ନଜର ଆସିଲେ କଙ୍ଗନା, ଜେନେରେସନ ଜି ମାନଙ୍କୁ ଦେଲେ ଏହି ବାର୍ତ୍ତା…

ମୁମ୍ବାଇ: ଏକ ରାମ୍ପ ଶୋ ରେ ଚମକିଲେ ବଲିଉଡର ଚର୍ଚ୍ଚିତ ଅଭିନେତ୍ରୀ ତଥା ନେତ୍ରୀ କଙ୍ଗନା ରାଣାୱତ । ଦୁଲହନ ଭଳି ସଜେଇ ହୋଇଥିଲେ କଙ୍ଗନା । ରାହୁଲ୍ ଙ୍କ ନୂଆ ବ୍ରାଇଡଲ ଅଳଙ୍କାର ସହ ସେ ସମସ୍ତଙ୍କ ଠାରୁ ଭିନ୍ନ ଦେଖାଯାଉଥିଲେ । ଏହି କାର୍ଯ୍ୟକ୍ରମରେ କଙ୍ଗନା ଏକ ସୁନା କାରୁକାର୍ଯ୍ୟ ସହିତ…

ରାଜ୍ୟଗୋଷ୍ଠୀ ସଂସଦୀୟ ସଂଘ ସମ୍ମିଳନୀ; ବିଦେଶ ଗସ୍ତରେ ଯିବେ ବାଚସ୍ପତି

ଭୁବନେଶ୍ୱର: ୬୮ତମ ରାଜ୍ୟଗୋଷ୍ଠୀ ସଂସଦୀୟ ସଂଘ ସମ୍ମିଳନୀ ଓ ନବମ ରାଜ୍ୟଗୋଷ୍ଠୀ ମହିଳା ସମ୍ମିଳନୀରେ ଯୋଗଦେବା ପାଇଁ ଅକ୍ଟୋବର ୫ରୁ ୧୯ ତାରିଖ ପର୍ଯ୍ୟନ୍ତ ବିଦେଶ ଗସ୍ତରେ ଯିବେ ବାଚସ୍ପତି ସୁରମା ପାଢ଼ୀ। ଏ ସଂପର୍କରେ ସୂଚନା ଦେଇ ବାଚସ୍ପତି କହିଛନ୍ତି ଯେ ରାଜ୍ୟଗୋଷ୍ଠୀ ସଂସଦୀୟ ସଂଘରେ ୫୬ଟି…

ସୁସ୍ଥ ନାରୀ ସଶକ୍ତ ପରିବାର ଅଭିଯାନରେ ଓଡ଼ିଶା ଜାତୀୟ ସ୍ତରରେ ଅଗ୍ରଣୀ; ୭୧ହଜାରରୁ ଅଧିକ…

ଭୁବନେଶ୍ୱର:ସୁସ୍ଥ ନାରୀ, ସଶକ୍ତ ପରିବାର ଅଭିଯାନ (SNSPA)ରେ ଓଡ଼ିଶା ଜାତୀୟ ସ୍ତରରେ ଅଗ୍ରଣୀ ସ୍ଥାନ ପାଇ ବହୁବିଧ ସ୍ୱାସ୍ଥ୍ୟ କ୍ଷେତ୍ରରେ ପ୍ରଶଂସନୀୟ ପ୍ରସାର ଏବଂ ପ୍ରଭାବୀ ପ୍ରଦର୍ଶନ କରିଛି । ମହିଳାଙ୍କ ସ୍ୱାସ୍ଥ୍ୟ ମାଧ୍ୟମରେ ପରିବାରକୁ ସଶକ୍ତ କରିବା ଲକ୍ଷ୍ୟରେ ଏହି ଅଭିଯାନ,…

ବନ୍ୟା ସ୍ଥିତି ରାଜ୍ୟରେ ନାହିଁ; ବଂଶଧାରା ବିପଦ ସଙ୍କେତ ତଳେ ପ୍ରବାହିତ

ଭୁବନେଶ୍ବର: ରାଜ୍ୟରେ ବନ୍ୟା ସ୍ଥିତି ନଥିବା ନେଇ ସର୍ବୋଚ୍ଚ ଯନ୍ତ୍ରୀଙ୍କ ସୂଚନା ଦେଇଛନ୍ତି । ବଂଶଧାରା ବର୍ତ୍ତମାନ ବିପଦ ସଙ୍କେତ ତଳେ ପ୍ରବାହିତ ହେଉଛି । ଜଳସମ୍ପଦ ବିଭାଗ ସର୍ବୋଚ୍ଚ ଯନ୍ତ୍ରୀ ଚନ୍ଦ୍ର ଶେଖର ପାଢ଼ୀ ସୂଚନା ଦେଇଛନ୍ତି ଯେ, ଗତକାଲି ଖୋର୍ଦ୍ଧା ଓ ବାଲିଆପାଳରେ ବ୍ଲକରେ…

ଭୂସ୍ଖଳନ ମୁକାବିଲା ପାଇଁ ମାଷ୍ଟର ପ୍ଲାନ ପ୍ରସ୍ତୁତ କରିବେ ଓଡ଼ିଶା ସରକାର

ଭୁବନେଶ୍ୱର: ନିକଟରେ ଗଜପତି ଜିଲ୍ଲାରେ ଘଟିଥିବା ଭୂସ୍ଖଳନ ପରେ ଜୀବନହାନି ରୋକିବା ପାଇଁ ଓଡ଼ିଶା ସରକାର ଏକ ବ୍ୟାପକ ଯୋଜନା ପ୍ରସ୍ତୁତ କରିଥିବା ନେଇ ଶନିବାର ରାଜସ୍ୱ ଏବଂ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ ସୂଚନା ଦେଇଛନ୍ତି। ତେବେ ରାଜ୍ୟର ପାହାଡ଼ି ଅଞ୍ଚଳରେ ଭୂସ୍ଖଳନ…

ଲୋକପ୍ରିୟ କଣ୍ଠଶିଳ୍ପୀ ଜୁବୀନ୍ ଗର୍ଗଙ୍କୁ ଦିଆଯାଇଥିଲା କି ବିଷ; କାହିଁକି ଏମିତି କହିଲେ ବ୍ୟାଣ୍ଡମେଟ୍…

ନୂଆଦିଲ୍ଲୀ: ପ୍ରସିଦ୍ଧ ଗାୟକ ଜୁବୀନ ଗର୍ଗଙ୍କ ମୃତ୍ୟୁ ମାମଲା ଏକ ନୂଆ ମୋଡ଼ ନେଇଛି। ଜୁବୀନ୍‌ଙ୍କ ମ୍ୟାନେଜର ସିଦ୍ଧାର୍ଥ ଶର୍ମା ଏବଂ ମହୋତ୍ସବ ଆୟୋଜକ ଶ୍ୟାମକାନୁ ମହନ୍ତ ତାଙ୍କୁ ବିଷ ଦେଇ ହତ୍ୟା କରିବା ସହ ଏହାକୁ ଏକ ଦୁର୍ଘଟଣା ବୋଲି ଦର୍ଶାଇବାକୁ ଷଡ଼ଯନ୍ତ୍ର କରିଥିଲେ ବୋଲି ତାଙ୍କ…