ମୁଁ ଓଡ଼ିଶା ଆସିବାକୁ ଏମିିତି କରିଥିଲି’; ଆମେରିକାରୁ ଓଡ଼ିଶା ଫେରିଥିବା ଝିଅ କହିଲେ ସତ…
ଭୁବନେଶ୍ବର: ଆମେରିକାରେ ପାଳିତ ପିତାମାତାଙ୍କ ଉପରେ ଶାରୀରିକ ଏବଂ ମାନସିକ ନିର୍ଯାତନାର ଅଭିଯୋଗ ଆଣିଥିଲେ ଜଣେ ଓଡ଼ିଆ ଝିଅ ପୂଜା ଓରଫ ସେଜଲ।
ଏହାର କିଛି ସପ୍ତାହ ପରେ ସେ ଦାବି କରିଛନ୍ତି ଯେ ସେ କେବଳ ଓଡ଼ିଶା ଫେରିବା ପାଇଁ ଆମେରିକୀୟ ଦମ୍ପତିଙ୍କ ବିରୁଦ୍ଧରେ ଏପରି ଅଭିଯୋଗ ଆଣିଥିଲେ।…