ରାସ୍ତାକଡ଼ରେ ଟ୍ରକ୍ ରଖିଲେ, ଦିବ୍ୟାଙ୍ଗ ମହିଳାଙ୍କୁ ଟେକିନେଲେ…
ଭଦ୍ରକ: ଭଦ୍ରକ ଟାଉନ୍ ଥାନା ଅନ୍ତର୍ଗତ ଜାତୀୟ ରାଜପଥ-୧୬ରେ ଚରମ୍ପାରୁ ଜଣେ ଟ୍ରକ୍ ଡ୍ରାଇଭର ମାନସିକ ବିକୃତ ମହିଳାଙ୍କୁ ଅପହରଣ କରିଥିବା ଅଭିଯୋଗ ହୋଇଛି। ଏହି ଘଟଣାଟି ଗୁରୁବାର ରାତିରେ ଘଟିଥିବା ବେଳେ ସିସିଟିଭିରେ ସମ୍ପୂର୍ଣ୍ଣ ଘଟଣା କଏଦ ହୋଇଛି।
ମହିଳା ଜଣକ ଚରମ୍ପା ସ୍କୋୟାର ନିକଟରେ…