Latest Odisha News

BREAKING NEWS

Eyesight Care Tips: ଦୈନନ୍ଦିନ ଜୀବନରେ କରୁଥିବା ଏହି ଭୁଲ.. ଆଖିକୁ କରେ ଦୁର୍ବଳ !

ଭୁବନେଶ୍ବର:ଆଖି ଆମ ଶରୀରର ଏକ ଗୁରୁତ୍ୱପୂର୍ଣ୍ଣ ଅଙ୍ଗ। କିନ୍ତୁ ଆଜିକାଲି ଆଖି ସହିତ ଜଡିତ ଅନେକ ସମସ୍ୟା ଦେଖାଯାଉଛି। ପୂର୍ବରୁ ବୟସ ବଢ଼ିବା ସହିତ ଦୃଷ୍ଟିଶକ୍ତି ହ୍ରାସ ପାଉଥିଲା।ବର୍ତ୍ତମାନ ଲୋକଙ୍କ ଦୃଷ୍ଟିଶକ୍ତି କମ୍ ବୟସରେ ମଧ୍ୟ ଦୁର୍ବଳ ହେବାରେ ଲାଗିଛି। ୫ ବର୍ଷର ପିଲାଙ୍କଠାରୁ ଆରମ୍ଭ…

ମଦ୍ୟପ ଟ୍ରକ୍‌ ଡ୍ରାଇଭରର ଉନ୍ମକ୍ତ କାଣ୍ଡ; ଭାଙ୍ଗିଲା ଦୋକାନ ଓ ଦୁଇଟି ଘର, ଚାଲିଗଲା..

ଗଞ୍ଜାମ: ଢଉଗାଁ ଛକରେ ମଦ୍ୟପ ଟ୍ରକ୍‌ ଡ୍ରାଇଭରର ଉନ୍ମକ୍ତ କାଣ୍ଡ । ଟ୍ରକ ପ୍ରଥମେ ଜଣେ ବ୍ୟକ୍ତି ଉପରେ ଗାଡି ଚଢାଇ ଦେବା ପରେ ସେଠାରୁ ୭୦୦ ମିଟର ପରେ ଗୋଟିଏ,ଦୋକାନ, ଦୁଇଟି ଘର ଉପରେ ମଡ଼ାଇଦେଲା । ସୂଚନାଥାଉକି, ଟ୍ରକ୍‌ ଧକ୍କାରେ ଜଣଙ୍କ ପ୍ରାଣ ଚାଲିଯାଇଛି । ମୃତକ ହେଲେ ଢ଼ଉଗାଁ ଗ୍ରାମର…

Suicide: ନିଜକୁ ଜାଳି ଦେଲେ ଆଇନଜୀବୀ;କାରଣ ଅସ୍ପଷ୍ଟ

ଭୁବନେଶ୍ବର:ରାଜଧାନୀରେ ନିଜ ଦେହରେ ନିଆଁ ଲଗାଇଦେଲେ ଆଇନଜୀବୀ । ମଞ୍ଚେଶ୍ବର ଥାନା ପାଣ୍ଡରା ଅଞ୍ଚଳରେ ଏହି ଅଭାବନୀୟ ଘଟଣା ଘଟିଛି । ମୃତକ ହେଲେ ୪୬ ବର୍ଷୀୟ ଦୀପକ ସାହୁ । ଖବର ପାଇ ମଞ୍ଚେଶ୍ବର ଥାନା ପୁଲିସ ଘଟଣାସ୍ଥଳରୁ ଅର୍ଦ୍ଧଦଗ୍ଧ ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ କ୍ୟାପିଟାଲ୍‌…

Women Safety Report: ମହିଳା ସୁରକ୍ଷା କ୍ଷେତ୍ରରେ ଭାରତର ଶୀର୍ଷ ୭ଟି ସହର ମଧ୍ୟରେ ରହିଛି ଓଡିଶାର ଏହି ସହର…

ଭୁବନେଶ୍ୱର: ପ୍ରକାଶ ପାଇଲା ୨୦୨୫ ଜାତୀୟ ମହିଳା ସୁରକ୍ଷା ରିପୋର୍ଟ । ମହିଳା ସୁରକ୍ଷା କ୍ଷେତ୍ରରେ ଭାରତର ଶୀର୍ଷ ୭ଟି ସହର ମଧ୍ୟରେ ଓଡିଶାର ରାଜଧାନୀ ଭୁବନେଶ୍ବର ମଧ୍ୟ ସ୍ଥାନ ପାଇଛି । ୨୦୨୫ ଜାତୀୟ ମହିଳା ସୁରକ୍ଷା ରିପୋର୍ଟ ଓ ସୂଚକାଙ୍କ (ନାରୀ) ଅନୁଯାୟୀ, ଅନେକ ଅନ୍ୟ ସହରାଞ୍ଚଳ ତୁଳନାରେ…

Ai impact junior coding jobs: ସାମ୍ନାକୁ ଆସିଲା ଆଶ୍ଚର୍ଯ୍ୟଜନକ ରିପୋର୍ଟ! AI ଯୋଗୁଁ ଏହି କ୍ଷେତ୍ରରେ ଚାକିରି…

ନୂଆଦିଲ୍ଲୀ: ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ (AI) ଆସିବା ଫଳରେ ଅଧିକାଂଶ କ୍ଷେତ୍ରରେ ଲୋକଙ୍କ ଚାକିରି ପ୍ରଭାବିତ ହେବା ଆରମ୍ଭ ହୋଇଛି । ଚାକିରି ମାର୍କେଟକୁ ଏକ ନୂତନ ଆକାର ଦେଉଛି । AI କିଛି ଲୋକଙ୍କ ଚାକିରି ଛଡ଼ାଇ ନେଉଥିବା ବେଳେ, କିଛି ଲୋକଙ୍କ ପାଇଁ AI ସେମାନଙ୍କୁ ଅଧିକ ଉତ୍ପାଦନଶୀଳ…

ATOR N1200: ଅମୃତସରରେ ରିଲିଫ୍ କାର୍ଯ୍ୟରେ ହିରୋ ସାଜିଲା ସେନାର ଏହି ଯାନ; ୨୦୨୪ର ଗଣତନ୍ତ୍ର ଦିବସ ପରେଡରେ ହୋଇଥିଲା…

ଅମୃତସର: ବନ୍ୟା ପାଣିରେ ବୁଡିଛି ପଞ୍ଜାବର ଅମୃତସର ଗାଁ ଏବଂ ରାସ୍ତାଗୁଡ଼ିକ । ଏହି ସମୟରେ ଜଳଶବନ୍ଦୀ ହୋଇଛନ୍ତି ଲୋକେ । ବନ୍ୟାଞ୍ଚଳର ସବୁ ସ୍ଥାନ ଗୁଡିକରେ ଡଙ୍ଗାଗୁଡ଼ିକ ପହଞ୍ଚି ପାରିନଥିବାବେଳେ, ଏହି ସମୟରେ ଭାରତୀୟ ସେନାର ସବୁଠାରୁ ଶକ୍ତିଶାଳୀ ମେସିନ୍ ATOR N1200 ଚମତ୍କାର ଦେଖାଇଛି ।…

Work Hours Extensio: ଏଣିକି ଡ୍ୟୁଟି ସମୟ ହେବ ୧୦ଘଣ୍ଟା! ମହିଳା କରିବେ ନାଇଟ୍ ଶିଫ୍ଟ

ମୁମ୍ବାଇ: ଏଣିକି ମହାରାଷ୍ଟ୍ରରେ ଡ୍ୟୁଟି ସମୟ ହେବ ୧୦ଘଣ୍ଟା। ରାଜ୍ୟ ସରକାର କାମ କରିବାର ସମୟ ବଢାଇବାର ଯୋଜନା ଉପରେ କାମ କରୁଛନ୍ତି। ପ୍ରକାଶ ଯେ, ଗତ ଦିନରେ ହୋଇଥିବା କ୍ୟାବିନେଟ ବୈଠକରେ ଶ୍ରମ ବିଭାଗ ପକ୍ଷରୁ ଏହାର ପ୍ରସ୍ତାବ ଦିଆଯାଇଥିଲା। ପ୍ରସ୍ତାବ ଅନୁସାରେ କାମର ଘଣ୍ଟା ବଢାଇ ୯ରୁ…

ଏସିଆ କପ ଟି୨୦ କ୍ରିକେଟ: ଟିମ ଇଣ୍ଡିଆ ଏହି ଦିନ ଯିବ ଦୁବାଇ

ନୂଆଦିଲ୍ଲୀ: ସୂର୍ଯ୍ୟକୁମାର ଯାଦବଙ୍କ ନେତୃତ୍ୱରେ ଭାରତୀୟ କ୍ରିକେଟ ଟିମ ଏସିଆ କପ ଟି୨୦ ପାଇଁ ଦୁବାଇ କେବେ ଯିବ ତାହାର ତାରିଖ ସମ୍ମୁଖକୁ ଆସିଛି । ସେପ୍ଟମ୍ବର ୯ରେ ଏହି ଟୁର୍ଣ୍ଣାମେଂଟ ଆରମ୍ଭ ହେବ । ସେପ୍ଟେମ୍ବର ୪ରେ ଖେଳାଳିମାନେ ଦୁବାଇରେ ଏକତ୍ରିତ ହେବେ ବୋଲି ଜଣାପଡିଛି । ପୂର୍ବରୁ…

Voter Adhikar Yatra: ଭୋଟ ପରେ ରାସନ ଏବଂ ଆଧାର ମଧ୍ୟ ଛଡ଼ାଇ ନେବେ: ନିର୍ବାଚନ କମିଶନ, ମୋଦି ସରକାରଙ୍କ ଉପରେ…

ପାଟନା: ବିହାରରେ SIR ବିରୋଧରେ ମହାଗଠବନ୍ଧନ ପକ୍ଷରୁ ଏକ ଭୋଟର ଅଧିକାର ଯାତ୍ରା ଆୟୋଜନ କରାଯାଉଛି। ରାଲିର ୧୨ତମ ଦିନରେ, ରାହୁଲ ଗାନ୍ଧୀ ଏବଂ ତେଜସ୍ୱୀ ଯାଦବ ସୀତାମଢିର ଜାନକୀ ମାତା ମନ୍ଦିର ପରିଦର୍ଶନ କରି ସେମାନଙ୍କର ଯାତ୍ରା ଆରମ୍ଭ କରିଥିଲେ। ଏହି ସମୟରେ, ସେମାନେ ସୀତାମଢିରେ…

Sri Lankan officer visits Kalinga Stadium: କଳିଙ୍ଗ ଷ୍ଟାଡ଼ିୟମ ଏବଂ ଓଡ଼ିଶା ରାଜ୍ୟ ସଂଗ୍ରହାଳୟ ବୁଲି ଦେଖିଲେ…

ଭୁବନେଶ୍ୱର: ଓଡ଼ିଶା ଗସ୍ତରେ ଆସିଥିବା ଶ୍ରୀଲଙ୍କାର ଅଧିକାରୀମାନେ ଆଜି କଳିଙ୍ଗ ଷ୍ଟାଡ଼ିୟମ ଏବଂ ଓଡ଼ିଶା ରାଜ୍ୟ ସଂଗ୍ରହାଳୟ ପରିଦର୍ଶନରେ ଯାଇଥିଲେ । ଏହି ଅବସରରେ ଶ୍ରୀଲଙ୍କା ଦେଶର ଅଧିକାରୀମାନେ କଳିଙ୍ଗ ଷ୍ଟାଡ଼ିୟମରେ ରହିଥିବା ସ୍ପୋର୍ଟ୍ସ ସାଇନ୍ସ ସେଣ୍ଟର, ଆଥଲେଟିକ୍ସ ଷ୍ଟାଡ଼ିୟମ, ହକି…