‘ନୂଆ ଓ’ ରେ ପାଣି ଭଳି ଉଡିଛି ଟଙ୍କା, ମନ୍ତ୍ରୀ ଦେଲେ ତଦନ୍ତ ଇସାରା
ଭୁବନେଶ୍ବର: ‘ନୂଆ ଓ’ କାର୍ଯ୍ୟକ୍ରମରେ ପାଣି ଭଳି ଟଙ୍କା ଉଡ଼ାଇଥିଲା ପୂର୍ବ ବିଜେଡି ସରକାର । ମୋଟ ୨୬୧ କୋଟି କୋଟି ୬୩ ଲକ୍ଷ ୨୨ ହଜାର ୧୩୦ ଟଙ୍କା ଖର୍ଚ୍ଚ କରିଥିବାବେଳେ, କେବଳ ଟି-ସାର୍ଟ ବାଣ୍ଟି ୧୪ କୋଟି ଟଙ୍କା ଖର୍ଚ୍ଚ କରିଥିଲା ପୂର୍ବ ବିଜେଡି ସରକାର ।
ସେହିପରି, କ୍ରୀଡ଼ା,…