Latest Odisha News

BREAKING NEWS

ଯୁବ ଖେଳାଳି ଆୟୂଷ, ସର୍ଫରାଜଙ୍କ ସହ ଅଭ୍ୟାସ କଲେ ରୋହିତ

ମୁମ୍ବାଇ: ଭାରତୀୟ ଦିିନିକିଆ କ୍ରିକେଟ ଟିମର ଅଧିନାୟକ ରୋହିତ ଶର୍ମା ଆନ୍ତର୍ଜାତୀୟ ମୁକାବିଲା ପାଇଁ ଜୋରଦାର ଅଭ୍ୟାସ ଜାରୀ ରଖିଛନ୍ତି । ଟେଷ୍ଟ ଏବଂ ଟି୨୦ରୁ ଅବସର ନେଇଥିବା ରୋହିତ ଏବେ କେବେଳ ଦିନିକିଆ ଖେଳିବା ଜାରୀ ରଖିଛନ୍ତି । ଆସନ୍ତା ମାସରେ ଅଷ୍ଟ୍ରେଲିଆ ବିପକ୍ଷ ଦିନିକିଆ ସିରିଜ ପାଇଁ…

ଦିଆସିଲି କାଠିରେ ନିର୍ମିତ ରାମ ମନ୍ଦିର ମଡେଲ୍‌ ନେଇ ରାଜ୍ୟପାଳଙ୍କୁ ଭେଟିଲେ ଯୁବ କଳାକାର ଶାଶ୍ୱତ ସାହୁ

ପୁରୀ: ପୁରୀ କୁମ୍ଭାରପଡାର ୨୨ ବର୍ଷୀୟ ଦିଆସିଲି କାଠି ହସ୍ତଶିଳ୍ପୀ କଳାକାର ଶାଶ୍ୱତ ରଞ୍ଜନ ସାହୁ ତାଙ୍କର ସୃଜନଶୀଳ କଳାକାରୀତାର ଅନନ୍ୟ ନିଦର୍ଶନ ଭାବେ ୧,୪୨୩ଟି ଦିଆସିଲି କାଠିରୁ ଏକ ସୁନ୍ଦର ରାମ ମନ୍ଦିର ମଡେଲ୍‌ ତିଆରି କରିଛନ୍ତି । ଏହି ସୁକୌଶଳ୍ୟମୟ ମଡେଲ୍‌ ନିର୍ମାଣ ପାଇଁ ତାଙ୍କୁ…

ଏକୁଟିଆ ଈଶା ଦେଓଲ ଏବେ ପୂନର୍ବାର ପ୍ରେମରେ ପଡିବା ପାଇଁ ପ୍ରସ୍ତୁତ

ମୁମ୍ବାଇ: ଧର୍ମେନ୍ଦ୍ର ଓ ହେମା ମାଳିନୀଙ୍କ ଝିଅ ଈଶା ଦେଓଲ ଏବେ ସମ୍ପୂର୍ଣ୍ଣ ଏକୁଟିଆ । ସେ ମାନସିକ ସ୍ତରରେ ପୂନର୍ବାର ପ୍ରେମରେ ପଡିବା ପାଇଁ ପ୍ରସ୍ତୁତ ହେଲେଣି । ଈଶା ବ୍ୟବସାୟୀ ଭରତ ତଖତାନୀଙ୍କୁ ପ୍ରେମ କରିବା ପରେ ବିବାହ କରିଥିଲେ । ୧୧ ବର୍ଷ ବୈବାହିକ ଜୀବନ ପରେ ଏହି ବିବାହ ଭାଙ୍ଗି…

ପାର୍ବଣ ଋତୁରେ ଓଡ଼ିଶା ଦେଇ ଚାଲିବ ୨ ସ୍ଵତନ୍ତ୍ର ଟ୍ରେନ୍

ଭୁବନେଶ୍ୱର: ପାର୍ବଣ ଋତୁରେ ସୁଗମ ଯାତ୍ରା ପ୍ରଦାନ କରିବା ଏବଂ ବର୍ଦ୍ଧିତ ଯାତ୍ରୀ ଭିଡ଼କୁ ପରିଚାଳନା କରିବା ପାଇଁ ରେଳବାଇ ଓଡ଼ିଶା ଦେଇ ସାପ୍ତାହିକ ସ୍ୱତନ୍ତ୍ର ଟ୍ରେନ୍ ଚଲାଇବ। ରେଳବାଇ ଅନୁଯାୟୀ ଦୁଇ ଯୋଡ଼ା ସ୍ୱତନ୍ତ୍ର ଟ୍ରେନ୍ ନିମ୍ନଲିଖିତ ସମୟସୂଚୀ ଅନୁଯାୟୀ ଚାଲିବ: ୧.…

ପ୍ରେମରେ ହାର୍ଦ୍ଦିକଙ୍କ ନୂଆ ଟୁଇଷ୍ଟ..ଜସ୍ମିନୀଙ୍କ ପରେ ଏବେ ମାହିକା

ମୁମ୍ବାଇ: ପ୍ରେମର ଗଣିତରେ ଭାରତୀୟ କ୍ରିକେଟରେ ହାର୍ଦ୍ଦିକ ପାଣ୍ଡ୍ୟା ଅଙ୍କ କଷିବାରେ ଧୂରନ୍ଧର । ଦୀର୍ଘ ଦିନ ପରେ ପୂନର୍ବାର ଏହି ଅଲରାଉଣ୍ଡର ଏବେ ନିଜ ବ୍ୟକ୍ତିଗତ ଜୀବନକୁ ନେଇ ଚର୍ଚ୍ଚାର ପରିଧିକୁ ଆସିଛନ୍ତି । ପ୍ରଥମେ ଦୀର୍ଘ ଦିନର ପ୍ରେମ ପରେ ନାତାଶା ଷ୍ଟାନକୋଭିଚଙ୍କୁ ସେ ବିବାହ…

ଆସନ୍ତା ୨୦ରେ ଆଦୀଵାସୀ କୁଡୁମୀ ସମାଜ ପକ୍ଷରୁ ରେଳ ଅବରୋଧ ଡାକରା

ମୟୂରଭଞ୍ଜ: ସେପ୍ଟେମ୍ବର ୨୦ରେ ରେଳ ଅବରୋଧ ଡାକରା ଦେଇଛି ଆଦିବାସୀ କୁଡୁମୀ ସମାଜ । କୁଡୁମୀ ଜାତିକୁ ଅନୁସୂଚିତ ଜନଜାତି ତାଲିକା ଭୁକ୍ତ କରିବା ଦାବିରେ ଏହି ଡାକରା ଦିଆଯାଇଥିବା ଖବର ରହିଛି । କେନ୍ଦ୍ରୀୟ କମିଟି ଅଧ୍ୟକ୍ଷ ଅଜିତ ପ୍ରସାଦ ମହାନ୍ତଙ୍କ ନିର୍ଦ୍ଦେଶ କ୍ରମେ ସେପ୍ଟେମ୍ବର ୨୦ରେ…

ପ୍ରାୟ ୪୦ କେଜି ଓଜନର ବିରାଟକାୟ ଅଜଗର ଉଦ୍ଧାର

ନୂଆପଡା: ନୂଆପଡା ଜିଲ୍ଲା କୋମନା ରେଞ୍ଜ ଗନିଆରୀ ଗାଁ ନିକଟ ଚାଷ ଜମିରୁ ଏକ ବିରାଟକାୟ ଅଜଗର ସାପ ଉଦ୍ଧାର ହୋଇଛି । ସାପଟିର ଲମ୍ବ ୧୦ ରୁ ୧୨ ଫୁଟ ହୋଇଥିବା ବେଳେ, ଏହାର ଓଡନ ପ୍ରାୟ ୩୫ ରୁ ୪୦ କେଜି ହେବ ବୋଲି ବନ ବିଭାଗ ତରଫରୁ ସୂଚନା ମିଳିଛି । ସୂଚନା ଅନୁସାରେ, ଆଜି ଗନିଆରି ଗାଁ…

ଆଇଆରଟିଏସ ଅଧିକାରୀ କୌସ୍ତୁଭ ବାଣିଜ୍ୟ ଏବଂ ପରିବହନ ବିଭାଗର ଯୁଗ୍ମ ସଚିବ ଭାବେ ନିଯୁକ୍ତ

ଭୁବନେଶ୍ୱର: ଓଡ଼ିଶା ସରକାର ଭାରତୀୟ ରେଳ ଟ୍ରାଫିକ୍ ସେବା (ଆଇଆରଟିଏସ) ଅଧିକାରୀ କୌସ୍ତୁଭ ଦୀପ୍ତ ପାଣିଙ୍କୁ ବାଣିଜ୍ୟ ଏବଂ ପରିବହନ ବିଭାଗର ଯୁଗ୍ମ ସଚିବ ଭାବରେ ନିଯୁକ୍ତି ଦେଇଛନ୍ତି। ସାଧାରଣ ପ୍ରଶାସନ ଏବଂ ସାଧାରଣ ଅଭିଯୋଗ ବିଭାଗ ଦ୍ୱାରା ମଙ୍ଗଳବାର ଜାରି ଏକ ବିଜ୍ଞପ୍ତି ଅନୁଯାୟୀ,…

ଓଡିଶା ପ୍ରୋ ଟି୨୦ ଲିଗ: ଦେବାଶୀଷ, ଇରଫାନ ବ୍ରାଣ୍ଡ ଆମ୍ବାସଡର

କଟକ: ଓଡିଶା କ୍ରିକେଟ ଆସୋସିଏଶନ ଓ ଆରିଭା ସ୍ପୋର୍ଟ୍ସ ଆନୁକୂଲ୍ୟରେ ଓଡିଶା ପ୍ରୋ ଟି୨୦ ଲିଗ ଆୟୋଜିତ ହେଉଛି । ଏହା ୧୭ ସେପ୍ଟମ୍ବରରୁ ୨୬ ପର୍ଯ୍ୟନ୍ତ ଖେଳାଯାଇଛି । ଭାରତୀୟ କ୍ରିକେଟର ଦୁଇ ମହାନ ଖେଳାଳି ଦେବାଶୀଷ ମହାନ୍ତି ଓ ଇରଫାନ ପଠାନଙ୍କୁ ବ୍ରାଣ୍ଡ ଆମ୍ବାସଡର ନିଯୁକ୍ତ କରାଯାଇଛି । ଏହି…

ଭାରତୀୟ କ୍ରିକେଟ ଟିମର ନୂଆ ଜର୍ସି ସ୍ପନସର ବନିଲା ଆପୋଲୋ ଟାୟାର୍ସ

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ ଦଳର ଜର୍ସି ସ୍ପନସର କିଏ ହେବ ସେ ନେଇ ସସପେନ୍ସ ଶେଷ ହୋଇଛି। ଆପୋଲୋ ଟାୟାର୍ସ ଏବେ ଆନୁଷ୍ଠାନିକ ଭାବରେ ଭାରତୀୟ କ୍ରିକେଟ ଦଳର ନୂତନ ଜର୍ସି ସ୍ପନସର ହୋଇଛି। ନିକଟରେ ଭାରତ ସରକାରଙ୍କ ସମସ୍ତ ବେଟିଂ ଆପ ଉପରେ କଟକଣା ଲଗାଯାଇଥିଲା। ଯାହାପରେ ବିସିସିଆଇ ସହ  …