Latest Odisha News

BREAKING NEWS

ଭିଜିଲାନ୍ସ ଜାଲରେ କୋରାପୁଟ ITDA ସହକାରୀ ନିର୍ଦ୍ଦେଶକ

ଜୟପୁର: ଓଡ଼ିଶା ଭିଜିଲାନ୍ସ ସୋମବାର ଦିନ ଆୟ ବହିର୍ଭୂତ ସମ୍ପତ୍ତି (DA) ଠୁଳ ଅଭିଯୋଗରେ କୋରାପୁଟର ବିଭିନ୍ନ ସ୍ଥାନରେ ଏକକାଳୀନ ଚଢ଼ାଉ ଆରମ୍ଭ କରିଛି। ରିପୋର୍ଟ ଅନୁଯାୟୀ, ସମନ୍ୱିତ ଆଦିବାସୀ ଉନ୍ନୟନ ସଂସ୍ଥା (ITDA)ରେ କାର୍ଯ୍ୟରତ ସହକାରୀ କାର୍ଯ୍ୟନିର୍ବାହୀ ଯନ୍ତ୍ରୀ ସଞ୍ଜୟ…

ବଙ୍ଗୋପସାଗରରେ ସୃଷ୍ଟି ହେଉଛି ଘୂର୍ଣ୍ଣିବଳୟ: ରଥଯାତ୍ରା ବେଳକୁ ବଢ଼ିବ ବର୍ଷାର ପରିମାଣ

ଭୁବନେଶ୍ୱର: ଗତ କିଛି ଦିନ ଧରି ରାଜ୍ୟର ବିଭିନ୍ନ ଅଞ୍ଚଳରେ ଅସରାଏ ବର୍ଷା ଜନଜୀବନକୁ ଅସ୍ତବ୍ୟସ୍ତ କରିଥିବା ବେଳେ, ଆଗକୁ ଓଡ଼ିଶା ଆଡ଼କୁ ମାଡି ଆସୁଛି ଲଘୁଚାପ। ଏହା ପ୍ରଭାବରେ ଆସନ୍ତା ୨୨ ତାରିଖ ପର୍ଯ୍ୟନ୍ତ ରାଜ୍ୟରେ ଭଲ ବର୍ଷା ହୋଇପାରେ। ବେଶି ବର୍ଷିବ ଉତ୍ତର ଓଡ଼ିଶାରେ। ସୋମବାର ପୂର୍ବ…

କାକଦ୍ବୀପ ନିକଟରୁ ୯ ମତ୍ସ୍ୟଜୀବୀଙ୍କ ମୃତଦେହ ଉଦ୍ଧାର

ଜଳେଶ୍ୱର: ନିଖୋଜ ହୋଇଯାଇଥିବା ଟ୍ରଲର୍‌ଟି କାକଦ୍ବୀପ ନିକଟରୁ ଉଦ୍ଧାର ହୋଇଛି। ଏଥିସହିତ ୯ ମତ୍ସ୍ୟଜୀବୀଙ୍କ ମୃତଦେହ ମଧ୍ୟ ଉଦ୍ଧାର କରାଯାଇଛି। ସୂଚନାନୁଯାୟୀ, ଦୀଘା ଶଙ୍କରପୁର ଜେଟିରୁ ମାଛ ମାରିବାକୁ ଯାଇଥିଲେ ୧୫ ମତ୍ସ୍ୟଜୀବୀ। ପଶ୍ଚିମବଙ୍ଗର ଦୀଘାଠାରୁ ପ୍ରାୟ ଶହେ କିମି ଦୂର…

ଆମେରିକା ଏବଂ ଇରାନ ସଂଘର୍ଷ; ୩% ବଢିଲା ଅଶୋଧିତ ତୈଳ ମୂଲ୍ୟ

ନୂଆଦିଲ୍ଲୀ: ସୋମବାର ଦିନ ଆମେରିକା ଏବଂ ଇରାନ ମଧ୍ୟରେ ନୂଆ ଆକ୍ରମଣ ପରେ ଅଶୋଧିତ ତୈଳ ମୂଲ୍ୟ ପୁଣି ଥରେ ବୃଦ୍ଧି ପାଇଛି। ଦୁଇ ଦେଶ ମଧ୍ୟରେ ସଂଘର୍ଷ ହର୍ମୁଜ୍ ପ୍ରଣାଳୀକୁ ପୁଣି ବନ୍ଦ କରିଛି। ତେବେ ଏହା ଶକ୍ତି ପରିବହନ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ସାମୁଦ୍ରିକ ମାର୍ଗ। ଯାହା ବିଶ୍ୱର ପରିବହନର…

ବ୍ୟାଙ୍କକ୍‌ରେ ଭୟାବହ ଅଗ୍ନିକାଣ୍ଡ; ୨୭ ମୃତ, ବହୁ ଆହତ

ବ୍ୟାଙ୍କକ୍: ଥାଇଲ୍ୟାଣ୍ଡର ରାଜଧାନୀ ବ୍ୟାଙ୍କକ୍‌ରେ ସୋମବାର ପ୍ରତ୍ୟୁଷରେ ଏକ ପବ୍‌ରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି। ଏଥିରେ ଅତି କମରେ ୨୭ ଜଣଙ୍କର ମୃତ୍ୟୁ ଘଟିଛି ଏବଂ ୬୦ରୁ ଅଧିକ ଆହତ ହୋଇଛନ୍ତି। ଅଧିକାରୀମାନେ କହିଛନ୍ତି ଯେ ଆହତମାନଙ୍କ ମଧ୍ୟରୁ ୨୨ ଜଣଙ୍କ ଅବସ୍ଥା ଗୁରୁତର ଅଛି।…

କୁମାର ସାନୁଙ୍କ ପୁଅ କୋଭିଡ ପଜିଟିଭ, ହସ୍ପିଟାଲରୁ ସେୟାର କଲେ ମଜାଦାର ଭିଡିଓ

ମୁମ୍ବାଇ: ଲୋକପ୍ରିୟ ପ୍ଲେବ୍ୟାକ୍ ଗାୟକ କୁମାର ସାନୁଙ୍କ ପୁଅ ଜାନ କୁମାର ସାନୁ COVID-19 ପଜିଟିଭ୍ ହୋଇଛନ୍ତି ଏବଂ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ସାନୁ ମଧ୍ୟ ଜଣେ ଗାୟକ ହୋଇଥିବା ବେଳେ ହସ୍ପିଟାଲରୁ ଏକ ଭିଡିଓ ସେୟାର କରିଛନ୍ତି। ନିକଟରେ ଆନ୍ଧ୍ର ପ୍ରଦେଶର କଡାପା ଜିଲ୍ଲାରେ…

ସମ୍ମାନିତ ହେଲେ ଉଦୀୟମାନ ବାସ୍କେଟବଲ ଖେଳାଳି

ଭୁବନେଶ୍ୱର: ଆଜି ଖୋର୍ଦ୍ଧା ଜିଲ୍ଲା ବାସ୍କେଟବଲ୍ ଆସୋସିଏସନ୍ (KDBA) ଓ ଭୁବନେଶ୍ୱର ବାସ୍କେଟବଲ୍ ଆସୋସିଏସନ୍ (BBA)ର ଖେଳାଳିମାନଙ୍କ ପାଇଁ ଏକ ଅଭିନନ୍ଦନ ସଭା ୟୁନିଟ୍–୧ ସ୍ପୋର୍ଟସ୍ କମ୍ପ୍ଲେକ୍ସ ପରିସରରେ ଆୟୋଜିତ ହୋଇଥିଲା । ୬୨ତମ ଜୁନିଅର ବାସ୍କେଟବଲ୍ ଚାମ୍ପିଆନସିପ୍ ଓ ୫୦ତମ…

Ex-BJD MLA Pravat Biswal:ବିଜେପିକୁ ଟାର୍ଗେଟ କଲା ବିଜେଡି;ଚିଟଫଣ୍ଡ ଅଭିଯୁକ୍ତଙ୍କୁ ନିଜ ଦଳରେ ସାମିଲ କରିଛି

ଭୁବନେଶ୍ୱର:ପୂର୍ବତନ ବିଜେଡି ବିଧାୟକ ପ୍ରଭାତ ବିଶ୍ୱାଳ ଆଜି ତାଙ୍କ ସମର୍ଥକମାନଙ୍କ ସହିତ ବିଜେପିରେ ଯୋଗ ଦେଇଛନ୍ତି । ତେବେ ବିଜେଡି ଉପରେ ଏହାର କୌଣସି ପ୍ରଭାବ ପଡିବ ନାହିଁ ବୋଲି କହିବା ପରେ ବିଜେପି ଚିଟଫଣ୍ଡ ଅଭିଯୁକ୍ତ ପ୍ରଭାତଙ୍କୁ ପାର୍ଟିରେ ସାମିଲ କରିବାକୁ ନେଇ କଟାକ୍ଷ କରିଛି।…

ବାହାଘର ଭୋଜି ଖାଇ ୫୦ରୁ ଊର୍ଦ୍ଧ୍ୱ ଅସୁସ୍ଥ, ଫୁଡ୍ ପଏଜନିଂ ହୋଇଥିବା ସନ୍ଦେହ

ସୋର: ବାହାଘର ଭୋଜି ଖାଇବା ପଡିଲା ମହଙ୍ଗା । ଭୋଜି ଖାଇ ୫୦ ରୁ ଅଧିକ ଲୋକ ଅସୁସ୍ଥ ହୋଇପଡ଼ିଛନ୍ତି । ଏଭଳି ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି ବାଲେଶ୍ୱର ଜିଲ୍ଲା ସୋର ବ୍ଲକ ଅନ୍ତର୍ଗତ ଗୋପୀନାଥପୁର ପଞ୍ଚାୟତରେ । ସମସ୍ତ ଅସୁସ୍ଥଙ୍କୁ ଉଦ୍ଧାର କରାଯାଇ ସ୍ଥାନୀୟ ଡାକ୍ତରଖାନାରେ ଭର୍ତ୍ତି…

ସର୍ବକ୍ଷମା ଯୋଜନା ୨୦୨୬ ଆରମ୍ଭ, ଆବେଦନ ପାଇଁ ସୂଚନା ଦେଲା ଇପିଏଫଓ

ଭୁବନେଶ୍ୱର: କେନ୍ଦ୍ର ସରକାରଙ୍କ ପକ୍ଷରୁ ସର୍ବକ୍ଷମା ଯୋଜନା-୨୦୨୬ ଆରମ୍ଭ କରାଯାଇଥିବା ନେଇ ସୂଚନା ଦେଇଛି କର୍ମଚାରୀ ଭବିଷ୍ୟନିଧି ସଂଗଠନ (ଇପିଏଫଓ) । ଆୟକର ଆଇନ ୧୯୬୧ ଅଧୀନରେ ମାନ୍ୟତାପ୍ରାପ୍ତ ପ୍ରୋଭିଡେଣ୍ଟ ଫଣ୍ଡ ଟ୍ରଷ୍ଟ ଚଳାଉଥିବା ସଂସ୍ଥାଗୁଡ଼ିକୁ ନିଜର ସ୍ଥିତି ନିୟମିତ କରିବା ଲାଗି…