ଗୋ ମୂତ୍ର ପିଆଇଲେ, କଳା ଯାଦୁ କଲେ; ନେତାଙ୍କ ବିରୋଧରେ ବୋହୂ ଆଣିଲେ ସଙ୍ଗୀନ ଅଭିଯୋଗ
ମୁମ୍ବାଇ: ମହାରାଷ୍ଟ୍ରରେ ବରିଷ୍ଠ ଶିବସେନା (UBT) ନେତା ତଥା ପୂର୍ବତନ ସାଂସଦ ବିନାୟକ ରାଉତଙ୍କ ବୋହୂ ତାଙ୍କ ପୁଅ ଏବଂ କାଉନସିଲର ଗୀତେଶ ରାଉତ ଏବଂ ତାଙ୍କ ପୁରା ପରିବାର ବିରୁଦ୍ଧରେ ମାମଲା ରୁଜୁ କରିଛନ୍ତି।
ଥାନେର କପୁରବାୱାଡି ପୋଲିସ ଷ୍ଟେସନରେ ଅନ୍ଧବିଶ୍ୱାସ ବିରୋଧୀ ଆଇନ ଅନୁଯାୟୀ ଏହି…