River Embankment Broke: ଭାଙ୍ଗିଲା ନଦୀବନ୍ଧ: କାଣୀନଦୀରେ ୫୦ ଫୁଟର ଘାଇ, ଉଦ୍ଧାର କାର୍ଯ୍ୟ ଜାରି
ଯାଜପୁର: ବଢୁଛି ବୈତରଣୀ ଜଳସ୍ତର । ଯାଜପୁର ଦଶରଥପୁର ବ୍ଲକ ମଲ୍ଲିକାପୁର ପଞ୍ଚାୟତ ମୁସଲିମ ବସ୍ତି ନିକଟରେ ସୃଷ୍ଟି ହୋଇଛି ଘାଇ । ବୈତରଣୀର ଶାଖା ନଦୀ କାଣୀନଦୀରେ ୫୦ ଫୁଟର ଘାଇ ସୃଷ୍ଟି ହୋଇଛି । ବ୍ୟାପକ ଅଂଚଳ ଜଳମଗ୍ନ ହୋଇଯାଇଛି । ଉପର ମୁଣ୍ଡରେ ଲଗାଣ ବର୍ଷା ଫଳରେ ବୈତରଣୀ ନଦୀରେ ତୃତୀୟ…