ଚୌକା, ଛକାରେ ଭାରତର ରେକର୍ଡ
ନୂଆଦିଲ୍ଲୀ: ଇଂଲଣ୍ଡ ଗସ୍ତରେ ଭାରତୀୟ କ୍ରିକେଟ ଟିମ ଅନେକଗୁଡିଏ ରେକର୍ଡ ନିଜ ନାମରେ କରିଛି । ୫ ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜରେ ଭାରତ ୪୭୦ ବାଉଣ୍ଡରୀ ମାରି ଇତିହାସ ସୃଷ୍ଟି କରିଛି । ଏହା ପୂର୍ବରୁ ଟିମଇଣ୍ଡିଆ ୧୯୬୪ରେ ୩୮୪ ବାଉଣ୍ଡରୀ ମାରିଥିଲା । ଏଥିରେ ୪୨୨ ଚୌକା ଓ ୪୮ ଛକା ସାମିଲ ।…