Latest Odisha News

BREAKING NEWS

Tariff tensions: ‘ଭାରତ ସହିତ ସମ୍ପର୍କ ଭାଙ୍ଗିବା ରଣନୈତିକ ବିପର୍ଯ୍ୟୟ’, ନିଜ ଘରୁ ଚେତାବନୀ ପାଇଲେ…

ନୂଆଦିଲ୍ଲୀ: ଆମେରିକା ଭାରତ ଉପରେ ୫୦ ପ୍ରତିଶତ ଶୁଳ୍କ ଲାଗୁ କରିଛି, ଯାହା ଦୁଇ ଦେଶ ମଧ୍ୟରେ ସମ୍ପର୍କକୁ ପ୍ରଭାବିତ କରୁଛି । ଭାରତ ଏବଂ ଆମେରିକା ମଧ୍ୟରେ ସମ୍ପର୍କରେ ତିକ୍ତତା ଯୋଗୁଁ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏବେ ନିଜ ଘରେ ଘେରି ରହିଛନ୍ତି । ଭାରତ ପ୍ରତି ତାଙ୍କର ଏଭଳି…

Weather update: ଆସନ୍ତା ୨୫ ଯାଏଁ ରାଜ୍ୟରେ ପ୍ରବଳ ବର୍ଷା; ଅନେକ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ

ଭୁବନେଶ୍ବର: ୨୫ ତାରିଖ ସକାଳ ପର୍ଯ୍ୟନ୍ତ ରାଜ୍ୟର ବିଭିନ୍ନ ଜିଲ୍ଲାରେ ବର୍ଷା ହେବାର ସମ୍ଭାବନା ରହିଛି। ତେବେ ଗୁରୁବାର ରାଜ୍ୟର ଅଧିକାଂଶ ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣ ବର୍ଷା ହେବା ନେଇ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସୂଚନା ମିଳିଛି । ୨୧ ତାରିଖ ବା ଗୁରୁବାର ଦିନ…

niacinamide serum:ଫେସ୍ ରେ ନିଆସିନାମାଇଡ୍ ଲଗାଇବା ପୂର୍ବରୁ ଏହି କଥା ପ୍ରତି ଧ୍ୟାନ ଦିଅନ୍ତୁ…

ଭୁବନେଶ୍ବର: ଆଜିକାଲି ତ୍ୱଚାକୁ ସୁସ୍ଥ ଏବଂ ଚମକଦାର କରିବା ପାଇଁ ବଜାରରେ ଅନେକ ପ୍ରକାରର ପ୍ରଡକ୍ଟ ଆସୁଛି। ଆଉ କିଛି ପ୍ରଡକ୍ଟ ଅଛି ଯାହାର ଲୋକପ୍ରିୟତା ବୃଦ୍ଧି ପାଉଛି, ଯେଉଁଥିରୁ ଗୋଟିଏ ହେଉଛି ନିଆସିନାମାଇଡ୍। ଏହା ତ୍ୱଚାକୁ ଉଜ୍ଜ୍ୱଳ ଏବଂ କ୍ଲିୟର କରିବାରେ ବହୁତ ଲାଭଦାୟକ। ଯେଉଁମାନଙ୍କର…

Former CM Naveen Patnaik: ଡିସ୍‌ଚାର୍ଜ ହେଲେ ନବୀନ ପଟ୍ଟନାୟକ

ଭୁବନେଶ୍ବର:ମେଡିକାଲ୍‌ ରୁ ଡିସ୍‌ଚାର୍ଜ ହେଲେ ବିରୋଧୀ ଦଳ ନେତା ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ସୁସ୍ଥ ହେବା ପରେ ଘରୋଇ ମେଡ଼ିକାଲ୍‌ରୁ ସିଧା ନବୀନ ନିବାସ ଗଲେ ନବୀନ ପଟ୍ଟନାୟକ । ମେଡିକାଲ୍‌ ରୁ ଫେରିବା ପରେ ନବୀନ ଏକ ଭିଡିଓ ଜାରି କରିଛନ୍ତି । ଯେଉଁଥିରେ ସେ…

Raisins Good For Body: କିସମିସ୍ ଖାଇବା ଦ୍ବାରା ଶରୀରର ଏହି ଅଙ୍ଗକୁ ମିଳେ ଲାଭ…

ଭୁବନେଶ୍ବର: କିସମିସ୍ ଏକ ବହୁତ ଶସ୍ତା ଏବଂ ସ୍ବାଦିଷ୍ଟ ଡ୍ରାଏଫ୍ରୁଟ୍ସ । ଅଧିକାଂଶ ଘରେ ଏହି କିସମିସ୍ ଥାଏ। ପ୍ରତିଦିନ କିସମିସ୍ ଖାଇବା ଦ୍ୱାରା ସ୍ୱାସ୍ଥ୍ୟ ପାଇଁ ବହୁତ ଲାଭ ମିଳିଥାଏ। ତେଣୁ, ଏହାକୁ ଆପଣଙ୍କ ଖାଦ୍ୟରେ ସାମିଲ କରିବା ଉଚିତ। ଶରୀରକୁ ସୁସ୍ଥ ରଖିବା ପାଇଁ ପ୍ରତିଦିନ ୮-୧୦ଟି…

ଅଧାରେ ଅଟକିଲା ଧୁରନ୍ଧର ସୁଟିଂ…

ମୁମ୍ବାଇ: ଅଭିନେତା ରଣବୀର ସିଂହ ନିଜର ଆଗାମୀ ଫିଲ୍ମ ଧୁରନ୍ଧରର ସୁଟିଂରେ ବ୍ୟସ୍ତ ଅଛନ୍ତି। ଯାହାକି ଲଦାଖରେ ସୁଟିଂ କରାଯାଉଛି। ଏହି ଫିଲ୍ମଟି ଆଦିତ୍ୟ ଧରଙ୍କ ଦ୍ଵାରା ନିର୍ଦ୍ଦେଶିତ ହେଉଥିବା ରିପୋର୍ଟରୁ ଜଣାପଡ଼ିଛି। ତେବେ ଫିଲ୍ମ ସେଟରେ ଏପରି କିଛି ଘଟିଛି ଯାହାକୁ ଶୁଣିଲେ ଆପଣ ମଧ୍ୟ…

ଏସସିବିରେ ଭର୍ତ୍ତି ହେଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ପତ୍ନୀ

ଭୁବନେଶ୍ୱର: କଟକ ଏସସିବିରେ ଭର୍ତ୍ତି ହେଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ପତ୍ନୀ ପ୍ରିୟଙ୍କା ମାରାଣ୍ଡି। ଏନେଇ ସାମ୍ବାଦିକ ସମ୍ମିଳନୀ କରି ସୂଚନା ଦେଇଛନ୍ତି ଏସସିବି ଅଧିକ୍ଷକ। ସୂଚନା ଅନୁଯାୟୀ, ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ଧର୍ମପତ୍ନୀଙ୍କ ହେବ ଅସ୍ତ୍ରୋପଚାର । କଟକରେ ଏସସିବି…

ସେପ୍ଟେମ୍ବର ୭ରେ ପଡୁଛି ଚନ୍ଦ୍ରଗ୍ରହଣ, ଜାଣନ୍ତୁ କେଉଁଠି ହେବ ଦୃଶ୍ୟମାନ…

ନୂଆଦିଲ୍ଲୀ: ମାର୍ଚ୍ଚ ୨୦୨୫ର ବ୍ଲଡ୍ ମୁନ୍ ପରେ ସେପ୍ଟେମ୍ବରରେ ପୁଣି ଥରେ ଭାରତରେ ଚନ୍ଦ୍ରଗ୍ରହଣ ଦୃଶ୍ୟମାନ ହେବାକୁ ଯାଉଛି।ବ୍ଲଡ୍ ମୁନ୍ କେବଳ ଚନ୍ଦ୍ରଗ୍ରହଣ ସମୟରେ ଦେଖାଯାଏ ଏବଂ ଏହି ସମୟରେ ଚନ୍ଦ୍ର ଲାଲ ହୋଇଯାଇଥାଏ। ତେବେ ଜାଣନ୍ତୁ ୨୦୨୫ ବର୍ଷର ଦ୍ୱିତୀୟ ଏବଂ ଶେଷ ଚନ୍ଦ୍ରଗ୍ରହଣ କେବେ…

୪,୫୧୫ କୋଟିର ୧୮ ଶିଳ୍ପ ପ୍ରକଳ୍ପକୁ ମଞ୍ଜୁରୀ

ଭୁବନେଶ୍ୱର: ମୁଖ୍ୟ ସଚିବ ମନୋଜ ଆହୁଜାଙ୍କ ଅଧ୍ୟକ୍ଷତାରେ ବୁଧବାର ଦିନ ଅନୁଷ୍ଠିତ ୧୩୯ତମ ରାଜ୍ୟସ୍ତରୀୟ ସିଙ୍ଗଲ୍ ୱିଣ୍ଡୋ କ୍ଲିୟରାନ୍ସ ଅଥରିଟି (SLSWCA) ବୈଠକରେ ଓଡ଼ିଶା ସରକାର ୪,୫୧୫ କୋଟି ଟଙ୍କାର ୧୮ଟି ଶିଳ୍ପ ପ୍ରକଳ୍ପକୁ ମଞ୍ଜୁରୀ ଦେଇଛନ୍ତି। ଆଇଟି, ଉତ୍ପାଦନ, ପାନୀୟ, ପର୍ଯ୍ୟଟନ,…

କାମ୍ବଲୀ ଅସୁସ୍ଥ, କଥା କହି ପାରୁ ନାହାନ୍ତି

ମୁମ୍ବାଇ: ଭାରତୀୟ କ୍ରିକେଟର ପୂର୍ବତନ ଖେଳାଳି ତଥା ସଚିନ ତେନ୍ଦୁଲକରଙ୍କ ବନ୍ଧୁ ବିନୋଦ କାମ୍ବଲୀ ପୂନର୍ବରେ ଅସୁସ୍ଥ ହୋଇ ପଡିଛନ୍ତି । ତାଙ୍କ ଭାଇ ବୀରେନ୍ଦ୍ର କାମ୍ବଲୀ କହିଛନ୍ତି ଯେ, ସେ ଏବେ ବି କଥା ଠିକରେ କହି ପାରୁ ନାହାନ୍ତି । ତେବେ ତାଙ୍କ ସ୍ୱାସ୍ଥ୍ୟାବସ୍ଥାରେ ଉନ୍ନତି ହେବାରେ…