ଆତ୍ମସମର୍ପଣ କଲେ କୋଟିଏ ଟଙ୍କା ପୁରସ୍କାର ରାଶି ଥିବା ୧୦୩ ମାଓବାଦୀ
ମାଲକାନଗିରି: ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡ଼ ବିଜାପୁରରେ ଏକ କୋଟି ଟଙ୍କା ପୁରସ୍କାର ଥିବା ୧୦୩ ଜଣ ମାଓବାଦୀ ଅସ୍ତ୍ରଶସ୍ତ୍ର ସହିତ ଆତ୍ମସମର୍ପଣ କରିଛନ୍ତି । ଆତ୍ମସମର୍ପଣକାରୀ ମାଓବାଦୀମାନଙ୍କୁ ପ୍ରୋତ୍ସାହନ ସ୍ୱରୂପ ୫୦ ହଜାର ଟଙ୍କାର ଲେଖାଏଁ ଚେକ୍ ଦିଆଯାଇଛି । ସରକାରଙ୍କ ନିୟମ…