ଓଡ଼ିଶା ଭଳି ଶାନ୍ତିପ୍ରିୟ ସ୍ଥାନ କେଉଁଠି ନାହିଁ: ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର
ଭୁବନେଶ୍ୱର: ଭାରତକୁ ନେଇ ଆମେରିକାର ଟ୍ରାଭେଲ ଆଡଭାଇଜରି ପରେ କଡ଼ା ଜବାବ ଦେଇଛନ୍ତି ଖାଦ୍ୟ ଯୋଗାଣ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର।
ଅପରାଧ ଏବଂ ଆତଙ୍କବାଦର ବିପଦକୁ ଉଲ୍ଲେଖ କରି ଭାରତରେ ଅଧିକ ସତର୍କତା ଅବଲମ୍ବନ କରିବାକୁ ରବିବାର ଆମେରିକା ଏହାର ନାଗରିକମାନଙ୍କୁ ପରାମର୍ଶ ଦେଇଥିଲା।…