Latest Odisha News

BREAKING NEWS

OMC: ଗନ୍ଧମାର୍ଦ୍ଦନ ଓ ଦୈତାରୀ ଖଣି ଅଞ୍ଚଳ ପରିଦର୍ଶନ ସହ ସମୀକ୍ଷା କଲେ ଓଏମସି ପରିଚାଳନା ନିର୍ଦ୍ଦେଶକ

ଭୁବନେଶ୍ୱର: ଓଡିଶା ଖଣି ନିଗମ (ଓଏମସି) ପରିଚାଳନା ନିର୍ଦ୍ଦେଶକ ସୁଧାଂଶୁ ମୋହନ ସାମଲ, ଆଇଏଏସ, କେନ୍ଦୁଝର ଜିଲ୍ଲା ସ୍ଥିତ ନିଗମର ଗନ୍ଧମାର୍ଦ୍ଦନ ଓ ଦୈତାରୀ ଲୌହ ଖଣି ପରିଦର୍ଶନ କରି ବିଭିନ୍ନ କାର୍ଯ୍ୟର ବ୍ୟାପକ ସମୀକ୍ଷା କରିଛନ୍ତି। ଏହି ଅବସରରେ ପରିଚାଳନା ନିର୍ଦ୍ଦେଶକ ଖଣି କ୍ଷେତ୍ରର…

Baliguda MLA: ପୂର୍ବତନ ବିଧାୟକ କରେନ୍ଦ୍ର ମାଝୀଙ୍କ ବିୟୋଗରେ ଶୋକ ପ୍ରକାଶ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର: କନ୍ଧମାଳ ଜିଲ୍ଲା ବାଲିଗୁଡ଼ାର ପୂର୍ବତନ ବିଧାୟକ କରେନ୍ଦ୍ର ମାଝୀଙ୍କ ପରଲୋକ । ଭୁବନେଶ୍ଵରର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସାଧିନ ଅବସ୍ଥାରେ ଶେଷ ନିଶ୍ବାସ ତ୍ୟାଗ କରିଛନ୍ତି କରେନ୍ଦ୍ର ମାଝୀ । ସେ ବାଲିଗୁଡ଼ା ବିଧାନସଭା ଆସନରୁ ୨୦୦୪ ଓ ୨୦୦୯ରେ ବିଧାନସଭାକୁ ନିର୍ବାଚିତ…

Terrorist conspiracy failed: ଆତଙ୍କବାଦୀ ଯୋଜନା ପଣ୍ଡ, ୧୦ଟି AK-47 ସମେତ ଅସ୍ତ୍ରଶସ୍ତ୍ର ଜବତ କଲେ ସୁରକ୍ଷା…

ଶ୍ରୀନଗର: ଜମ୍ମୁ-କାଶ୍ମୀରରେ ଆତଙ୍କବାଦ ବିରୋଧରେ ସୁରକ୍ଷା ବାହିନୀର ଅଭିଯାନ ଜାରି ରହିଛି। ସେନାର ଯବାନମାନେ ନିରନ୍ତର ସର୍ଚ୍ଚ ଅପରେସନ୍ ଚଳାଇଛନ୍ତି। ତେବେ ସୁରକ୍ଷା ବାହିନୀର ମିଳିତ ଦଳକୁ ବଡ଼ ସଫଳତା ମିଳିଛି। ସେନା ଉତ୍ତର କାଶ୍ମୀରର କୁପୱାଡା ଜିଲ୍ଲାର ତ୍ରେହଗାମର ଦାରିବଲ ମରହାମା…

ଯୌତୁକ ଜନିତ ହତ୍ୟା ମାମଲା; ମୃତକଙ୍କ ଶାଶୁ ଗିରଫ, ଫେରାର ଉଦ୍ୟମ ବେଳେ ସ୍ୱାମୀକୁ ଗୁଳି…

ନୂଆଦିଲ୍ଲୀ: ଗ୍ରେଟର ନୋଏଡାରେ ଯୌତୁକ ଜନିତ ହତ୍ୟା ମାମଲାର ତଦନ୍ତ କରି ମୃତକଙ୍କ ଶାଶୁ ଦୟାଙ୍କୁ ଗିରଫ କରାଯାଇଛି। ଏହି ମାମଲାରେ ପୂର୍ବରୁ ହିଁ ଅଭିଯୁକ୍ତ ସ୍ୱାମୀ ବିପିନଙ୍କୁ ଗିରଫ କରାଯାଇଛି। ତେବେ କୋର୍ଟ ଅଭିଯୁକ୍ତ ବିପିନ ଭାଟିକୁ ୧୪ ଦିନର ନ୍ୟାୟିକ ହାଜତକୁ ପଠାଇ ଦେଇଛନ୍ତି।…

ଭଦ୍ରକରେ ବନ୍ୟା ସ୍ଥିତି; ୨ ଦିନ ପାଇଁ ସ୍କୁଲ ଛୁଟି ଘୋଷଣା

ଭଦ୍ରକ: ବୈତରଣୀ ନଦୀରେ ଜଳସ୍ତର ବୃଦ୍ଧି ଯୋଗୁଁ ବନ୍ୟା ସ୍ଥିତି ସୃଷ୍ଟି ହୋଇଛି। ଯାହା ଫଳରେ ଭଦ୍ରକ ଜିଲ୍ଲା ପ୍ରଶାସନ ସ୍କୁଲ ଗୁଡ଼ିକୁ ଦୁଇ ଦିନ ପାଇଁ ଛୁଟି ଘୋଷଣା କରିଛନ୍ତି। ଧାମନଗର ବ୍ଲକ ଅନ୍ତର୍ଗତ ସାହାଡା, ଅର୍ଜୁନପୁର, ହସିନାବାଦ ଏବଂ ପ୍ରଧାନୀ ପଞ୍ଚାୟତର ପ୍ରାୟ ୨୫ଟି ସ୍କୁଲ…

Urea black marketing: ୟୁରିଆ କଳାବଜାରୀ ସରକାର ରୋକନ୍ତୁ; ନଚେତ କାର୍ଯ୍ୟାଳୟ ଘେରାଉ ହେବ: ପ୍ରଦେଶ କଂଗ୍ରେସ

ଭୁବନେଶ୍ୱର: ଏବର୍ଷ ଭଲ ମୌସୁମୀ ବର୍ଷା ଯୋଗୁଁ ଚାଷ ଭଲ ହେବ ବୋଲି ଚାଷୀକୁଳ ଆଶା ବାନ୍ଧି ବସିଥିବା ବେଳେ ମଝିରେ ମଝିରେ ସରକାରୀ ଅପାରଗତା ଆଗରେ ତାଙ୍କୁ ପଛେଇଯିବାକୁ ପଡୁଛି। ପ୍ରଥମେ ଚାଷୀ ଚାଷକାମ ପାଇଁ ବିଲରେ ଥିବାବେଳେ ଇ-କେୱାଇସି ପାଇଁ ଧାଡିରେ ଦିନଦିନ ରହିବାକୁ ପଡିଲା। ଏବେ ରୁଆବେଉଷଣ…

ଟିମ ଇଣ୍ଡିଆକୁ କାହିଁକି ମିଳୁନି ପୂଜାରାଙ୍କ ବିକଳ୍ପ

ନୂଆଦିଲ୍ଲୀ: ଟେଷ୍ଟ କ୍ରିକେଟରେ ବୀରେନ୍ଦ୍ର ସେହ୍ୱାଗ, ସଚିନ ତେନ୍ଦୁଲକର ଓ ରାହୁଲ ଡ୍ରାଭିଡଙ୍କ ସ୍ଥାନରେ ଭାରତକୁ ରୋହିତ ଶର୍ମା, ବିରାଟ କୋହଲି ଓ ଚେତେଶ୍ୱର ପୂଜାରା ମିଳି ଯାଇଥିଲେ । ଏବେ ଏହି ୩ ଜଣ ଖେଳାଳି ଟେଷ୍ଟ କ୍ରିକେଟକୁ ଅଲବିଦା କହିଛନ୍ତି । ଟିମ ଇଣ୍ଡିଆର ୩ ନମ୍ବର ସ୍ଥାନ ପାଇଁ…

ଡଙ୍ଗାର ଷ୍ଟୋରେଜ୍ ଚାମ୍ବରରେ ୨ ମତ୍ସ୍ୟଜୀବୀ ମୃତ

ବାଲେଶ୍ବର: ବାଲେଶ୍ବର ଜିଲ୍ଲାରେ ଏକ ଡଙ୍ଗାର ଷ୍ଟୋରେଜ୍ ଚାମ୍ବରରେ ଶ୍ୱାସରୁଦ୍ଧ ହୋଇ ଦୁଇଜଣ ମତ୍ସ୍ୟଜୀବୀଙ୍କ ମୃତ୍ୟୁ ଘଟିଛି। ଶନିବାର ଦିନ ଚାନ୍ଦିପୁର ନିକଟସ୍ଥ ବଲରାମଗୁଡି ଘାଟରେ ଏହି ଘଟଣା ଘଟିଛି ବୋଲି ଜଣାପଡ଼ିଛି। ୩୦ ବର୍ଷ ବୟସର ଦୁଇ ମତ୍ସ୍ୟଜୀବୀ ମାଛ ସଂଗ୍ରହ କରିବା ପାଇଁ…

Odisha Congress: ଆସନ୍ତାକାଲି ଓଡ଼ିଶା କଂଗ୍ରେସ ପାଇଁ ଦିଲ୍ଲୀରେ ବଡ଼ ବୈଠକ; ଯୋଗ ଦେବେ ପିସିସି ସଭାପତି

ଭୁବନେଶ୍ବର: ଆସନ୍ତାକାଲି ଓଡ଼ିଶା କଂଗ୍ରେସ ପାଇଁ ଦିଲ୍ଲୀରେ ବଡ଼ ବୈଠକ ହେବ । ଏହି ବୈଠକ ରାହୁଲ ଗାନ୍ଧୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହେବ । ବୈଠକରେ ଯୋଗଦେବେ ପିସିସି ସଭାପତି ଭକ୍ତ ଦାସ ଓ ଓଡ଼ିଶା ପ୍ରଭାରୀ ଅଜୟ ଲଲୁ । ସଙ୍ଗଠନ ସୃଜନର ୩୫ଜଣ ସଦସ୍ୟ ମଧ୍ୟ ବୈଠକରେ ଉପସ୍ଥିତ ରହିବେ।…

ୟୁପି ଟି୨୦ ଲିଗରେ କମାଲ କରୁଛନ୍ତି ଯମଜ ଭ୍ରାତା

ଲକ୍ଷ୍ନୌ: ୟୁପି ଟି୨୦ଲିଗ ଏବେ ବେଶ ଲୋକପ୍ରିୟତା ହାସଲ କରିଛି । ଅନେକ ବଡ ଏବଂ ପ୍ରତିଭାବାନ ଖେଳାଳି ଏଥିରେ ଦକ୍ଷତା ଦେଖାଇବା ସୁଯୋଗ ପାଇଛନ୍ତି । ସବୁଠାରୁ ମଜାର କଥା ଦୁଇ ଯମଜ ଭ୍ରାତା ଅଜୟ କୁମାର ଓ ବିଜୟ କୁମାର ୨ଟି ଟିମ ପକ୍ଷରୁ ଖେଳୁଛନ୍ତି । ଉଭୟ ଦେଖିବାକୁ ପ୍ରାୟତଃ ଏକା ପରି । ଅଜୟ…