ୟୁପି ଟି୨୦ ଲିଗରେ କମାଲ କରୁଛନ୍ତି ଯମଜ ଭ୍ରାତା
ଲକ୍ଷ୍ନୌ: ୟୁପି ଟି୨୦ଲିଗ ଏବେ ବେଶ ଲୋକପ୍ରିୟତା ହାସଲ କରିଛି । ଅନେକ ବଡ ଏବଂ ପ୍ରତିଭାବାନ ଖେଳାଳି ଏଥିରେ ଦକ୍ଷତା ଦେଖାଇବା ସୁଯୋଗ ପାଇଛନ୍ତି । ସବୁଠାରୁ ମଜାର କଥା ଦୁଇ ଯମଜ ଭ୍ରାତା ଅଜୟ କୁମାର ଓ ବିଜୟ କୁମାର ୨ଟି ଟିମ ପକ୍ଷରୁ ଖେଳୁଛନ୍ତି । ଉଭୟ ଦେଖିବାକୁ ପ୍ରାୟତଃ ଏକା ପରି । ଅଜୟ…