ଘରୋଇ ହସ୍ପିଟାଲ ପାଇଁ କଡ଼ା ନିୟମ; ରୋଗୀଙ୍କ ମୃତଦେହକୁ ଅଟକାଇ ପାରିବେନି
ଆସାମ:କୌଣସି ଘରୋଇ ହସ୍ପିଟାଲ କି ନର୍ସିଂ ହୋମ୍ ଆଉ କରିପାରିବେନି ମନମାନି । ବିଲ୍ ପେମେଣ୍ଟ ହେଉ ଅବା ନହେଉ ଏବେ ରୋଗୀଙ୍କ ମୃତଦେହକୁ ଅଟକାଇ ପାରିବେ ନାହିଁ । ମୃତ୍ୟୁ ହେବାର ୨ଘଣ୍ଟା ମଧ୍ୟରେ ପରିବାର ଲୋକଙ୍କୁ ମୃତଦେହ ହସ୍ତାନ୍ତର କରିବା ବାଧ୍ୟତାମୂଳକ ବୋଲି ଘୋଷଣା କରିଛନ୍ତି ଆସାମ…