ଆସନ୍ତା୧୪ରେ କଟକରେ ଡାକସେବା ବନ୍ଦ
କଟକ: ଆସନ୍ତା ୧୪ ତାରିଖରେ କଟକ ପ୍ରଧାନ ଡାକଘର (କଟକ ଜି.ପି.ଓ.) ଏବଂ ଏହା ଅଧୀନସ୍ଥ ସମସ୍ତ ଉପ ଡାକଘର /ଶାଖା ଡାକଘର ବନ୍ଦ ରହିବ । ଜୁଲାଇ ୧୫ ତାରିଖରେ ଏକ ନୂତନ ସଫ୍ଟୱେର ପ୍ରଚଳନ ହେବ ।
ସୂଚନାଥାଉକି, ଡାକଘରମାନଙ୍କରେ ଏକ ନୂତନ ସଫ୍ଟୱେର (IT 2.0)ର ପ୍ରଚଳନ ଆସନ୍ତା ଜୁଲାଇ ୧୫…