Latest Odisha News

BREAKING NEWS

ବଙ୍ଗୋପସାଗରରେ ପୁଣି ଏକ ଲଘୁଚାପ: ଓଡ଼ିଶାରେ ପ୍ରବଳ ବର୍ଷା ସମ୍ଭାବନା

ଭୁବନେଶ୍ୱର: ବଙ୍ଗୋପସାଗରରେ ନୂଆ ଲଘୁଚାପ ସୃଷ୍ଟି ହେବାର ସମ୍ଭାବନା ରହିଛି। ଆଞ୍ଚଳିକ ପାଣିପାଗ କେନ୍ଦ୍ର ଅନୁଯାୟୀ, ସୋମବାର ସୁଦ୍ଧା ଉତ୍ତର-ପଶ୍ଚିମ ଓ ପଶ୍ଚିମ-ମଧ୍ୟ ବଙ୍ଗୋପସାଗରରେ ଏହା ସକ୍ରିୟ ହେବ। ଏହାର ପ୍ରଭାବରେ ଓଡ଼ିଶାରେ ବର୍ଷା ବଢ଼ିବ। କେତେକ ଜିଲ୍ଲାରେ ବନ୍ୟା ପରି ସ୍ଥିତି ହେବାର…

ଉପରାଷ୍ଟ୍ରପତି ନିର୍ବାଚନ: ମୁସଲିମ ନେତାଙ୍କୁ ପ୍ରାର୍ଥୀ କରିପାରେ ଏନଡିଏ

ନୂଆଦିଲ୍ଲୀ: ଉପରାଷ୍ଟ୍ରପତି ନିର୍ବାଚନ ପାଇଁ ଏନଡିଏ ଏବେ ପ୍ରସ୍ତୁତି ଜୋରଦାର କରିଛି। ଆଗାମୀ ୯ ସେପ୍ଟେମ୍ବରରେ ନିର୍ବାଚନ ହେବ। ନାମାଙ୍କନ ଦାଖଲର ଶେଷ ତାରିଖ ୨୧ ଅଗଷ୍ଟ। କିନ୍ତୁ ଏନଡିଏର ପ୍ରାର୍ଥୀ କିଏ ହେବେ, ତାହା ଏପର୍ଯ୍ୟନ୍ତ ସ୍ଥିର ହୋଇନାହିଁ। ବିଜେପି ନେତୃତ୍ୱାଧୀନ ଏନଡିଏ…

ଇନଫ୍ଲୁଏନ୍ସର ଏଲଭିଶ ଯାଦବଙ୍କ ଘର ଉପରକୁ ଗୁଳିମାଡ଼, ୨ ଡ଼ଜନ ରାଉଣ୍ଡରୁ ଅଧିକ ଗୁଳି କରି ଦୁର୍ବୃତ୍ତ ଫେରାର…

ଗୁରୁଗ୍ରାମ: ୟୁଟ୍ୟୁବ୍ ପ୍ରଭାବଶାଳୀ ଏବଂ ବିଗ୍ ବସ୍ ଓଟିଟି ବିଜେତା ଏଲଭିଶ ଯାଦବଙ୍କ ଗୁରୁଗ୍ରାମ ଘର ଉପରେ ଗୁଳିମାଡ଼ । କିଛି ଅଜଣା ଆକ୍ରମଣକାରୀମାନେ ଆଜି ସକାଳ ୫:୩୦ ରୁ ୬ ଟା ମଧ୍ୟରେ ଏଲଭିଶଙ୍କ ଗୁରୁଗ୍ରାମ ସ୍ଥିତ ଘର ଉପରକୁ ପାଖାପାଖି ୨୫ ରୁ ୩୦ ରାଉଣ୍ଡ ଗୁଳିଚାଳନା କରିଥିଲେ କିଛି…

ଭାରତ ଫେରିଲେ ଶୁଭାଂଶୁ ଶୁକ୍ଲା; ଏୟାରପୋର୍ଟରେ ହେଲା ଭବ୍ୟ ସ୍ଵାଗତ

ନୂଆଦିଲ୍ଲୀ: ମହାକାଶରେ ତ୍ରିରଙ୍ଗା ଉଡ଼ାଇଥିବା ଭାରତର ଦ୍ୱିତୀୟ ମହାକାଶଚାରୀ ଶୁଭାଂଶୁ ଶୁକ୍ଲା ଭାରତ ଫେରିଛନ୍ତି। ଜନ୍ମଭୂମିରେ ପାଦ ରଖିଛନ୍ତି ଭାରତୀୟ ବାୟୁସେନାର ଗ୍ରୁପ୍ କ୍ୟାପ୍ଟେନ୍ ଶୁଭାଂଶୁ ଶୁକ୍ଳା । ବିଳମ୍ବିତ ରାତିରେ ତାଙ୍କ ବିମାନ ଆଇଜିଆଇ ଏୟାରପୋର୍ଟରେ ଆସି ପହଞ୍ଚିଥିଲା ସେଠାରେ…

ବର୍ଷା ଋତୁରେ ବାରମ୍ବାର ଫୁଡ ପଏଜନିଙ୍ଗ ହେବାରୁ କିପରି ରକ୍ଷା ପାଇବେ?

ଭୁବନେଶ୍ବର:ବର୍ଷା ଋତୁରେ ଫୁଡ ପଏଜନିଙ୍ଗ ହୋଇଥାଏ । ବର୍ଷା ସମୟରେ ଆର୍ଦ୍ରତା ଏବଂ ଆବର୍ଜନା ଯୋଗୁଁ ବ୍ୟାକ୍ଟେରିଆ ଏବଂ ଭାଇରସ ଦ୍ରୁତ ଗତିରେ ବୃଦ୍ଧି ପାଏ। ଏହି ସମୟରେ ରାସ୍ତା କଡ଼ରେ ରଖାଯାଇଥିବା ଖାଦ୍ୟ, ବାସି ଖାଦ୍ୟ କିମ୍ବା ଅଧା ସିଝା ଖାଦ୍ୟ ଶୀଘ୍ର ନଷ୍ଟ ହୋଇଯାଏ। ଏହା ସହିତ ଦୂଷିତ…

ସ୍ୱପ୍ନରେ କୁକୁର ଦଳଙ୍କୁ ଦେଖିବାର ଅର୍ଥ କ’ଣ..?

ଭୁବନେଶ୍ବର:ପ୍ରାୟତଃ ଲୋକମାନେ ସ୍ୱପ୍ନରେ କୁକୁର ଦେଖନ୍ତି, ଯାହାକୁ ଲୋକମାନେ ଏକ ସାଧାରଣ ସ୍ବପ୍ନ ଭାବି ଅଣଦେଖା କରନ୍ତି। କିନ୍ତୁ ସ୍ୱପ୍ନରେ କୁକୁର ଦେଖିବା ଶୁଭ ଏବଂ ଅଶୁଭ ଉଭୟ ସଙ୍କେତ ଦେଇପାରେ। ସ୍ୱପ୍ନରେ ଏକାଧିକ କୁକୁର ଦେଖିବାର ଅର୍ଥ କ'ଣ ତାହା ଜାଣିବା। ସ୍ୱପ୍ନ ଶାସ୍ତ୍ର…

ମହିଳା କନେଷ୍ଟବଳଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର; ମୃତ୍ୟୁ ପୂର୍ବରୁ ଭିଡିଓ କରି…

ନୂଆପଡା: ନୂଆପଡ଼ା ରେଳ ଷ୍ଟେସନ୍‌ ପାଖ ଏକ ଗଛରୁ ମହିଳା କନେଷ୍ଟବଳଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର । ମୃତକ ମହିଳା କନେଷ୍ଟବଳ ଜଣକ ହେଲେ ରୁକ୍ମଣୀ ନାଗ । ମୃତ୍ୟୁ ପୂର୍ବରୁ ଏକ ଭିଡିଓ କରି ଝୁଲି ପଡ଼ିଥିବା ସୂଚନା ରହିଛି । ସେ ନୂଆପଡ଼ା ପୋଲିସରେ କାର୍ଯ୍ୟରତ ଥିଲେ । ନୂଆପଡ଼ା ପୋଲିସ ମୃତ…

କିଏ ଅଜୟ କୁମାର ଭଲ୍ଲା ?ଯାହାଙ୍କୁ ମିଳିଲା ନାଗାଲାଣ୍ଡ ରାଜ୍ୟପାଳ ଭାବରେ ଅତିରିକ୍ତ ଦାୟିତ୍ୱ

ନୂଆଦିଲ୍ଲୀ: ମଣିପୁର ରାଜ୍ୟପାଳ ଅଜୟ କୁମାର ଭଲ୍ଲାଙ୍କୁ ଶନିବାର (ଅଗଷ୍ଟ ୧୬) ନାଗାଲାଣ୍ଡର ରାଜ୍ୟପାଳ ଭାବରେ ଅତିରିକ୍ତ ଦାୟିତ୍ୱ ଦିଆଯାଇଛି। ନାଗାଲ୍ୟାଣ୍ଡ ରାଜ୍ୟପାଳ ଏଲ୍. ଗଣେଶନଙ୍କ ଦେହାନ୍ତ ପରେ ଏହି ପଦବୀ ଖାଲି ପଡ଼ିଥିଲା। ଚେନ୍ନାଇର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସା ସମୟରେ ଗତ…

ପ୍ରି-ସ୍କୁଲ ଗୁରୁକୁଳ ଅର୍ମାନର ହେଲା ଶୁଭାରମ୍ଭ

ଭୁବନେଶ୍ୱର:ଅଗ୍ରଣୀ ଶିକ୍ଷାନୁଷ୍ଠାନ ଟି. ଏସ୍‌. ଜି ଗୁରୁକୁଳ ଏକ ପ୍ରି-ସ୍କୁଲ “ଗୁରୁକୁଳ ଅର୍ମାନ”ର ଶୁଭାରମ୍ଭ କରିଛି । ଏହି ବିଦ୍ୟାଳୟ ପିଲାମାନଙ୍କର ଶାରିରୀକ, ମାନସିକ ଏବଂ ବୌଦ୍ଧିକ ବିକାଶରେ ପ୍ରଯତ୍ନଶୀଳ ରହିବ । ଏଠାରେ ଉନ୍ନତ ଶିକ୍ଷା ପ୍ରଦାନ ସହିତ ପିଲାମାନଙ୍କ ପାଇଁ ଖେଳକୁଦ,…

ରେଟ୍ରୋ ରିଫ୍ଲେକ୍ଟିଭ୍ ଟେପ୍ ଲଗାଇ ନ ଥିବାରୁ ୨୨୭ ଗାଡ଼ିର ଫିଟନେସ୍ ପ୍ରମାଣପତ୍ର ରଦ୍ଦ

କଟକ/ଭୁବନେଶ୍ୱର: ସଡ଼କ ସୁରକ୍ଷା ନିୟମ ଉଲ୍ଲଙ୍ଘନ ବିରୋଧରେ ରାଜ୍ୟ ପରିବହନ ପ୍ରାଧିକରଣ ନିର୍ଦ୍ଦେଶରେ ରାଜ୍ୟର ସମସ୍ତ ଆଞ୍ଚଳିକ ପରିବହନ କାର୍ଯ୍ୟାଳୟ (ଆରଟିଓ) ଦ୍ୱାରା କଡ଼ାକଡ଼ି ଏନଫୋର୍ସମେଣ୍ଟ ଜାରି ରହିଛି । ମାଲବାହୀ ଗାଡ଼ିରେ ଯାତ୍ରୀ ପରିବହନକୁ ନେଇ ମାରାଥନ୍ ଏନଫୋର୍ସମେଣ୍ଟ ପରେ ଏବେ…