Latest Odisha News

BREAKING NEWS

ଦ୍ଵିତୀୟ ସପ୍ତାହରେ ଜବରଦସ୍ତ ରୋଜଗାର କଲା ଆମିର ଖାନଙ୍କ ଫିଲ୍ମ ‘ସିତାରେ ଜମିନ୍ ପର’

ମୁମ୍ବାଇ: ବଲିଉଡ ସୁପରଷ୍ଟାର ଆମିର ଖାନଙ୍କ ସ୍ପୋର୍ଟ୍ସ ଡ୍ରାମା 'ସିତାରେ ଜମିନ୍ ପର' ଜୁନ୍ ୨୦ ତାରିଖରେ ପ୍ରେକ୍ଷାଳୟରେ ମୁକ୍ତିଲାଭ କରିଥିଲା। ଏହି ଫିଲ୍ମ ଏବେ ବି ରେକର୍ଡ ବ୍ରେକ କରି ଦର୍ଶକଙ୍କୁ ଆକର୍ଷିତ କରୁଛି। ବଲିଉଡର ମିଷ୍ଟର ପରଫେକ୍ସନିଷ୍ଟ ଆମିର ଖାନ ସବୁବେଳେ ତାଙ୍କ ଫିଲ୍ମ…

ରାଜ୍ୟରେ ବନ୍ୟା ସ୍ଥିତି ନାହିଁ: ଜଳ ସମ୍ପଦ ବିଭାଗ ସର୍ବୋଚ୍ଚ ଯନ୍ତ୍ରୀ

ଭୁବନେଶ୍ବର: ରାଜ୍ୟରେ ବନ୍ୟା ସ୍ଥିତି ନାହିଁ କହିଲେ ଜଳ ସମ୍ପଦ ବିଭାଗ ସର୍ବୋଚ୍ଚ ଯନ୍ତ୍ରୀ ଚନ୍ଦ୍ରଶେଖର ପାଢ଼ୀ । ସୁବର୍ଣ୍ଣରେଖାରେ ପାଣି କମିଛି । କେଉଁ ବେସିନରେ ପାଣି ଅଧିକ ନାହିଁ । ସତର୍କ ସୂଚନା କେଉଁଠି ନାହିଁ ବୋଲି ସେ କହିଛନ୍ତି । ସୁନ୍ଦରଗଡ଼, ଛତିଶଗଡ଼ ଛଡ଼ା କେଉଁଠି ବର୍ଷା…

କଣ୍ଟେଣ୍ଟ କ୍ରିଏଟର ସାବଧାନ୍! ବ୍ଲକ୍ ହୋଇପାରେ ଭିଡିଓ….ସରକାର ଆଣୁଛନ୍ତି ନୂଆ ନୀତି…..

ନୂଆଦିଲ୍ଲୀ: ସାବାଡ୍ ହେବେ ଦେଶ ବିରୋଧୀ କଣ୍ଟେଣ୍ଟ କ୍ରିଏଟର । ଭିଡିଓରେ ଦେଶ ବିରୋଧରେ କିଛି ବି କଣ୍ଟେଣ୍ଟ ଦେଖିଲେ ସିଧା ବ୍ଲକ୍ କରାଯିବ । ଦେଶ ବିରୋଧୀ ଭିଡିଓ ବିଷୟବସ୍ତୁକୁ ଅବରୋଧ କରିବା ପାଇଁ ସରକାର ନୀତି ଆଣୁଛନ୍ତି । ଏନେଇ ଗୃହ ମନ୍ତ୍ରଣାଳୟ ଜାତୀୟ ବିରୋଧୀ ଭାଇରାଲ ଭିଡିଓ ଏବଂ…

ଆମେରିକା ସଂସଦରେ ପାରିତ ହେଲା ‘ବିଗ୍ ବିୟୁଟିଫୁଲ୍ ବିଲ୍’; ଟ୍ରମ୍ପ କହିଲେ, ‘ଶ୍ରେଷ୍ଠ ଜନ୍ମଦିନ ଉପହାର’

ନୂଆଦିଲ୍ଲୀ: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ "ୱାନ୍ ବିଗ୍ ବିୟୁଟିଫୁଲ୍ ବିଲ୍" ଗୁରୁବାର ବିଳମ୍ବିତ ରାତିରେ ପାସ୍ ହୋଇଛି । ଏହା ପ୍ରତିନିଧି ସଭାରେ ୨୧୮-୨୧୪ ଭୋଟରେ ପାରିତ ହୋଇଛି । ଏହାକୁ ଟ୍ରମ୍ପଙ୍କ ପାଇଁ ଏକ ବଡ଼ ବିଜୟ ବୋଲି ବିବେଚନା କରାଯାଉଛି। ଏହାକୁ ତାଙ୍କ କାର୍ଯ୍ୟକାଳର…

‘ଦୁର୍ଘଟଣାରେ ନିଜ ଭୁଲ ଯୋଗୁଁ ମୃତ୍ୟୁ ହେଲେ ମିଳିବନି କୌଣସି ବୀମା ରାଶି’, ସୁପ୍ରିମକୋର୍ଟଙ୍କ ବଡ଼ ନିଷ୍ପତ୍ତି…

ନୂଆଦିଲ୍ଲୀ: ବର୍ତ୍ତମାନ ଦୁର୍ଘଟଣା ଜନିତ ମୃତ୍ୟୁ ବଢିବାରେ ଲାଗିଛି । ପ୍ରତିଦିନ ସଡକ ଦୁର୍ଘଟଣାରେ ଶହ ଶହ ଲୋକ ଜୀବନ ହାରୁଛନ୍ତି । ହେଲେ ଅନେକ ସମୟରେ ଏହି ଦୁର୍ଘଟଣା, ଗାଡି ଚଳାଉଥିବା ବ୍ୟକ୍ତିଙ୍କ ବେପାରୁଆ ଢଙ୍ଗ ଏବଂ ଅସାବଧାନତା ପାଇଁ ଘଟିଥାଏ । ଯାହାକୁ ନେଇ ଏବେ ବଡ ରାୟ ଦେଇଛନ୍ତି…

ଭାରତରକୁ ଋଷର ବଡ଼ ପ୍ରସ୍ତାବ: ‘ଓକେ’ କହିବା ମାତ୍ରେ ଆକାଶରେ ଗର୍ଜିବ ୫ମ ପିଢ଼ିର ଲଢ଼ୁଆ ବିମାନ, ଥରିବ…

ନୂଆଦିଲ୍ଲୀ: ଋଷ ପୁଣିଥରେ ଭାରତକୁ ପଞ୍ଚମ ପିଢ଼ିର ଗୁପ୍ତ ଯୁଦ୍ଧ ବିମାନ Su-57, Su-57E ର ରପ୍ତାନି ସଂସ୍କରଣ ପ୍ରଦାନ କରିଛି। ବିଶେଷ କଥା ହେଉଛି ଯେ ଏଥର ରୁଷ ପ୍ରଯୁକ୍ତିବିଦ୍ୟା ସ୍ଥାନାନ୍ତର (ToT) ଏବଂ ସୋର୍ସ କୋଡ୍ ମଧ୍ୟ ଯୋଗାଇବାକୁ ପ୍ରତିଶ୍ରୁତି ଦେଇଛି, ଯାହା ଭାରତ ପାଇଁ ଏକ ରଣନୈତିକ…

ଦୁର୍ଘଟଣାଗ୍ରସ୍ତଙ୍କ ପରିବାର ପକ୍ଷରୁ ଜୋରଜବରଦସ୍ତ ଆର୍ଥିକ ସ୍ଥିତି ପ୍ରକାଶ ଦାବି, ଖାରଜ କଲା ଏୟାର ଇଣ୍ଡିଆ

ନୂଆଦିଲ୍ଲୀ: ଅହମ୍ମଦାବାଦ ବିମାନ ଦୁର୍ଘଟଣାରେ ଏୟାର ଇଣ୍ଡିଆ ଏହାର ଯାତ୍ରୀ କ୍ଷତିପୂରଣ ପ୍ରକ୍ରିୟା ସମ୍ପର୍କରେ ସାମ୍ପ୍ରତିକ ଅଭିଯୋଗକୁ ଦୃଢ଼ ଭାବରେ ଅସ୍ୱୀକାର କରିଛି । ଦୁର୍ଘଟଣାଗ୍ରସ୍ତଙ୍କ ପରିବାର ପକ୍ଷରୁ ଜୋରଜବରଦସ୍ତ ଆର୍ଥିକ ସ୍ଥିତି ପ୍ରକାଶ ଦାବି "ଅପ୍ରମାଣିତ ଏବଂ ଭୁଲ" ବୋଲି କହି…

ଜେଲରେ ରାତି କାଟିଲେ ଜଗା: କାର୍ଯ୍ୟରେ ଯୋଗ ଦେଲେ ଓଏଏସ ଅଧିକାରୀ…

ଭୁବନେଶ୍ବର: ଗୁରୁବାର ବିଏମସି ଅତିରିକ୍ତ କମିଶନରଙ୍କୁ ମାଡ ଘଟଣାରେ ବିଜେପି ନେତା ଜଗା ପ୍ରଧାନ ଗିରଫ ହେବା ପରେ, ଏବେ ସ୍ଥିତି ପୁଣି ପୂର୍ବ ଅବସ୍ଥାକୁ ଫେରୁଛି । ଓଏଏସ ସଂଘ ଆନ୍ଦୋଳନରୁ ଓହରିଥିବା ବେଳେ ଆଜି କାର୍ଯ୍ୟକୁ ଫେରିଛନ୍ତି ଓଏଏସ ଅଧିକାରୀ । ବିଏମସି ଅଫିସ ସହ ରାଜ୍ୟର ବିଭିନ୍ନ…

ପ୍ରଧାନମନ୍ତ୍ରୀ କମଳାଙ୍କୁ ମହାକୁମ୍ଭ ଏବଂ ସରୟୁ ନଦୀର ପବିତ୍ର ଜଳ ଦେଲେ ମୋଦି, ଉପହାରରେ ରାମ ମନ୍ଦିରର…

ନୂଆଦିଲ୍ଲୀ: ତ୍ରିନିଦାଦ ଏବଂ ଟୋବାଗୋ ଗସ୍ତ ସମୟରେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତ୍ରିନିଦାଦ ଏବଂ ଟୋବାଗୋର ପ୍ରଧାନମନ୍ତ୍ରୀ କମଳା ପ୍ରସାଦ-ବିସେସରଙ୍କୁ ମହାକୁମ୍ଭ ଏବଂ ସରୟୁ ନଦୀର ସଙ୍ଗମର ପବିତ୍ର ଜଳ ପ୍ରଦାନ କରିଛନ୍ତି । ସେ ତାଙ୍କୁ ଶ୍ରୀରାମ ମନ୍ଦିରର ଏକ ପ୍ରତିକୃତି ମଧ୍ୟ ପ୍ରଦାନ…

ହାଇକୋର୍ଟ ଗୁରୁତ୍ଵପୂର୍ଣ୍ଣ ରାୟ: ଏଣିକି ଚୁକ୍ତିଭିତ୍ତିକ ମହିଳା କର୍ମଚାରୀ ନେଇ ପାରିବେ ପ୍ରସବ କାଳୀନ ଛୁଟି

କଟକ: ଏଣିକି ଚୁକ୍ତିଭିତ୍ତିକ ମହିଳା କର୍ମଚାରୀମାନେ ନେଇ ପାରିବେ ପ୍ରସବ କାଳୀନ ଛୁଟି। ଏହି ରାୟ ଦେଇଛନ୍ତି ହାଇକୋର୍ଟଙ୍କ ତିନି ଜଣିଆ ଖଣ୍ଡପୀଠ। ପୂର୍ବରୁ ଏକ ଆବେଦନର ଶୁଣାଣି କରି ହାଇକୋର୍ଟଙ୍କ ଜଣକିଆ ଖଣ୍ଡପୀଠ ଅନୁରୂପ ରାୟ ଦେଇ ଚୁକ୍ତିଭିତ୍ତିକ ମହିଳାଙ୍କୁ ପ୍ରସବକାଳୀନ ଛୁଟିରୁ ବଞ୍ଚିତ…