କ୍ରମାଗତ ୧୨ଥର, ୧୦୩ ମିନିଟର ସବୁଠାରୁ ଲମ୍ବା ଭାଷଣ, ଜାଣନ୍ତୁ ଆଜି ଲାଲକିଲ୍ଲାରେ କ’ଣ କହିଲେ ମୋଦି?
ନୂଆଦିଲ୍ଲୀ: ଆଜି ୭୯ ତମ ସ୍ବାଧୀନତରା ଦିବସରେ ଲାଲକିଲ୍ଲାରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସମ୍ବୋଧନ ରେକର୍ଡ ଭାଙ୍ଗିଛି । କ୍ରମାଗତ ୧୨ ଥର ସ୍ୱାଧୀନତା ଦିବସ ଭାଷଣ ଦେଇ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀଙ୍କ ରେକର୍ଡ ଭାଙ୍ଗିଛନ୍ତି ମୋଦି । ଏଥିସହିତ ଭାରତ ସ୍ୱାଧୀନତା ଦିବସ…