ଲାଞ୍ଚ ଅଭିଯୋଗରେ ୪ ସରକାରୀ କର୍ମଚାରୀ ଗିରଫ
ଭୁବନେଶ୍ୱର: ଓଡ଼ିଶା ଭିଜିଲାନ୍ସ ଲାଞ୍ଚ ଅଭିଯୋଗରେ ଗୁରୁବାର ଦିନ ଚାରି ଜଣ ସରକାରୀ କର୍ମଚାରୀଙ୍କୁ ଗିରଫ କରିଛି।
ଗିରଫ ହୋଇଥିବା ବ୍ୟକ୍ତିଙ୍କ ମଧ୍ୟରେ ଗଜପତିର ପାରଳାଖେମୁଣ୍ଡି ସିଡିଏମଓ କାର୍ଯ୍ୟାଳୟର ଦୁଇଜଣ ସ୍ୱାସ୍ଥ୍ୟ କର୍ମଚାରୀ - ଜଗଦୀଶ ପଟ୍ଟନାୟକ (କ୍ଲର୍କ) ଏବଂ ନିରଞ୍ଜନ ନାୟକ…