ମୁନିର-ବିଲାୱାଲଙ୍କ ଧମକ ଫୁସ୍, ଏମିତି ଶୁଖିବ ପାକିସ୍ତାନ ତଣ୍ଟି…..
ନୂଆଦିଲ୍ଲୀ: ଏପ୍ରିଲ ମାସ ପରେ ବନ୍ଦ ହୋଇଥିବା ସିନ୍ଧୁ ଜଳ ଚୁକ୍ତି ଏବେ ପାକିସ୍ତାନର ତଣ୍ଟି ଶୁଖାଇବାକୁ ଲାଗିଲାଣି । ପାକିସ୍ତାନରୁ ଆମେରିକା ସବୁଠି ଏହାକୁ ନେଇ ଏବେ କାନ୍ଦୁଛି ପାକିସ୍ତାନ । ଔଷଧ ବଦଳରେ ତାଟିଆ କାମୁଡୁଛି । ଭାରତକୁ ଫମ୍ପା ଧମକ ପରେ ଧମକ ଦେଇଚାଲିଛି । ହେଲେ ଏବେ ଭାରତ…