ସ୍ଥଗିତ ରହିଲା ରାଜ୍ୟ ବିଜେପି ସଭାପତି ନିର୍ବାଚନ
ଭୁବନେଶ୍ୱର: ସ୍ଥଗିତ ରହିଲା ରାଜ୍ୟ ବିଜେପି ସଭାପତି ନିର୍ବାଚନ। ରାଷ୍ଟ୍ରୀୟ ପରିଷଦ ସଦସ୍ୟ ନିର୍ବାଚନ ମଧ୍ୟ ସ୍ଥଗିତ। ଏନେଇ ସୂଚନା ଦେଲେ ବିଜେପି ରାଜ୍ୟ ନିର୍ବାଚନ ଅଧିକାରୀ ପ୍ରତାପ ଷଡ଼ଙ୍ଗୀ। ପୁରୀରେ ଘଟିଥିବା ଅଘଟଣା ପାଇଁ ସଭାପତି ନିର୍ବାଚନ ସ୍ଥଗିତ ରହିଛି।
ପ୍ରତାପ ଷଡଙ୍ଗୀ…