Latest Odisha News

BREAKING NEWS

ଶିକ୍ଷକ ବଦଳି ସୁପାରିସ୍‌ ପ୍ରସଙ୍ଗରେ ତାରା ବାହିନୀପତିଙ୍କ ବିସ୍ଫରକ ବୟାନ: କହିଲେ, ରାଜ୍ୟ ସରକାରଙ୍କର ଏହି…

ଭୁବନେଶ୍ୱର: ଶିକ୍ଷକ ବଦଳି ସୁପାରିସ୍‌ ପ୍ରସଙ୍ଗରେ ବର୍ଷିଲେ କଂଗ୍ରେସ ବିଧାୟକ ତାରା ବାହିନୀପତି। ମୋ ପାଖକୁ ୫୦୦ ଶିକ୍ଷକଙ୍କ ବଦଳି ତାଲିକା ଆସିଲାଣି। ମୁଁ ଜଣଙ୍କର ବି ବଦଳି ସୁପାରିସ୍‌ କରିନି। ବିଧାୟକଙ୍କୁ କ୍ଷମତା ଦେବା କଦର୍ଯ୍ୟ ନିଷ୍ପତ୍ତି ବୋଲି କହିଲେ ତାରା। ତାରା କହିଛନ୍ତି,…

ଓଡ଼ିଶା ବିଦ୍ୟୁତ ନିୟାମକ ଆୟୋଗ ସଦସ୍ୟ ଭାବେ ବିଶ୍ୱଜିତ ମହାନ୍ତିଙ୍କ ଶପଥପାଠ

ଭୁବନେଶ୍ୱର: ଓଡ଼ିଶା ବିଦ୍ୟୁତ ନିୟାମକ ଆୟୋଗ ସଦସ୍ୟ (ଲିଗାଲ) ଶ୍ରୀ ବିଶ୍ୱଜିତ ମହାନ୍ତିଙ୍କ ଶପଥ ଗ୍ରହଣ । ଆଜି ପୂର୍ବାହ୍ନରେ ଶୈଳଶ୍ରୀ ବିହାର ସ୍ଥିତ ଓଡ଼ିଶା ବିଦ୍ୟୁତ ନିୟାମକ ଆୟୋଗ କାର୍ଯ୍ୟାଳୟରେ ବିଶ୍ୱଜିତ ମହାନ୍ତି ସଦସ୍ୟ ରୂପେ ପଦ ଓ ଗୋପାନୀୟତାର ଶପଥ ଗ୍ରହଣ କରିଛନ୍ତି । ଓଡ଼ିଶା…

ଏନଏଚଏଆଇ ପାଇଁ ଆର୍ଥିକ କ୍ଷତି ସହୁଛି ଓଡିଶା

ଭୁବନେଶ୍ବର: ବର୍ଷ ବର୍ଷ ଧରି ଅଧାରେ ପଡିରହୁଛି ରାଜପଥ ନିର୍ମାଣ କାମ। ଏନଏଚଏଆଇ ବିଳମ୍ବ ପାଇଁ ବ୍ୟାପକ ଆର୍ଥିକ କ୍ଷତି ସହୁଛି ଓଡିଶା । ପ୍ରସ୍ତାବିତ ଉପକୂଳ ରାଜପଥ ପ୍ରକଳ୍ପ ଅନିଶ୍ଚିତତା ଘେରରେ ରହିଛି ତ ଏନଏଚ୍-୫୫ର ଚାରିଲେନ୍ ସଂପ୍ରସାରଣ କାମ ଦୀର୍ଘ ବର୍ଷ ଧରି ପଡିରହିଛି। ଅନୁଗୁଳ ଦେଇ…

ଚିନ୍ନାସ୍ୱାମୀ ଷ୍ଟାଡିୟମରେ ଦଳାଚକଟା: ଗୁଜବ ନେଲା ଜୀବନ

ନୂଆଦିଲ୍ଲୀ: ବେଙ୍ଗାଲୁରୁର ଚିନ୍ନାସ୍ୱାମୀ ଷ୍ଟାଡିୟମ ବାହାରେ ଦଳାଚକଟା ଘଟି ୧୧ ଜଣଙ୍କ ମୃତ୍ୟୁ ପରେ। ପ୍ରଶାସନ ଉପରେ ଅବହେଳା ଅଭିଯୋଗ କରାଯାଉଛି। ସରକାର କ୍ଷତିପୂରଣ ଘୋଷଣା କରିଥିଲେ ମଧ୍ୟ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି। ଏପଟେ ପୋଲିସ୍ ଅପମୃତ୍ୟୁ ମାମଲା ରୁଜୁ କରିଛି।…

ବିହାର ଜନତାଙ୍କୁ ପସନ୍ଦ ତେଜସ୍ବୀ ଯାଦବ !

ନୂଆଦିଲ୍ଲୀ: ନା ନୀତିଶ ନା ପ୍ରଶାନ୍ତ କିଶୋର, ବିହାର ଜନତାଙ୍କୁ ପସନ୍ଦ ତେଜସ୍ବୀ ଯାଦବ । ଇଣ୍ଡିଆ ଟୁଡେ-ସି ଭୋଟର ସର୍ଭେ ରିପୋର୍ଟ ଅନୁସାରେ ନୀତିଶଙ୍କୁ ପଛରେ ପକାଇ ତେଜସ୍ବୀ ବିହାରର ମୁଖ୍ୟମନ୍ତ୍ରୀ ପଦ ପାଇଁ ରେସରେ ସବୁଠୁ ଆଗରେ ରହିଛନ୍ତି । ପୂର୍ବରୁ ଦୁଇ ଦୁଇ ଥର ବିହାରର…

ସ୍ନାନପୂର୍ଣ୍ଣିମାରେ ଶୃଙ୍ଖଳିତ ବ୍ୟବସ୍ଥା ଉପରେ ଫୋକସ୍;ଜଗିବେ ୭୦ ପ୍ଲାଟୁନ୍ ଫୋର୍ସ

ପୁରୀ: ସ୍ନାନ ପୂର୍ଣ୍ଣିମା ଏବଂ ରଥଯାତ୍ରାର ସୁରକ୍ଷା ବ୍ୟବସ୍ଥା ପାଇଁ ଗୁରୁବାର ଏକ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି। କେନ୍ଦ୍ରୀୟ ରେଞ୍ଜ ଆଇଜି ଏସ୍ ପ୍ରବୀଣ କୁମାରଙ୍କ ଅଧ୍ୟକ୍ଷତାରେ ଏହି ବୈଠକ ଅନୁଷ୍ଠିତ ହୋଇଥିଲା। ସ୍ନାନପୂର୍ଣ୍ଣିମା ଓ ରଥଯାତ୍ରା କିପରି ଶୃଙ୍ଖଳିତ…

‘ପରିବାର ଗଢିବା ପାଇଁ ବିବାହର ଆବଶ୍ୟକତା ନାହିଁ’: କାହିଁକି ଏମିତି କହିଲେ କୋର୍ଟ?

ନୂଆଦିଲ୍ଲୀ: ଗୋଟିଏ ଫ୍ୟାମିଲି ବନେଇବା ପାଇଁ ବିବାହ ଜରୁରୀ ନୁହେଁ । ସମଲିଙ୍ଗୀ ବିବାହ ସମ୍ପର୍କରେ ଶୁଣାଣି କରି ଏକ ଗୁରୁତ୍ୱପୂର୍ଣ୍ଣ ରାୟ ରଖିଛନ୍ତି ମାଡ୍ରାସ ହାଇକୋର୍ଟ । କୋର୍ଟ କହିଛନ୍ତି ଯେ ଯଦିଓ ଭାରତରେ ସମଲିଙ୍ଗୀ ବିବାହକୁ ଅନୁମତି ଦିଆଯାଇନାହିଁ, ଏହାର ଅର୍ଥ ନୁହେଁ ଯେ…

ଟ୍ରେନରୁ ଖସି ପଡ଼ିଲେ ବ୍ୟକ୍ତି, ଦେବଦୂତ ସାଜି ଭିଡ଼ି ଆଣିଲେ କନଷ୍ଟେବଳ

କଟକ: କଟକ ରେଳ ଷ୍ଟେସନରେ ଗୁରୁବାର ଦିନ ଜଣେ ବ୍ୟକ୍ତିଙ୍କ ପାଇଁ ଦେବଦୂତ ସାଜିଛନ୍ତି କନଷ୍ଟେବଳ ଟୁଲୁ ବେହେରା। ଜଣେ ୪୪ ବର୍ଷୀୟ ଯାତ୍ରୀଙ୍କୁ ଚଳନ୍ତା ଟ୍ରେନରୁ ଖସି ପଡ଼ିବାରୁ ରକ୍ଷା କରିଥିଲେ। ସୂଚନା ଅନୁଯାୟୀ, ଘଟଣାଟି ସକାଳ ୮.୦୫ ସମୟରେ ଘଟିଥିଲା। ପଶ୍ଚିମବଙ୍ଗର ଉତ୍ତର ଦିନାଜପୁରର…

ଚମକାଇ ଦେଲା ମହୁଆ-ପିନାକୀଙ୍କ ସିକ୍ରେଟ୍ ମ୍ୟାରେଜ୍….

ନୂଆଦିଲ୍ଲୀ: ୬୫ ବର୍ଷୀୟ ପିନାକୀ ମିଶ୍ର, ୫୦ ବର୍ଷୀୟ ମହୁଆ ମୋଇତ୍ର ବିବାହ ବନ୍ଧନରେ ବାନ୍ଧି ହୋଛନ୍ତି । ତୃଣମୂଳ କଂଗ୍ରେସ (ଟିଏମସି) ସାଂସଦ ମହୁଆ ମୋଇତ୍ର, ବିଜୁ ଜନତା ଦଳ ନେତା ତଥା ପୂର୍ବତନ ସାଂସଦ ପିନାକୀ ମିଶ୍ରଙ୍କୁ ତାଙ୍କର ଜୀବନସାଥୀ ଭାବେ ବାଛିଛନ୍ତି । ଦୁହେଁ ଜର୍ମାନୀରେ…

ସାମ୍ନାକୁ ଆସିଲା ଚୀନର “କୃଷି ଆତଙ୍କବାଦ”! ଫଙ୍ଗସ ଚୋରା ଚାଲାଣରେ ୨ଗିରଫ

ନୂଆଦିଲ୍ଲୀ:ଆମେରିକାର ସୁରକ୍ଷା ଏଜେନ୍ସି ଏଫବିଆଇ ଏକ ବଡ ଖୁଲାସା କରିଛି । ଚୀନ୍ ଦ୍ୱାରା କୃଷି ଆତଙ୍କବାଦର ଷଡ଼ଯନ୍ତ୍ରର ପର୍ଦ୍ଦାଫାସ ହୋଇଛି । "ଫୁସାରିଅମ୍ ଗ୍ରାମିନିଆରମ୍" ନାମକ ଏକ ବିପଜ୍ଜନକ ଫଙ୍ଗସର ଚୋରା ଚାଲାଣ ଅଭିଯୋଗରେ ଦୁଇ ଜଣ ଚୀନ୍ ନାଗରିକଙ୍କୁ ଗିରଫ କରାଯାଇଛି। ଏହି ଫଙ୍ଗସ…