ISI ଏବଂ RAW ଏକାଠି ହେଲେ ଆତଙ୍କବାଦ ଦୂର ହୋଇପାରିବ: ବିଲାୱଲ ଭୁଟ୍ଟୋ
ନୂଆଦିଲ୍ଲୀ: ଆତଙ୍କବାଦୀଙ୍କୁ ଆଶ୍ରୟ ଦେଉଥିବା ପାକିସ୍ତାନ ଏବେ ଦକ୍ଷିଣ ଏସିଆରୁ ଆତଙ୍କବାଦକୁ ଦୂର କରିବା ପାଇଁ ପରାମର୍ଶ ଦେଉଛି।
ଆମେରିକା ଗସ୍ତରେ ଥିବା ପାକିସ୍ତାନ ପିପୁଲ୍ସ ପାର୍ଟି (ପିପିପି) ସଭାପତି ଏବଂ ପୂର୍ବତନ ବୈଦେଶିକ ମନ୍ତ୍ରୀ ବିଲାୱଲ ଭୁଟ୍ଟୋ-ଜରଦାରୀ କହିଛନ୍ତି ଯେ ଯଦି ଦୁଇ…