Latest Odisha News

ଜାଲ୍ଲିକାଟୁ ପରମ୍ପରାକୁ ବୈଧ ବୋଲି କହି ରୋକ୍ ଲଗାଇବାକୁ ମନା କଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: ତାମିଲନାଡୁ, ମହାରାଷ୍ଟ୍ର ଓ କର୍ଣ୍ଣାଟକ ସରକାରଙ୍କୁ ଆଶ୍ୱସ୍ତି। ଜାଲ୍ଲିକାଟୁ ପରମ୍ପରା ଓ ବଳଦଗାଡ଼ ଦୌଡ଼କୁ ବୈଧ ବୋଲି କହିଲେ ସୁପ୍ରିମକୋର୍ଟ। ରାଜ୍ୟରେ ଥିବା ଆଇନ ବୈଧ। ତେଣୁ ଏହା ଉପରେ ରୋକ୍ ଲଗାଯାଇପାରିବ ନାହିଁ ବୋଲି କହିଲେ କୋର୍ଟ। ଜଷ୍ଟିସ୍ କେଏମ୍‌ ଜୋସେଫ୍‌ଙ୍କ ନେତୃତ୍ୱରେ…

ଦଳର ବୃହତ ସ୍ୱାର୍ଥକୁ ଦୃଷ୍ଟିରେ ରଖି କର୍ଣ୍ଣାଟକ ଉପମୁଖ୍ୟନ୍ତ୍ରୀ ହେବାକୁ ରାଜି ଅଛି: ଡିକେ ଶିବକୁମାର

ନୂଆଦିଲ୍ଲୀ: କର୍ଣ୍ଣାଟକରେ କିଏ ମୁଖ୍ୟମନ୍ତ୍ରୀ ହେବ ସେ ନେଇ କଂଗ୍ରେସ ପକ୍ଷରୁ କୌଣସି ଆନୁଷ୍ଠାନିକ ଭାବେ ଘୋଷଣା ହୋଇନଥିବା ବେଳେ ସିଦ୍ଧରମେୟା ମୁଖ୍ୟମନ୍ତ୍ରୀ ଓ ଶିବ କୁମାର ଉପମୁଖ୍ୟମନ୍ତ୍ରୀ ହୋଇପାରନ୍ତି ବୋଲି ସୂଚନା ମିଳିଛି। ତେବେ ଘଟଣାକୁ ଚର୍ଚ୍ଚା ଜାରି ରହିଥିବା ବେଳେ ଶିବକୁମାର…

ପରିତ୍ୟକ୍ତ କୂଅରୁ ଉଦ୍ଧାର ହେଲା ହାତୀ

ଯୋଡ଼ା : ଚମ୍ପୁଆ ରେଞ୍ଜ ବୈତରଣୀ ନଦୀ କୂଳ ନିକଟସ୍ଥ ଏକ ପରିତ୍ୟକ୍ତ କୂଅ ଭିତରେ ପଡିଯାଇଥିଲା ହାତୀ । ବନବିଭାଗ ଉଦ୍ୟମରେ କୂଅରୁ ହାତୀଟିକୁ ଉଦ୍ଧାର କରାଯାଇଛି । ସୂଚନା ଅନୁଯାୟୀ, ଗତ ରାତିରେ ୨୪ଟିକିଆ ହାତୀପଲ କାଳିକାପ୍ରସାଦ ସଂରକ୍ଷିତ ଜଙ୍ଗଲରୁ କାଞ୍ଚନପୁର ଦେଇ ଟୁଣଟୁଣା ଅଞ୍ଚଳକୁ…

ଆମେରିକାରୁ ଭାରତ ଆସିବ ୨୦୦୮ ମୁମ୍ବାଇ ଆତଙ୍କବାଦୀ ଆକ୍ରମଣ ଘଟଣାର ଅନ୍ୟତମ ଦୋଷୀ ତହବ୍ବୁର ରାଣା

ନୂଆଦିଲ୍ଲୀ: ୨୦୦୮ ମୁମ୍ବାଇ ଆତଙ୍କବାଦୀ ଆକ୍ରମଣ ଘଟଣାର ଅନ୍ୟତମ ଦୋଷୀ ମୂଳ ପାକିସ୍ତାନୀ ନାଗରିକ ଓ କାନାଡ଼ା ବ୍ୟବସାୟୀ ତହବ୍ବୁର ରାଣାକୁ ଆମେରିକାରୁ ଭାରତ ଅଣାଯିବ। ଏନେଇ ଆମେରିକାର ଏକ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ମୁମ୍ବାଇ ଆକ୍ରମଣରେ ତଦନ୍ତ କରୁଥିବା ଏନ୍‌ଆଇଏ ତହବ୍ବୁର ରାଣାର…

ମୋଦି କ୍ୟାବିନେଟରେ ଅଦଳବଦଳ: ଆଇନ ମନ୍ତ୍ରୀ ପଦରୁ ହଟିଲେ କିରେନ ରିଜିଜୁ

ନୂଆଦିଲ୍ଲୀ:ମୋଦି କ୍ୟାବିନେଟରେ ବଡ ଧରଣର ଅଦଳବଦଳ ହୋଇଯାଇଛି । କିରେନ ରିଜିଜୁଙ୍କୁ ଆଇନ ମନ୍ତ୍ରୀ ପଦରୁ ହଟାଇ ଦିଆଯାଇଛି । ତାଙ୍କ ଜାଗାରେ ଅର୍ଜୁନ ରାମ ମେଘବାଲଙ୍କୁ ଦାୟିତ୍ୱ ଦିଆଯାଇଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପରାମର୍ଶ କ୍ରମେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଏହି…

ବାହାରିଲା ମାଟ୍ରିକ ରେଜଲ୍ଟ; ୩, ୨୨୨ ସ୍କୁଲର ପାସ ହାର ଶହେ ପ୍ରତିଶତ

ଭୁବନେଶ୍ୱର: ବାହାରିଲା ମାଟ୍ରିକ ପରୀକ୍ଷା ଫଳ । ପରୀକ୍ଷା ଫଳ ପୁସ୍ତକ ଉନ୍ମାଚନ କଲେ ଗଣଶିକ୍ଷା ମନ୍ତ୍ରୀ ପ୍ରମିଳା ମଲ୍ଲିକ । ସକାଳ ୧୦ଟାରେ କଟକ ବୋର୍ଡ କାର୍ଯ୍ୟାଳୟରେ ଆନୁଷ୍ଠାନିକ ଭାବେ ପୁସ୍ତିକା ଉନ୍ମୋଚନ କରାଯାଇଛି । ଏଥର ପାସ ହାର ୯୬.୪0 ପ୍ରତିଶତ ରହିଛି ।   ୩, ୨୨୨ ସ୍କୁଲର ପାସ…

ପୂର୍ବତନ ମନ୍ତ୍ରୀ ତଥା ବିଜେପି ସାଂସଦ ରତନ ଲାଲ କଟାରିଆଙ୍କ ପରଲୋକ

ଅମ୍ବାଲା: ହରିଆଣା ଅମ୍ବାଲା ବିଜେପି ସାଂସଦ ରତନ ଲାଲ କଟାରିଆଙ୍କର ଆଜି (ଗୁରୁବାର) ପରୋଲକ ହୋଇଛି। ମୃତ୍ୟୁ ବେଳକୁ ତାଙ୍କୁ ୭୨ ବର୍ଷ ହୋଇଥିଲା। ମିଳିଥିବା ସୂଚନା ଅନୁସାରେ, ୩ ଥର ବିଜେପି ସାଂସଦ ହୋଇଥିବା ରତନ ଲାଲଙ୍କର ଶରୀର ଅସୁସ୍ଥ ହେବାରୁ ତାଙ୍କୁ ପିଜିଆଇ ଚଣ୍ଡିଗଡ଼ ଡାକ୍ତରଖାନାରେ…

ହିନ୍ଦୁଜା ଗ୍ରୁପର ଅଧ୍ୟକ୍ଷ ଏସ୍‌ପି ହିନ୍ଦୁଜାଙ୍କ ପରଲୋକ

ଲଣ୍ଡନ: ପରଲୋକରେ ବିଶିଷ୍ଟ ଶିଳ୍ପପତି ତଥା ହିନ୍ଦୁଜା ଗ୍ରୁପର୍‌ ଅଧ୍ୟକ୍ଷ ଶ୍ରୀଚାନ୍ଦ ପରମାନନ୍ଦ ହିନ୍ଦୁଜା(ଏସ୍‌ପି)। ଗତକାଲି ଲଣ୍ଡନରେ ୮୭ ବର୍ଷ ବୟସରେ ତାଙ୍କର ବିୟୋଗ ହୋଇଛି। ସେ ଦୀର୍ଘ ଦିନ ହେଲା ଅସୁସ୍ଥ ଥିଲେ। ହିନ୍ଦୁଜାଙ୍କ ମୃତ୍ୟୁକୁ ନେଇ କମ୍ପାନୀର ମୁଖପାତ୍ର ଏକ ବିବୃତି ଜାରି କରି…

ଆଜିଠୁ ଗଡ଼ିବ ପୁରୀ-ହାୱଡା ବନ୍ଦେ ଭାରତ ଏକ୍ସପ୍ରେସ୍; ଶୁଭାରମ୍ଭ କରିବେ ପ୍ରଧାନମନ୍ତ୍ରୀ

ଭୁବନେଶ୍ୱର : ସବୁ ପ୍ରତୀକ୍ଷାର ଅନ୍ତ ଘଟିଲା । ଆଜିଠୁ ଗଡ଼ିବ ପୁରୀ-ହାୱଡା ବନ୍ଦେ ଭାରତ ଏକ୍ସପ୍ରେସ୍ । ଭର୍ଚୁଆଲ ମୋଡରେ ଟ୍ରେନର ଶୁଭାରମ୍ଭ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ।ଏହି ଟ୍ରେନ୍ ଓଡ଼ିଶାର ଖୋର୍ଦ୍ଧା, କଟକ, ଯାଜପୁର, ଭଦ୍ରକ, ବାଲେଶ୍ୱର ଏବଂ ପଶ୍ଚିମବଙ୍ଗର ପଶ୍ଚିମ ଓ ପୂର୍ବ…

ଆଜି ପ୍ରକାଶ ପାଇବ ଦଶମ ଛାତ୍ରଛାତ୍ରୀଙ୍କ ପରୀକ୍ଷା ଫଳ  

ଭୁବନେଶ୍ୱର : ଆଜି ଦଶମ ଛାତ୍ରଛାତ୍ରୀଙ୍କ ପରୀକ୍ଷା ଫଳ । ମାଧ୍ୟମିକ ଶିକ୍ଷା ପରିଷଦ ଦ୍ୱାରା ପରିଚାଳିତ ମାଟ୍ରିକ, ମଧ୍ୟମା ଓ ରାଜ୍ୟ ମୁକ୍ତ ବିଦ୍ୟାଳୟ ସାର୍ଟିଫିକେଟ ପରୀକ୍ଷାଫଳ ପ୍ରକାଶ ପାଇବ । ସକାଳ ୧୦ଟାରେ କଟକ ବୋର୍ଡ କାର୍ଯ୍ୟାଳୟରେ ଆନୁଷ୍ଠାନିକ ଭାବେ ଫଳାଫଳ ଘୋଷଣା କରାଯିବ ।…