ଇରାନ୍-ଇସ୍ରାଏଲ୍ ଯୁଦ୍ଧ ନେଇ ଟ୍ରମ୍ପ୍ଙ୍କ ବଡ଼ ଘୋଷଣା, ୨୪ ଘଣ୍ଟା ଭିତରେ ଯୁଦ୍ଧ ସମ୍ପୂର୍ଣ୍ଣ ବନ୍ଦ ହେବ!
ନୂଆଦିଲ୍ଲୀ: ଇରାନ୍-ଇସ୍ରାଏଲ୍ ଯୁଦ୍ଧ ନେଇ ଟ୍ରମ୍ପ୍ଙ୍କ ବଡ଼ ଘୋଷଣା। ସମ୍ପୂର୍ଣ୍ଣ ଅସ୍ତ୍ରବିରତି ଘୋଷଣା କଲେ ଡୋନାଲ୍ଡ ଟ୍ରମ୍ପ୍। ଆସନ୍ତା ୬ ଘଣ୍ଟା ମଧ୍ୟରେ ଅସ୍ତ୍ରବିରତି ଆରମ୍ଭ ହେବ। ୨୪ ଘଣ୍ଟା ଭିତରେ ଯୁଦ୍ଧ ସମ୍ପୂର୍ଣ୍ଣ ବନ୍ଦ ହେବ ବୋଲି କହିଲେ ଟ୍ରମ୍ପ୍। ଅସ୍ତ୍ରବିରତି ନେଇ ଉଭୟ ଦେଶ…