ଜୁନ୍ ୧୨ରୁ ସିଧା ଆବୁଧାବିକୁ ଉଡିବ ବିମାନ, ଜାଣନ୍ତୁ ସପ୍ତାହକୁ କେତେଦିନ ମିଳିବ ସେବା…
ଭୁବନେଶ୍ବର: ସିଧା ରାଜଧାନୀ ଭୁବନେଶ୍ବରରୁ ୟୁଏଇ ରାଜଧାନୀ ଆବୁଧାବି ସହ ସଂଯୋଗ ହେବ ବିମାନ ସେବା । ଆସନ୍ତା ଜୁନ୍ ୧୨ ତାରିଖରେ ଭୁବନେଶ୍ୱର ବିମାନବନ୍ଦରରୁ ସିଧା ୟୁନାଇଟେଡ୍ ଆରବ ଏମିରେଟ୍ସ (ୟୁଏଇ)ର ରାଜଧାନୀ ଆବୁଧାବିକୁ ବିମାନ ଉଡ଼ିବ । ଦୁବାଇ, ସିଙ୍ଗାପୁର, ବ୍ୟାଙ୍କକ୍ ଓ…