କାହିଁକି ହଜିବାକୁ ଚାହାଁନ୍ତି ଅଭିଷେକ ବଚ୍ଚନ…
ନୂଆଦିଲ୍ଲୀ: ଅଭିଷେକ ବଚ୍ଚନ ବର୍ତ୍ତମାନ୍ ତାଙ୍କ ଫିଲ୍ମ ହାଉସଫୁଲ ୫କୁ ନେଇ ଚର୍ଚ୍ଚାରେ ରହିଥିବା ବେଳେ ଫିଲ୍ମରେ ତାଙ୍କ ଚରିତ୍ରକୁ ଦର୍ଶକ ମାନେ ଖୁବ୍ ପସନ୍ଦ କରୁଛନ୍ତି।
ଏହା ମଧ୍ୟରେ ଅଭିଷେକ ନିଜ ସୋସିଆଲ ମିଡ଼ିଆରେ ଏପରି କିଛି ପୋଷ୍ଟ କରିଛନ୍ତି ଯାହା ତାଙ୍କ ପ୍ରଶଂସକ ମାନଙ୍କୁ…