Latest Odisha News

BREAKING NEWS

ଅଭାବନୀୟ ଘଟଣା: ବିଷ ପିଇଲେ ଗୋଟିଏ ପରିବାରର ୩ ସଦସ୍ୟ, ଶାଶୁ-ବୋହୂ ମୃତ

କଟକ:ପାରିବାରିକ କଳହରୁ ବିଷ ପିଇଲେ ଗୋଟିଏ ପରିବାରର ୩ ସଦସ୍ୟ । କଟକ ଜିଲ୍ଲା ବଡ଼ମ୍ବା ଥାନା ଅନ୍ତର୍ଗତ ବଡ଼ବାରସିଂ ଗ୍ରାମରେ ଘଟିଛି ଏଭଳି ଅଭାବନୀୟ ଘଟଣା । ଏକା ସଙ୍ଗେ ଗୋଟିଏ ପରିବାରର ଶାଶୁ, ବୋହୂ ଓ ପୁଅ ବିଷ ପିଇଦେଇଛନ୍ତି । ସେମାନଙ୍କୁ ଗୁରୁତର ଅବସ୍ଥାରେ ବଡ଼ମ୍ବା ଗୋଷ୍ଠୀ…

ଚିକିତ୍ସା ପାଇଁ ମୁମ୍ବାଇ ଯିବେ ନବୀନ, ନିଜେ ‘ଏକ୍ସ’ରେ ଦେଲେ ସୂଚନା

ଭୁବନେଶ୍ବର: ସ୍ବାସ୍ଥ୍ୟଜନିତ ସମସ୍ୟା ପାଇଁ ମୁମ୍ବାଇ ଯିବେ ବି‌ରୋଧୀ ଦଳ ନେତା ନବୀନ ପଟ୍ଟନାୟକ । ଜୁନ୍ ୨୨ରେ ସେ ମୁମ୍ବାଇର ପ୍ରଖ୍ୟାତ କୋକିଲା ବେନ୍‌ ଧୀରୁଭାଇ ଅମ୍ବାନୀ ହସ୍ପିଟାଲରେ ସ୍ୱାସ୍ଥ୍ୟ ପରୀକ୍ଷା ଓ ଚିକିତ୍ସା କରାଇବେ ବୋଲି ସୂଚନା ରହିଛି । ଏନେଇ ନବୀନ ପଟ୍ଟନାୟକ ନିଜେ ସୂଚନା…

ବହୁଚର୍ଚ୍ଚିତ ବିଜେଡି ନେତାଙ୍କ ହତ୍ୟା ମାମଲା: ୪ ଦୋଷୀଙ୍କୁ ଆଜୀବନ କାରାଦଣ୍ଡ

ବ୍ରହ୍ନପୁର: ଗଞ୍ଜାମ ଜିଲ୍ଲାର ବହୁ ଚର୍ଚ୍ଚିତ ଦିଗପହଣ୍ଡି ଡବଲ ମର୍ଡର ମାମଲାରେ ୪ ଜଣଙ୍କୁ ଆଜୀବନ ଦଣ୍ଡାଦେଶ । ଦିଗପହଣ୍ଡି ବ୍ଲକ ଅନ୍ତର୍ଗତ ପାଳଝାଢ଼ି ଗ୍ରାମର ବିଜେଡି ନେତା ସୁଦର୍ଶନ ସୁଆର ଓ ସୁଧୀର ପାତ୍ର ହତ୍ୟା ମାମଲାର ଚୂଡାନ୍ତ ରାୟ ପ୍ରକାଶ ହୋଇଛି। ଏହି ମାମଲାରେ ଆଜି ବ୍ରହ୍ମପୁର…

ପୁଣି ଆଉ ଏକ ଏୟାର ଇଣ୍ଡିଆକୁ ଫେରିବାକୁ ପଡିଲା ଦିଲ୍ଲୀ: ଇଣ୍ଡୋନେସିଆକୁ ଉଡାଣ ଭରିଥିଲା…..

ନୂଆଦିଲ୍ଲୀ: ଗତ ୧୨ ତାରିଖରେ ଏୟାର ଇଣ୍ଡିଆ ଫ୍ଲାଇଟ୍ ୧୭୧ ଦୁର୍ଘଟଣା ଗ୍ରସ୍ତ ହେବା ପରେ, ଏବେ ବିମାନ ସେବା ନେଇ ଅନେକ ଦୁର୍ଘଟଣା ସାମ୍ନାକୁ ଆସୁଛି । କେତେବେଳେ ଯାନ୍ତ୍ରିକ ତ୍ରୁଟି ଯୋଗୁଁ ବିମାନ ବାତିଲ୍ ହେଲାଣି ତ, ଆଉ କେଉଁଠି ଉଡାଣ ଭରିବା ପରେ ଗନ୍ତବ୍ୟସ୍ଥଳକୁ ନଯାଇ ପୁଣି, ପୂର୍ବ…

ଯାତ୍ରା ସ୍ୱର୍ଣ୍ଣ ମନ୍ଦିରରୁ ବିଦାୟ ନେଲେ ରାଣୀ ପଣ୍ଡା, ତିଆରି କଲେ ନୂଆ ଯାତ୍ରାପାର୍ଟି

ଭୁବନେଶ୍ୱର: ଅଭିନେତ୍ରୀ ରାଣୀପଣ୍ଡା ତିଆରି କଲେ ନୂଆ ଯାତ୍ରାପାର୍ଟି। ଆଜି ଏନେଇ ପ୍ରେସ୍ ମିଟ୍ କରି କହିଛନ୍ତି ରାଣୀ। ଯାତ୍ରାପାର୍ଟି କରି ରାଣୀପଣ୍ଡା ଅନେକ କଳାକାର ଓ ଟେକ୍ନିସିଆନ୍ସଙ୍କୁ ପୋଷିବ ବୋଲି ରୋକ୍ ଠୋକ୍ ଜଣାଇଛନ୍ତି ରାଣୀ। ଓଡ଼ିଆ ଅଭିନେତ୍ରୀ ରାଣୀ ପଣ୍ଡା କହିଛନ୍ତି,…

ବିଶ୍ୱର ୯ଟି ଦେଶ ପାଖରେ ଅଛି ୧୨ ହଜାର ପରମାଣୁ ଅସ୍ତ୍ର, ଗୋଟିଏ ବର୍ଷ ଭିତରେ କେତେ ବୃଦ୍ଧି କଲା ଭାରତ ?

ନୂଆଦିଲ୍ଲୀ: ଯେଉଁ ଦେଶରେ ପରମାଣୁ ଅସ୍ତ୍ରଶସ୍ତ୍ର ରହିଛି, ସେହି ଦେଶ ଅଧିକ ଶକ୍ତିଶାଳୀ। ନିକଟରେ ଦି ଷ୍ଟକ୍‌ହୋମ ଇଣ୍ଟରନ୍ୟାସନାଲ୍‌ ପିସ୍‌ ରିସର୍ଚ୍ଚ ଇନ୍‌ଷ୍ଟିଚ୍ୟୁଟ୍‌ (ଏସ୍‌ଆଇପିଆରଆଇ) ତରଫରୁ ଜାରି ହୋଇଥିବା ଏକ ରିପୋର୍ଟରୁ ଜଣାପଡିଛି ଯେ ବିଶ୍ବର ୯ଟି ଦେଶ ନିକଟରେ ୧୨ ହଜାରରୁ ଅଧିକ…

ହସ୍ପିଟାଲ ଓ ଥାନାରେ ଅଚାନକ ପହଁଚିଲେ ବିଧାୟକ; ରାତି ଡ୍ୟୁଟିରେ ଶୋଇଥିଲେ କର୍ମଚାରୀ

ରାଉରକେଲା: ବିଧାୟକ ଦୁର୍ଗା ଚରଣ ତନ୍ତୀ ରାଉରକେଲା ସହରର ବିଭିନ୍ନ ଅଞ୍ଚଳରେ ଅବସ୍ଥିତ ଥାନା ଏବଂ ହସ୍ପିଟାଲକୁ ଅଚାନକ ପରିଦର୍ଶନ କରିଥିଲେ। ଏଥିସହିତ ରାତିରେ କର୍ମଚାରୀମାନେ କେତେ ଦାୟିତ୍ବବାନ ତାହା ଦେଖିଥିଲେ। ରଘୁନାଥପାଲିର ବିଧାୟକ ମଙ୍ଗଳବାର ବିଳମ୍ବିତ ରାତିରେ ଜନସାଧାରଣଙ୍କୁ ଯୋଗାଇ…

ଇସ୍ରାଏଲ ସହ ଯୁଦ୍ଧ ମଧ୍ୟରେ, ନିଜ ନାଗରିକମାନଙ୍କୁ ହ୍ୱାଟସଆପ ଡିଲିଟ୍ କରିବାକୁ କହିଲେ ଇରାନ ସରକାର

ତେହେରାନ: ଇସ୍ରାଏଲ ସହିତ ଚାଲିଥିବା ଯୁଦ୍ଧ ମଧ୍ୟରେ, ଇରାନ ଏବେ ଏହାର ନାଗରିକମାନଙ୍କୁ ସେମାନଙ୍କ ମୋବାଇଲ୍ ଏବଂ ଅନ୍ୟାନ୍ୟ ଡିଭାଇସରୁ ହ୍ୱାଟସଆପ ଡିଲିଟ୍ କରିବାକୁ କହିଛି । ଇରାନର ସରକାରୀ ଟେଲିଭିଜନରେ ପ୍ରସାରିତ ଏହି ଆବେଦନରେ ଅଭିଯୋଗ କରାଯାଇଛି ଯେ, ଆପ୍ କୌଣସି ନିର୍ଦ୍ଦିଷ୍ଟ ପ୍ରମାଣ…

ଜନଜାତି ଏବଂ ଅନୁସୂଚିତ ଜାତିଙ୍କ ବିକାଶ ହେଲେ ହିଁ ସମୃଦ୍ଧ ଓଡିଶାର ଲକ୍ଷ୍ୟ ପୂରଣ ହେବ: ମୁଖ୍ୟମନ୍ତ୍ରୀ

ବାରିପଦା: ରାଜ୍ୟ ସରକାରଙ୍କ ଏକ ବର୍ଷ ପୂର୍ତ୍ତି ଅବସରରେ ବାରିପଦାର ଛଉ ପଡ଼ିଆ ଠାରେ ଆୟୋଜିତ ହୋଇଯାଇଛି ରାଜ୍ୟସ୍ତରୀୟ ଆଦିବାସୀ ଶକ୍ତି ସମାବେଶ । ଏହାକୁ ଉଦଘାଟନ କରି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍ତିଯେ, ଓଡ଼ିଶା ସାଂସ୍କୃତିକ ବୈଭବ ଚିତ୍ରପଟରେ ଜନଜାତି ସଂସ୍କୃତି ଏକ ସ୍ୱତନ୍ତ୍ର…

ପାକିସ୍ତାନରେ ସେନା ବେସ୍ କରିବ ଆମେରିକା !

ନୂଆଦିଲ୍ଲୀ: ବଦଳୁଛି ଆମେରିକାର ନୀତି ! ପାକିସ୍ତାନ ସେନା ମୁଖ୍ୟଙ୍କ ସହ ଟ୍ରମ୍ପଙ୍କ ମିଟିଂ । ବନ୍ଦ ଘରେ ଭୋଜନ, ସିକ୍ରେଟ୍ ମିଟିଂ ! ପାକିସ୍ତାନକୁ ନେଇ କାହିଁକି ବଦଳୁଛି ଆମେରିକାର ସ୍ବର? ୨୦୧୮ରେ ନିଜ ପ୍ରଥମ କାର୍ଯ୍ୟକାଳ ବେଳେ ପାକିସ୍ତାନକୁ ଟାର୍ଗେଟ କରୁଥିଲେ ଆମେରିକା ରାଷ୍ଟ୍ରପତି…