ପୁଣି ଅସ୍ତ୍ରବିରତି ଉଲ୍ଲଙ୍ଘନ କଲା ପାକିସ୍ତାନ; ଜମ୍ମୁ ସମ୍ପୂର୍ଣ୍ଣ ବ୍ଲାକଆଉଟ୍
ଶ୍ରୀନଗର: ଆଜି ସନ୍ଧ୍ୟା ୫ଟାରୁ ଅସ୍ତ୍ରବିରତି ଲାଗୁ ହୋଇଥିଲା । ମାତ୍ର ୪ ଘଣ୍ଟା ନପୁରୁଣୁ ପୁଣି ଅସ୍ତ୍ରବିରତି ଉଲ୍ଲଙ୍ଘନ କଲା ପାକିସ୍ତାନ । ସୀମାରେ ଗୁଳିବର୍ଷା କରୁଛି ପାକିସ୍ତାନ । ପୁଣି ସୀମା ପଟୁ ଆରମ୍ଭ ହେଲା ଗୁଳି ବର୍ଷଣ ସହ ଡ୍ରୋନ୍ ଆକ୍ରମଣ । ଜାମ୍ମୁକାଶ୍ମୀରର ବିଭିନ୍ନ ସେକ୍ଟରରେ…