ଫିଲ୍ମ ଷ୍ଟାଇଲରେ ହସ୍ପିଟାଲରେ ପଶିଲେ ଦୃର୍ବୁତ୍ତ; ଗ୍ୟାଙ୍ଗଷ୍ଟରକୁ ଗୁଳି ମାରି ଫେରାର…
ପାଟଣା: ବିହାରରେ ଜଣେ ଗ୍ୟାଙ୍ଗଷ୍ଟରକୁ ହସ୍ପିଟାଲ ଭିତରେ ପଶି ପାଞ୍ଚ ଜଣ ଗୁଳି କରିଥିବାର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ୍ ହେବାରେ ଲାଗିଛି। ଏହି ଘଟଣା ପାଟଣାରେ ଥିବା ପାରସ ହସ୍ପିଟାଲର ଆଇସିୟୁରେ ଘଟିଥିବା ଜଣାପଡିଛି।
ତେବେ ସେହି ଅପରାଧୀମାନେ ହସ୍ପିଟାଲର ୨୦୯ ନମ୍ୱର ରୁମ୍ ଭିତରେ…