ପାକିସ୍ତାନକୁ ରାଘବ ଚଡ୍ଡାଙ୍କ ଖୋଲା ଚେତାବନୀ- ‘ଯଦି ଉସୁକେଇବ, ତେବେ ରାୱଲପିଣ୍ଡିରେ ତ୍ରିରଙ୍ଗା ଉଡିବ’
ନୂଆଦିଲ୍ଲୀ: ଭାରତ ଏବଂ ପାକିସ୍ତାନ ମଧ୍ୟରେ ସମ୍ପ୍ରତି ବୃଦ୍ଧି ପାଉଥିବା ଉତ୍ତେଜନା ମଧ୍ୟରେ, ରାଜ୍ୟସଭା ସାଂସଦ ରାଘବ ଚଡ୍ଡା ପାକିସ୍ତାନକୁ କଡ଼ା ଚେତାବନୀ ଦେଇଛନ୍ତି । ତାଙ୍କ ବାର୍ତ୍ତାରେ ସେ କହିଥିଲେ ଯେ ଭାରତ ବୁଦ୍ଧଙ୍କ ଭୂମି, କିନ୍ତୁ ଏହା ଅର୍ଜୁନ ଏବଂ ଭୀମଙ୍କ ଭଳି ମହାନ ଯୋଦ୍ଧାଙ୍କ…