ସୂର୍ଯ୍ୟମନ୍ଦିର ପ୍ରସ୍ତରର କଳା ଆସ୍ତରଣ ନମୁନା ସଂଗ୍ରହ କଲେ ବିଶେଷଜ୍ଞ ଦଳ
କୋଣାର୍କ: ଏଏସଆଇ ପକ୍ଷରୁ ସୂର୍ଯ୍ୟମନ୍ଦିର ସୁରକ୍ଷା ଓ ସଂରକ୍ଷଣ ନେଇ ତପ୍ତରତା ଦେଖାଇଛନ୍ତି । ଆଇଆଇଏମଡି ଓ ଖଣିଜ ସାମଗ୍ରୀ ପ୍ରଯୁକ୍ତି ପ୍ରତିଷ୍ଠାନର ୮ଜଣିଆ ବିଶେଷଜ୍ଞ ଦଳ କୋଣାର୍କ ସୂର୍ଯ୍ୟମନ୍ଦିରରେ ଅନୁଧ୍ୟାନ କରିଛନ୍ତି ।
ଏହି ଦଳ ନାଟ୍ୟ ମନ୍ଦିର, ଜଗମୋହନ, ଗର୍ଭଗୃହ,…