ଡରାଉଛି ମହାମାରୀ, ରାଜ୍ୟରେ ୫ ନୂଆ କୋଭିଡ୍ ଆକ୍ରାନ୍ତ ଚିହ୍ନଟ
ଭୁବନେଶ୍ୱର: ଦିନକୁ ଦିନ କୋଭିଡ ସଂକ୍ରମଣ ବିସ୍ତାର କରୁଛି। ଡରାଉଛି ମହାମାରୀ। ଏବେ ରାଜ୍ୟରେ ଚିହ୍ନଟ ହେଲା ୫ ନୂଆ କୋଭିଡ୍ ଆକ୍ରାନ୍ତ। ଜଣେ ବ୍ୟକ୍ତିଙ୍କ ଆଣ୍ଟିଜେନ୍ ପରୀକ୍ଷାରୁ ସ୍ପଷ୍ଟ ହୋଇଥିବା ସୂଚନା। ତେବେ ଆଣ୍ଟିଜେନ୍ କିଟ୍ କେତେ କାମ କରୁଛି, ତାହା ପରୀକ୍ଷା କରିବାକୁ ଆଣ୍ଟିଜେନ୍…