Latest Odisha News

BREAKING NEWS

ଆସନ୍ତାକାଲି ୪ଟାରେ ବାଜିବ ମକ୍‌ ଡ୍ରିଲ୍‌ ପାଇଁ ସାଇରନ୍‌, ସପ୍ତାହେ ଧରି ଚାଲିବ କାର୍ଯ୍ୟକ୍ରମ

ଭୁବନେଶ୍ୱର: ଆସନ୍ତାକାଲି ଅପରାହ୍ଣ ୪ଟାରେ ବାଜିବ ଏୟାର ରେଡ ସାଇରନ। ସିଭିଲ ଡିଫେନ୍ସ ମକଡ୍ରିଲ ହେବ। ଓଡ଼ିଶାର ୧୨ଟି ସିଭିଲ ଡିଫେନ୍ସ ଜିଲ୍ଲାରେ ହେବ ମକ୍ ଡ୍ରିଲ। ଆସନ୍ତାକାଲିଠୁ ପର୍ଯ୍ୟାୟ କ୍ରମେ ସପ୍ତାହେ ଧରି କାର୍ଯ୍ୟକ୍ରମ ଚାଲିବ। ଉପକୂଳ ଜିଲ୍ଲା ଓ ସହରାଞ୍ଚଳରେ ହେବ ମକଡ୍ରିଲ।…

ପୁରୀରେ ଏନଏସଜି ଟିମ୍‌; ଶ୍ରୀମନ୍ଦିର ସୁରକ୍ଷା ନେଇ ଏସପିଙ୍କ ସହ ଆଲୋଚନା

ପୁରୀ: ପୁରୀରେ ଏନଏସଜି ଟିମ୍ । ପହଲଗାଓଁ ଆକ୍ରମଣ ପରେ ପୁରୀରେ ସୁରକ୍ଷା ବ୍ୟବସ୍ଥାର ଯାଞ୍ଚ ପାଇଁ ପହଞ୍ଚିଲା ଟିମ୍ । ଶ୍ରୀମନ୍ଦିର ସୁରକ୍ଷା ପ୍ରଶାସକଙ୍କ ସହ ଆଲୋଚନା କରିଛି ଟିମ୍ । ଏହା ପୂର୍ବରୁ ଜିଲ୍ଲା ପୋଲିସ ସହ କଥା ହୋଇଥିବାବେଳେ, ସୁରକ୍ଷା ନେଇ ଆଜି ପୁରୀ ଶ୍ରୀମନ୍ଦିର ପ୍ରଶାସନ ଓ…

ହଠାତ୍ ଟ୍ରେନରୁ ନିଖୋଜ ହୋଇଗଲେ କେନ୍ଦ୍ରମନ୍ତ୍ରୀ ଜୁଏଲ ଓରାମ!୩ ଘଣ୍ଟା ପରେ ଆହତ ଅବସ୍ଥାରେ ଉଦ୍ଧାର

ଜବଲପୁର: କେନ୍ଦ୍ରମନ୍ତ୍ରୀ ଜୁଏଲ ଓରାମ୍ ଦିଲ୍ଲୀରୁ ଜବଲପୁର ଯାଉଥିବା ବେଳେ ହଠାତ୍ ଟ୍ରେନ୍‌ରୁ ନିଖୋଜ ହୋଇଯାଇଥିଲେ। ଏହି ଘଟଣା ଶନିବାର ରାତିରେ ଘଟିଥିଲା। ରବିବାର ସକାଳେ ସେ ଦମୋହରେ ତାଙ୍କ ସ୍ଥାନରେ ନଥିଲେ। ଏହା ଦେଖି ରେଳବାଇ ପକ୍ଷରୁ ତୁରନ୍ତ ଏକ ସନ୍ଧାନ ଅଭିଯାନ ଆରମ୍ଭ କରିଥିଲା। ୩…

ବାଣ ଗୋଦାମରେ ବିସ୍ଫୋରଣ ୫ ଗୁରୁତର

ଭଦ୍ରକ: ଭଦ୍ରକ ପୁରୁଣା ବଜାର ଥାନା ହଳଦୀଢିଅ ଛକ ନିକଟରେ ଥିବା ବାଣ ଗୋଦାମରେ ବିସ୍ଫୋରଣ । ଏଥିରେ ୫ ଜଣ ପୋଡିହୋଇ ଗୁରୁତର ଆହତ ହୋଇଛନ୍ତି । ତେବେ ସମସ୍ତ ଗୁରୁତରଙ୍କ ଭିତରେ କେବଳ ମହିଳା ଓ ଶିଶୁ ରହିଛନ୍ତି । ସମସ୍ତଙ୍କୁ ପ୍ରଥମେ ଉଦ୍ଧାର କରି ଚିକିତ୍ସା ପାଇଁ ଭଦ୍ରକ ମେଡିକାଲରେ ଭର୍ତ୍ତି…

ରାଜ୍ୟର ୧୨ଟି ସ୍ଥାନରେ ହେବ ମକ୍‌ଡ୍ରିଲ୍‌

ଭୁବନେଶ୍ୱର: ଦେଶର ଗୃହ ମନ୍ତ୍ରଣାଳୟ ବୁଧବାର ଦେଶର ୨୪୪ଟି ଜିଲ୍ଲାରେ ଏକକାଳୀନ ମକ୍ ଡ୍ରିଲ୍ କରିବାକୁ ନିର୍ଦ୍ଦେଶ ଦେଇଛି। ଏହି ଅଭ୍ୟାସ ମଇ ୭ରେ ଅନୁଷ୍ଠିତ ହେବ। ଏଥିରେ ଏୟାର ସାଇରନକୁ ଚେତାବନୀ ଭାବେ ବ୍ୟବହାର କରାଯିବ। ତେବେ ଏହି ନିର୍ଦ୍ଦେଶ ଆସିବା ପରେ ପ୍ରସ୍ତୁତ ହୋଇସାରିଛି ସମସ୍ତ…

ଘରେ ବସି ହ୍ୱାଟସ୍ଆପ୍‌ରେ ପାଇବେ ମାଟ୍ରିକ ସାର୍ଟିଫିକେଟ, ୭ ଦିନ ଯାଏଁ ମାଗଣାରେ ଉପଲବ୍ଧ

ଭୁବନେଶ୍ୱର: ସଦ୍ୟ ପ୍ରକାଶିତ ମାଟ୍ରିକ୍‌ ଫଳର ସାର୍ଟିଫିକେଟ୍‌ ମାଧ୍ୟମିକ ଶିକ୍ଷା ପରିଷଦ (ବୋର୍ଡ) ୱେବ୍‌ସାଇଟ୍‌ରେ ସୋମବାର ସନ୍ଧ୍ୟା ୭ଟାରୁ ଉପଲବ୍‌ଧ ହୋଇଛି। ୱେବ୍‌ସାଇଟ୍‌ରେ ୭ ଦିନ ଯାଏଁ ମାଗଣାରେ ଉପଲବ୍ଧ ରହିବ ମାଟ୍ରିକ ସାର୍ଟିଫିକେଟ୍। ପାସ୍‌ କରିଥିବା ପରୀକ୍ଷାର୍ଥୀମାନେ ସେମାନଙ୍କ…

ମମତାଙ୍କ ନାଲିଆଖି: ଦୀଘା ମନ୍ଦିରରେ ଲାଗିଲା ସ୍ଥାୟୀ ଜଗନ୍ନାଥ ଧାମ ହୋର୍ଡିଂ

କୋଲକାତା: କଥା ଶୁଣୁନାହାନ୍ତି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ । ଦୀଘା ମନ୍ଦିର ସାମ୍ନାରେ ପୁଣି ଲାଗିଲା ଜଗନ୍ନାଥ ଧାମ ହୋର୍ଡିଂ । ମନ୍ଦିର ସାମ୍ନାରେ ବଡ଼ ବଡ଼ ଅକ୍ଷରରେ ଲଗାଗଲା ସ୍ଥାୟୀ ହୋର୍ଡିଂ । ପୂର୍ବରୁ ମନ୍ଦିରରେ ଅସ୍ଥାୟୀ ହୋର୍ଡିଂ ଲଗାଯାଇଥିବାବେଳେ, ରାତାରାତି ସ୍ଥାୟୀ ହୋର୍ଡିଂ…

ବୌଦ୍ଧରେ ଭରସାଯୋଗ୍ୟ ବିଜୁଳି ସେବା ପାଇଁ ଟିପିଏସ୍ଓଡିଏଲ୍ ପକ୍ଷରୁ କଣ୍ଟାମାଳ ପିଏସ୍ଏସର କ୍ଷମତା ବୃଦ୍ଧି

ବ୍ରହ୍ମପୁର: ଦକ୍ଷିଣ ଓଡ଼ିଶାର ବିଦ୍ୟୁତ ଭିତ୍ତିଭୂମିକୁ ସୁଦୃଢ଼ କରିବା ଲକ୍ଷ୍ୟ ନେଇ ଟିପି ସଦର୍ଣ୍ଣ ଓଡ଼ିଶା ଡିଷ୍ଟ୍ରିବ୍ୟୁସନ୍ ଲିମିଟେଡ (ଟିପିଏସ୍ଓଡିଏଲ୍) ପକ୍ଷରୁ ବୌଦ୍ଧ ଜିଲ୍ଲାର କଣ୍ଟାମାଳ ସ୍ଥିତ ପାୱାର ସବଷ୍ଟେସନର କ୍ଷମତା ବୃଦ୍ଧି ଏବଂ ଉନ୍ନତିକରଣ କରାଯାଇଛି। ଗ୍ରୀଷ୍ମକାଳୀନ…

ପୁରୀ ବିମାନବନ୍ଦରକୁ କେନ୍ଦ୍ରର ମଞ୍ଜୁରୀ ପରେ ଟ୍ବିଟ୍ କରି ଧନ୍ୟବାଦ ଜଣାଇଲେ କେନ୍ଦ୍ର ଶିକ୍ଷାମନ୍ତ୍ରୀ

ଭୁବନେଶ୍ବର: ସୋମବାର ପୁରୀରେ ବିମାନ ବନ୍ଦରକୁ କେନ୍ଦ୍ର ସରକାରଙ୍କ ମଞ୍ଜୁରୀ ଦେଇଛନ୍ତି । ବିମାନ ବନ୍ଦରକୁ ଅନୁମୋଦନ କଲେ ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ । ଏନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ କେନ୍ଦ୍ର ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ରାମମୋହନ ନାଇଡ଼ୁ କିଞ୍ଜାରାପୁଙ୍କୁ…

ଦେଶ ବିରୋଧରେ ମନ୍ତବ୍ୟ ଦେଉଥିବା ସୋସିଆଲ ମିଡିଆ ଇନଫ୍ଲୁଏନସରଙ୍କୁ ଆଉ ତ୍ରାହି ନାହିଁ! ନିଆଗଲା ପଦକ୍ଷେପ..

ନୂଆଦିଲ୍ଲୀ: ଗୋଟିଏ ପଟେ, ପହଲଗାମରେ ଆତଙ୍କବାଦୀ ଆକ୍ରମଣ ପରେ ଭାରତ ଏବଂ ପାକିସ୍ତାନ ମଧ୍ୟରେ ପ୍ରବଳ ଉତ୍ତେଜନା ରହିଛି, ଅନ୍ୟପଟେ ସୋସିଆଲ ମିଡିଆରେ ଅନେକ ଉତ୍ତେଜନାମୂଳକ/ଅପମାନଜନକ ପୋଷ୍ଟ ସେୟାର କରାଯାଉଛି । ଏ ସମ୍ପର୍କରେ କିଛି ମାମଲାରେ କାର୍ଯ୍ୟାନୁଷ୍ଠାନ ନିଆଯାଇଛି, କିନ୍ତୁ ଏବେ ସୂଚନା…