Latest Odisha News

କେ.ଦୀପିକା-ଦିନେଶ ମାମଲା: ଆସିଲା ଡିଏନଏ ରିପୋର୍ଟ

ବ୍ରହ୍ମପୁର; ବହୁଚର୍ଚ୍ଚିତ କେ.ଦୀପିକା-ଦିନେଶ ମାମଲା । ସାମ୍ନାକୁ ଆସିଲା ଡିଏନଏ ରିପୋର୍ଟ । ମିଳିଥିବା ରିପୋର୍ଟରେ ଦର୍ଶାଯାଇଛି ଯେ ଜନ୍ମିତ ଶିଶୁପୁତ୍ର ସନ୍ତାନର ବାୟୋଲୋଜିକାଲ ପ୍ୟାରେଣ୍ଟସ ହେଉଛନ୍ତି ଦିନେଶ ଏବଂ ଦୀପିକା । ୨୦୨୨ ମସିହାରେ ଏହି ରିପୋର୍ଟ ରାଜ୍ୟ ଫୋରେସିକ୍ ଲାବ୍ ପକ୍ଷରୁ…

ଜଳୁଛି ଗ୍ରୀସ ଦ୍ବୀପାଞ୍ଚଳ: ହାୱାଇନ ଆଇଲ୍ୟାଣ୍ଡରେ ମୃତ୍ୟୁ ସଂଖ୍ୟା ୩୬କୁ ବୃଦ୍ଧି

ନୂଆଦିଲ୍ଲୀ: ଜଳୁଛି ଗ୍ରୀସ ଦ୍ବୀପାଞ୍ଚଳ। ଜଙ୍ଗଲରେ ଅଗ୍ନିକାଣ୍ଡର ମାତ୍ରା ପ୍ରଖର ହୋଇଥିବାରୁ ଅସ୍ତବ୍ୟସ୍ତ ହୋଇପଡିଛି ଜନଜୀବନ । ନିଆଁ ବ୍ୟାପିବା କାରଣରୁ ବିପଜ୍ଜନକ ପରିସ୍ଥିତି ସୃଷ୍ଟି ହୋଇଛି । ଆଖପାଖ ସମସ୍ତ ଅଞ୍ଚଳ ମଧ୍ୟ ନିଆଁର କବଳିତ ହୋଇପଡିଛି । ଯାହାକୁ ନେଇ ଗ୍ରୀସ ଏବଂ ରୋଡ…

ପ୍ରଧାନମନ୍ତ୍ରୀଙ୍କୁ ୪୦ ବିଧାୟକଙ୍କ ଚିଠି: ମଣିପୁରରୁ ଆସାମ ରାଇଫଲ୍ସକୁ ଫେରାଇ ନେବାକୁ ଦାବି

ଇମ୍ଫାଲ: ମଣିପୁରରୁ ଆସାମ ରାଇଫଲ୍ସକୁ ଫେରାଇ ନେବାକୁ ପ୍ରଧାନମନ୍ତ୍ରୀଙ୍କୁ ଚିଠି। ମୋଦୀଙ୍କୁ ଚିଠି ଲେଖିଲେ ମଣିପୁରର ୪୦ ବିଧାୟକ। ଆସାମ ରାଇଫଲ୍ସକୁ ଫେରାଇ ଅନ୍ୟ କେନ୍ଦ୍ରୀୟ ବଳ ମୁତୟନ କରିବା ପାଇଁ ଏହି ଚିଠି ଜରିଆରେ ଦାବି କରାଯାଇଛି। କେବଳ ବିଧାୟକ ନୁହେଁ ବରଂ ପୋଲିସ ଡିପାର୍ଟମେଣ୍ଟ…

Gadar-2 vs OMG-2: ସୁପର ଫ୍ରାଇଡେରେ ସୁପର ଧମାକା, ରିଲିଜ ହୋଇଛି ଦୁଇ ଦୁଇଟି ଫିଲ୍ମ

ମୁମ୍ବାଇ: ପରଦାକୁ ଆସିଛି ବହୁ ପ୍ରତୀକ୍ଷିତ ଫିଲ୍ମ ଗଦର-୨ ଏବଂ ଓଏମଜି-୨ । ସୁପର ଫ୍ରାଇଡେରେ ସୁପର ଧମାକା କରିବେ ସନ୍ନି ଦେଓଲ୍ ଓ ଅକ୍ଷୟ କୁମାର । ୨୧ ବର୍ଷ ପରେ ଗଦରର ସିକ୍ୱେଲରେ ନଜର ଆସିଛନ୍ତି ସନ୍ନି ଦେଓଲ । ସେହିପରି ଅକ୍ଷୟ କୁମାରଙ୍କ ମହାଦେବ ଅବତାରକୁ OMG 2ରେ ଦେଖିବେ ଦର୍ଶକ ।…

ନେପାଳରୁ ଭାରତ ଆସିବ ଟମାଟୋ, ୭୦ ଟଙ୍କାକୁ ଖସିବ ଦର

ନୂଆଦିଲ୍ଲୀ: ଦେଶରେ ଦିନକୁ ଦିନ ଟମାଟୋ ମୂଲ୍ୟ ଆକାଶଛୁଆଁ ହେଉଛି। ଦର ନିୟନ୍ତ୍ରଣ ପାଇଁ ନେପାଳରୁ ଟମାଟୋ ଆମଦାନୀ କରାଯିବ ବୋଲି ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନ୍‌ ଗୁରୁବାର ପାର୍ଲାମେଣ୍ଟରେ କହିଛନ୍ତି। ସେ କହିଛନ୍ତି, ନାଫେଡ୍ ଚଳିତ ସପ୍ତାହ ଶେଷ ସୁଦ୍ଧା ଦିଲ୍ଲୀ ଏନସିଆରରେ କିଲୋ ପିଛା ୭୦…

୩ ନୂଆ ରୁଟ୍‌ରେ ଗଡ଼ିବ ମୋ ବସ୍

ଭୁବନେଶ୍ଵର: ୩ ନୂଆ ରୁଟରେ ଗଡ଼ିବ ମୋ ବସ୍ । କ୍ରୁଟ ପକ୍ଷରୁ ସୁଆଣ୍ଡୋ, ଜଟଣୀ ଓ ନିଆଳିକୁ ମୋ ବସ୍ ସେବା ଯୋଗାଇ ଦିଆଯିବ। ରୁଟ ନଂ ୬୪ରେ ମୋ ବସ୍ ଭୁବନେଶ୍ୱର ରେଳ ଷ୍ଟେସନରୁ ବାହାରି ବରମୁଣ୍ଡା ବସ୍‌ଷ୍ଚାଣ୍ଡ ଦେଇ ଜଟଣୀ ଗେଟ୍ ପର୍ଯ୍ୟନ୍ତ ଯିବ। ସେହିପରି ରୁଟ ନଂ ୬୩ରେ ଗାଡ଼ି ବରମୁଣ୍ଡା…

ପଣ୍ୟ କାରବାରରେ ପୁଣି ରେକର୍ଡ କଲା ପାରାଦୀପ ବନ୍ଦର, ୧୨୯ ଦିନରେ ହାସଲ କଲା ଟାର୍ଗେଟ୍

ପାରାଦୀପ: ପୁଣି ସଫଳତା ହାସଲ କଲା ପାରାଦୀପ ବନ୍ଦର। ପଣ୍ୟ ବେପାରରେ ଆଉଥରେ ପାରାଦୀପ ବନ୍ଦର ରେକର୍ଡ ହାସଲ କରିଛି। ଦେଶର ସବୁ ବୃହତ ବନ୍ଦର ମଧ୍ୟରେ ଚଳିତ କ୍ୱାର୍ଟରରେ ପାରାଦୀପ ବନ୍ଦର ସର୍ବାଧିକ ପଣ୍ୟ କାରବାର କରିଛି। ଅଗଷ୍ଟ ୮ ତାରିଖ ସୁଦ୍ଧା ବନ୍ଦର ୫୦.୧୬ ମିଲିୟନ୍ ମେଟ୍ରିକ୍ ଟନ୍…

ଆଜି ‘ଇଣ୍ଡିଆ’ ର ରାଜନୈତିକ ସମ୍ମିଳନୀ, ଯୋଗ ଦେଲେ ୧୭ ଦଳର ହଜାରେରୁ ଅଧିକ ନେତା

ଭୁବନେଶ୍ୱର: ଟଙ୍କପାଣି ରୋଡରେ ଥିବା ଗ୍ରାଣ୍ଡ କନଭେନସନ୍ ସେଣ୍ଟରରେ ମିଳିତ ବିରୋଧୀ ଦଳ ବା ଇଣ୍ଡିଆ ପକ୍ଷରୁ ରାଜନୈତିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି। ଆଜି ସକାଳ ୧୦ଟାରେ ଏହି ସମ୍ମିଳନୀ ଅନୁଷ୍ଠିତ ହୋଇଥିବା ବେଳେ ଏଥିରେ ଯୋଗ ଦେଲେ ୧୭ଟି ଦଳର ହଜାରେରୁ ଅଧିକ ନେତା। ଜୁଲାଇ ୨୬ରେ କଂଗ୍ରେସ…

ଗଳ୍ପ : ଝୁଣ୍ଟିଆ

ଅଳକା ମହାପାତ୍ର  ଆନନ୍ଦ ଉଲ୍ଲାସରେ ଆଜି ଝିଅର ନିର୍ବନ୍ଧ ତଥା ଅଳଙ୍କାର ଧାରଣ ସମାରୋହ ସମାପନ ହୋଇଯାଇଛି । ବନ୍ଧୁବାନ୍ଧବ, ଜ୍ଞାତିକୁଟୁମ୍ବ ସମସ୍ତଙ୍କ ଉପସ୍ଥିତି ଓ ଆଶୀର୍ବାଦ ସମାରୋହକୁ ସମୃଦ୍ଧ କରି ଦେଇଥିଲା । ଉପଯୁକ୍ତ ନୂତନ ବନ୍ଧୁ ତଥା ଉପଯୁକ୍ତ ପାତ୍ର ପାଇ ସମସ୍ତଙ୍କ ମନ ଖୁସି ହୋଇ…

‘ଭୂମି ସମ୍ମାନ’ ପାଇଥିବା ୧୯ଟି ଜିଲ୍ଲାକୁ ସମ୍ବର୍ଦ୍ଧିତ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ଜମି ରେକର୍ଡର ଶତପ୍ରତିଶତ କମ୍ପ୍ୟୁଟରୀକରଣ ବା ଡିଜିଟାଇଜେସନ ପାଇଁ 'ଭୂମି ସମ୍ମାନ' ପାଇଥିବା ଓଡ଼ିଶାର ୧୯ଟି ଜିଲ୍ଲାକୁ ଗୁରୁବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସମ୍ବର୍ଦ୍ଧିତ କରିଛନ୍ତି। ଭୁବନେଶ୍ୱରରେ ଆୟୋଜିତ ସମ୍ବର୍ଦ୍ଧନା ଉତ୍ସବରେ ଯୋଗ ଦେଇ ମୁଖ୍ୟମନ୍ତ୍ରୀ ଏହି ପୁରସ୍କାର…