Latest Odisha News

BREAKING NEWS

ଆଦମପୁରରୁ ମୋଦିଙ୍କ ରଣହୁଙ୍କାର: ‘ଶତ୍ରୁଙ୍କ ଦୁଃସାହସକୁ ମୁହଁତୋଡ ଜବାବ’

ଚଣ୍ଡିଗଡ: ଭାରତ ପାକିସ୍ତାନ ବିବାଦ ଭିତରେ ପାକିସ୍ତାନର ମିଛର ପର୍ଦ୍ଦାଫାସ କରିବାକୁ ଆଜି ହଠାତ୍ ପଞ୍ଜାବର ଆଦମପୁର ସ୍ଥିୀ ଏୟାରବେସରେ ପହଞ୍ଜିଥିଲେ ମୋଦି । ସେଠି ସେନାଙ୍କୁ ଭେଟି ତାଙ୍କ ମନୋବଳ ବଢାଇବା ସହ ଶତ୍ରୁ ଦେଶକୁ କଡା ସନ୍ଦେଶ ପଠାଇଛନ୍ତି ମୋଦି । ସେନାଙ୍କୁ ସମ୍ବୋଧିତ କରି…

୨ ବର୍ଷର ଛୁଆ ସହ ଫୁଡ୍ ଡେଲିଭରି କରୁଛନ୍ତି ଜଣେ ବ୍ୟକ୍ତି, ଭିଡିଓ ଭାଇରାଲ୍

ଗୁରୁଗ୍ରାମ: ଜଣେ ସ୍ୱିଗି ଡେଲିଭରି ଏଜେଣ୍ଟ ନିଜର ଦୁଇ ବର୍ଷର ଝିଅକୁ ସାଙ୍ଗରେ ଧରି ଫୁଡ୍ ଡେଲିଭରି କରୁଥିବାର ଏକ ପୋଷ୍ଟ ସୋସିଆଲ ମିଡ଼ିଆରେ ଭାଇରାଲ୍  ହେଉଛି। ଏହି ଭିଡିଓଟି ଦର୍ଶକଙ୍କୁ ଭାବବିହ୍ୱଲ୍ କରିଦେଇଛି। ଏହି ଭିଡିଓଟିକୁ ଗୁରୁଗ୍ରାମରୁ ମୟଙ୍କ ଅଗ୍ରୱାଲ ସେୟାର କରିଥିଲେ। ସେ…

ମୋଦିଙ୍କ ପଛରେ ଏସ୍-୪୦୦, ମିଗ୍ ୨୯: କେବଳ ଗୋଟିଏ ଫଟୋରେ ବାହାରିଗଲା ପାକିସ୍ତାନର ଫୁଟାଣି

ନୂଆଦିଲ୍ଲୀ: ଭାରତ ପାକିସ୍ତାନ ବିବାଦ ଭିତରେ ଏବେ ପ୍ରଧାନମନ୍ତ୍ରୀ ମୋଦି ଆଦମପୁର ଏୟାରବେସ୍ ପରିଦର୍ଶନ କରିଛନ୍ତି । ପାକିସ୍ତାନ ଲଗାତାର ସାରା ବିଶ୍ୱରେ ମିଛ ପ୍ରଚାର କରୁଥିବା ବେଳେ ଏୟାରପବେସ୍ ଭିତରେ ମୋଦିଙ୍କ ଗୋଟିଏ ଫଟୋ ଏବେ ପାକିସ୍ତାନର ସବୁ ଫୁଟାଣି ବାହାର କରିଦେଇଛି । ଯେଉଁଥିରେ…

ମୟୂରଭଞ୍ଜରରେ ବିଭିନ୍ନ ଉନ୍ନୟନ ମୂଳକ ପ୍ରକଳ୍ପର ଉଦଘାଟନ ଓ ଭିତ୍ତିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ

ବିଶୋଇ: ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଜି ମୟୂରଭଞ୍ଜର ବିଶୋଇ ଠାରେ ଜିଲ୍ଲାର ବିଭିନ୍ନ ବ୍ଲକ ପାଇଁ ୪୨୦ କୋଟିରୁ ଉର୍ଦ୍ଧ୍ୱଟଙ୍କା ମୂଲ୍ୟର ବିଭିନ୍ନ ଉନ୍ନୟନ ମୂଳକ ପ୍ରକଳ୍ପର ଶୁଭ ଉଦ୍‌ଘାଟନ ଓ ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି । ଏଥିସହିତ, ବିଶୋଇ ବ୍ଲକ ମୁଖ୍ୟାଳୟ ଠାରେ ଏକ ଯୁକ୍ତ ୨…

ମେ ୧୮ରେ ଲଞ୍ଚ ହେବ ISROର ଏହି ସ୍ୱତନ୍ତ୍ର ଉପଗ୍ରହ; ବଢିବ ସୀମା ନିରୀକ୍ଷଣ କ୍ଷମତା

ନୂଆଦିଲ୍ଲୀ: ଆକାଶରୁ ଭାରତର ନିରୀକ୍ଷଣ ଶକ୍ତି ଆହୁରି ବଢିବ । ISRO ମେ ୧୮ ତାରିଖରେ EOS-09 ସାଟେଲାଇଟ୍ ଉତକ୍ଷେପଣ କରିବ। ଏହି ସାଟେଲାଇଟ୍ ପ୍ରତିରକ୍ଷା ଏବଂ ସୁରକ୍ଷା କ୍ଷେତ୍ରରେ ଦେଶର କ୍ଷମତା ବୃଦ୍ଧି କରିବ, ବିପର୍ଯ୍ୟୟ ପରିଚାଳନା ମଧ୍ୟ ସାହାଯ୍ୟ କରିବ । ଭାରତୀୟ ମହାକାଶ ଗବେଷଣା…

‘ମୁଁ ତ ମରିବାକୁ ଚାହୁଁଥିଲି’: କ୍ୟାନସର ନେଇ କିଛି ଏପରି କହିଲେ ସଞ୍ଜୟ….

ମୁମ୍ବାଇ: ମୁନ୍ନା ଭାଇ ଏମବିବିଏସର ଷ୍ଟାର ସଞ୍ଜୟ ଦତ୍ତ ୨୦୨୦ରେ କ୍ୟାନସରରେ ପୀଡିତ ହୋଇଥିଲେ । ମାତ୍ର ଏହାର ମାସକ ପରେ, ସେ ଷ୍ଟେଜ୍ ୪ କ୍ୟାନସରରୁ ମୁକ୍ତ ହୋଇଥିବା ସୂଚନା ଦେଇଥିଲେ । କିନ୍ତୁ ସେତେବେଳେ ସେ ଏହାକୁ ନେଇ ବିଶେଷ କିଛି କହିନଥିଲେ । ହେଲେ ଏବେ ଏହି ନିକଟରେ କେମିତି, ତାଙ୍କ…

ଭାରତ-ପାକିସ୍ତାନ ଅଶାନ୍ତି…ମୂଲ୍ୟ ଏତେ !

ନୂଆଦିଲ୍ଲୀ: ପହଲଗାମ ଆତଙ୍କବାଦୀ ଆକ୍ରମଣର ଜବାବରେ ଭାରତର ଅପରେସନ୍ ସିନ୍ଦୂର । ଏହାପରଠୁ ଭାରତ ଓ ପାକିସ୍ତାନ ମଧ୍ୟରେ ଉତ୍ତେଜନା ଚରମରେ ରହିଥିଲା । ପାକିସ୍ତାନ ଭାରତର ସୀମାବର୍ତ୍ତୀ ଅଞ୍ଚଳକୁ ଟାର୍ଗେଟ୍ କରି ଆକ୍ରମଣ ଉଦ୍ୟମ କଲା ତ ଭାରତ ବି ଜବାବୀ ହମଲା କଲା । ସ୍ଥିତି ଏମିତି ହୋଇଥିଲା ଯେ…

ବୟକଟ୍ ତୁର୍କୀ, ଅଜରବୈଜାନ…କାହିଁକି କରୁଛି ଟ୍ରେଣ୍ଡ?

ନୂଆଦିଲ୍ଲୀ: ପାକିସ୍ତାନକୁ କରୁଥିଲେ ସମର୍ଥନ । ସୋସିଆଲ ମିଡିଆରେ ଟ୍ରେଣ୍ଡ କରୁଛି ତୁର୍କୀ, ଅଜରବୈଜାନ ବୟକଟ୍ । ପ୍ରଭାବିତ ହେବ ଦୁଇ ଦେଶର ପର୍ଯ୍ୟଟନ । ଭାରତ ଓ ପାକିସ୍ତାନ ମୁହାଁମୁହିଁ ହୋଇଥିବା ପରେ ଅନେକ ସତ ସାମନାକୁ ଆସିଛି । ଭାରତ ବିରୋଧରେ ପାକିସ୍ତାନ ସହ ଠିଆ ହୋଇଥିଲେ ତୁର୍କୀ…

‘ଆମେରିକା ହସ୍ତକ୍ଷେପ ଜରୁରୀ’, କାହିଁକି ଏମିତି କହିଲେ କଂଗ୍ରେସ ସାଂସଦ?

ନୂଆଦିଲ୍ଲୀ: ଭାରତ ଏବଂ ପାକିସ୍ତାନ ମଧ୍ୟରେ ଦୀର୍ଘ ସମୟ ଧରି ଉତ୍ତେଜନା ଏବଂ ସଂଘର୍ଷ ପରେ, ମେ ୧୦ ସନ୍ଧ୍ୟା ୫ଟାରେ ଯୁଦ୍ଧବିରତି ଘୋଷଣା କରାଯାଇଛି । ଏହି ଅସ୍ତ୍ରବିରତି ନେଇ କିନ୍ତୁ ଏବେ ଖପ୍ପା ରହିଛି କଂଗ୍ରେସ । କଂଗ୍ରେସର ଅନେକ ନେତା ଅସ୍ତ୍ରବିରତିରେ ଆମେରକା ଅସ୍ତକ୍ଷେପକୁ ନେଇ…

ଓଡ଼ିଶାର ଏହି ୭ ଜିଲ୍ଲାରେ ଝଡ଼ବର୍ଷା ସମ୍ଭାବନା

ଭୁବନେଶ୍ୱର: ଓଡ଼ିଶାର ସାତ ଜିଲ୍ଲାରେ ବଜ୍ରପାତ ସହିତ ଝଡ଼ବର୍ଷା ସମ୍ଭାବନା ଥିବା ନେଇ ମଙ୍ଗଳବାର ଅପରାହ୍ନରେ ଭାରତୀୟ ପାଣିପାଗ ବିଭାଗ (ଆଇଏମଡି) ସତର୍କତା ଜାରି କରିଛି। ଅପରାହ୍ନ ୨ଟାରେ ଜାରି ଆଇଏମଡି ବୁଲେଟିନରେ ଗଜପତି, ଗଞ୍ଜାମ, ରାୟଗଡା, କଳାହାଣ୍ଡି, ନବରଙ୍ଗପୁର, ସୁନ୍ଦରଗଡ଼…