କୋହଲିଙ୍କ ମନରେ ରହିବ ଏହି ୫ କଥା
ନୂଆଦିଲ୍ଲୀ: ବିରାଟ କୋହଲି ଟେଷ୍ଟ କ୍ରିକେଟରୁ ଅବସର ଘୋଷଣା କରିବା ପରେ ଭାରତୀୟ କ୍ରିକେଟପ୍ରେମୀ ନିରାଶ ହୋଇ ପଡିଛନ୍ତି । କୋହଲି ଅବସର ନେବା ପରେ ତାଙ୍କ ମନରେ ଏହି ୫ଟି କଥା ରହିଯିବ ।
୧୦ ହଜାର ରନ: କୋହଲି ଆଉ ୭୭୦ ରନ ସଂଗ୍ରହ କରିଥିଲେ ଟେଷ୍ଟ କ୍ରିକେଟରେ ୧୦୦୦୦ ରନ ପୂର୍ଣ୍ଣ…