Latest Odisha News

ଗଳ୍ପ : ଲେଖକର ଦୁଃଖ

ଜ୍ଞାନ ରଞ୍ଜନ କର ମୋହନ ବାବୁ ଜଣେ ବିଚିତ୍ର ବ୍ୟକ୍ତିତ୍ୱ। ଜୀବନରେ ପରୀକ୍ଷଣ ଓ ଅନୁସିଦ୍ଧାନ୍ତରେ ସମୟ କାଟି କାଟି ସେ ଆଜି ଜଣେ ପ୍ରସିଦ୍ଧ ଲେଖକ। ତାଙ୍କ ଲିଖିତ ବହି ଗୁଡିକ ବେଶ ପାଠକୀୟ ସ୍ୱୀକୃତି ଲାଭ କରୁଥିବାରୁ, ତାଙ୍କ ମନରେ ଗର୍ବ ଟିକିଏ ନାହିଁ ।। ହାହା. . କହିଥିଲି ବିଚିତ୍ର…

PMFBY ନେଇ ସମୀକ୍ଷା ବୈଠକ, ନିର୍ଦ୍ଧାରିତ ସମୟ ମଧ୍ୟରେ ୨୫ ଲକ୍ଷ ଚାଷୀଙ୍କ ପଞ୍ଜୀକରଣ ଲକ୍ଷ୍ୟ

ଭୁବନେଶ୍ଵର: ଫସଲ ବୀମା ପଞ୍ଜୀକରଣ ନେଇ ସମୀକ୍ଷା ବୈଠକ। ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନାରେ ଚାଷୀଙ୍କ ପଞ୍ଜୀକରଣର ଅଗ୍ରଗତି ସଂପର୍କରେ ମଙ୍ଗଳବାର ମୁଖ୍ୟ ଶାସନ ସଚିବ ପ୍ରଦୀପ କୁମାର ଜେନା ସମୀକ୍ଷା କରିଛନ୍ତି। ଭୁବନେଶ୍ୱର ଲୋକସେବା ଭବନସ୍ଥିତ ମୁଖ୍ୟ ଶାସନ ସଚିବଙ୍କ ସମ୍ମିଳନୀ କକ୍ଷରେ…

ଏନ୍ଆଇଟି ରାଉରକେଲାର ନିଖୋଜ କର୍ମଚାରୀଙ୍କ ମୃତଦେହ ଝରଣା ନିକଟରୁ ଠାବ

ରାଉରକେଲା: ନିଖୋଜର ୨ ଦିନ ପରେ ଏନଆଇଟି ରାଉରକେଲାର କର୍ମଚାରୀଙ୍କ ମୃତଦେହ ମିଳିଛି । ସୁନ୍ଦରଗଡ଼ ଜିଲ୍ଲା ଗୁରୁଣ୍ଡିଆ ଅଞ୍ଚଳର ଝରଣା ନିକଟରୁ ମୃତଦେହ ମଙ୍ଗଳବାର ମୃତଦେହ ଉଦ୍ଧାର କରାଯାଇଛି । ଝରଣାରେ ଖସି ପଡ଼ିବା ପରେ ୨ ଦିନ ହେଲା ନିଖୋଜ ଥିଲେ କର୍ମଚାରୀ ଜଣଙ୍କ । ଓଡ୍ରାଫ୍, ଅଗ୍ନିଶମ…

ଜୟଦେବ ଉନାଡକଟ ରଚିଲେ କୀର୍ତିମାନ

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ ଦଳର ପେସ ବୋଲର ଜୟଦେବ ଉନାଡକଟ ଏକ ନୂତନ କୀର୍ତିମାନ ସ୍ଥାପନ କରିଛନ୍ତି । ସେ ଭାରତର ପ୍ରଥମ ଖେଳାଳି ଭାବେ ଦୀର୍ଘଦିନ ବ୍ୟବଧାନରେ ଜାତୀୟ ଦଳକୁ ଫେରିଛନ୍ତି । ଜୟଦେବ ୩୫୩୯ ଦିନ ପରେ ୱେଷ୍ଟଇଣ୍ଡିଜ ବିପକ୍ଷ ତୃତୀୟ ଦିନିକିଆରେ ଦଳକୁ ପ୍ରତ୍ୟାବର୍ତନ କରିଛନ୍ତି ।…

ସୋମବାର ଝଡବାତ୍ୟା ଓ ପ୍ରବଳ ବର୍ଷା ପରିବେଶ ପରିବର୍ତ୍ତନର କାରଣ: ସିଇସି

ଭୁବନେଶ୍ୱର: ଭୁବନେଶ୍ୱର ସହରରେ ଗତକାଲି ହୋଇଥିବା ଝଡ଼ବାତ୍ୟା ଏକ ଅକସ୍ମାତ୍ ଘଟଣା ଓ ପରିବେଶ ପରିବର୍ତ୍ତନକୁ ନିର୍ଦ୍ଦେଶ କରେ ବୋଲି ସୋଆ ବିଶ୍ୱବିଦ୍ୟାଳୟ ପରିଚାଳିତ ପରିବେଶ ଓ ଜଳବାୟୁ କେନ୍ଦ୍ର (ସିିଇସି)ର ନିର୍ଦ୍ଦେଶକ ଡକ୍ଟର ଶରତ କୁମାର ସାହୁ କହିଛନ୍ତି । ଗତକାଲି ଏହି ଝଡବାତ୍ୟା…

ରାଜ୍ୟପାଳଙ୍କ ଦ୍ୱାରା କିଟରେ କାର୍ଡିଓପଲ୍‍ମୋନାରୀ ରେସସାଇଟେସନ୍‍ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଉଦ୍‍ଘାଟିତ

ଭୁବନେଶ୍ୱର: ଓଡ଼ିଶା ରାଜ୍ୟପାଳ ଗଣେଶୀ ଲାଲଙ୍କ ଦ୍ୱାରା କିଟରେ ବିଶାଳ କାର୍ଡିଓପଲ୍‍ମୋନାରୀ ରେସସାଇଟେସନ୍‍ (ସିପିଆର) ପ୍ରଶିକ୍ଷଣ କାର୍ଯ୍ୟକ୍ରମ ମଙ୍ଗଳବାର ଉଦଘାଟିତ ହୋଇଯାଇଛି । କିଟ୍ ସହଯୋଗରେ ଜଗନ୍ନାଥ ସର୍ଭିସ୍‍ ଫାଉଣ୍ଡେସନ୍‍ ଓ ସତ୍ୟ ସାଇ ସେବା ସଂଗଠନ ଦ୍ୱାରା ଅନୁଷ୍ଠିତ ଏହି…

ବ୍ରିଜ ଭୂଷଣଙ୍କୁ ବଡ ଆଶ୍ୱସ୍ତି: ପୋଲିସ କ୍ଲୋଜର ରିପୋର୍ଟକୁ ବିରୋଧ କଲେନି ନାବାଳିକା ରେସଲର

ନୂଆଦିଲ୍ଲୀ: ଭାରତୀୟ ରେସଲିଂ ଫେଡେରେଶନର ପୂର୍ବତନ ସଭାପତି ବ୍ରିଜଭୂଷଣ ଶରଣ ସିଂଙ୍କୁ ଆଜି ବଡ ଆଶ୍ୱସ୍ତି ମିଳିଛି । ନାବାଳିକା ରେସଲରଙ୍କ ଅଭିଯୋଗ କ୍ରମେ ତାଙ୍କ ବିରୋଧରେ ପକ୍ସୋ ଆକ୍ଟ ଅନୁଯାୟୀ ମାମଲା ରୁଜୁ କରାଯାଇଥିଲା । ନାବାଳିକାଜଣଙ୍କ ପରେ ଏହି ଅଭିଯୋଗରୁ ହଟି ଯାଇଥିଲେ । ଆଜି ପୋଲିସ…

ଏମ୍‌ସ ଭୁବନେଶ୍ୱରରେ ରାଜ୍ୟର ପ୍ରଥମ ଇଣ୍ଟରଭେନ୍‌ସନାଲ ରେଡିଓଲୋଜି ସମ୍ମିଳନୀ

ଭୁବନେଶ୍ୱର: ଏମ୍‌ସ ଭୁବନେଶ୍ୱର ରେଡିଓ ଡାଇଗ୍ନୋସିସ୍‌ ବିଭାଗ ପକ୍ଷରୁ ରାଜ୍ୟରେ ପ୍ରଥମ ଇଣ୍ଟରଭେନ୍‌ସନାଲ ରେଡିଓଲୋଜି (ଆଇଆର) ସମ୍ମିଳନୀ ଏଆଇଆରଏଡିସିଓଏନ୍‌ ସଫଳତାର ସହିତ ଆୟୋଜିତ ହୋଇଯାଇଛି । ଏହି ଦୁଇ ଦିନିଆ ସମ୍ମିଳନୀରେ ଆଇଆର୍‌ର ବ୍ୟାପକ ବ୍ୟବହାର ତଥା ଏହାର କାର୍ଯ୍ୟକାରୀତା ଉପରେ…

୫୬୦ ଗ୍ରାମ୍‌ର ଅପରିପକ୍ୱ ଶିଶୁକୁ ନୂଆ ଜୀବନ ଦେଲେ ସମ୍ ଶିଶୁରୋଗ ଡାକ୍ତର

ଭୁବନେଶ୍ୱର: ଜନ୍ମ ସମୟରେ ଅପରିପକ୍ୱ ଭାବେ ଜନ୍ମଲାଭ କରିଥିବା ମାତ୍ର ୫୬୦ଗ୍ରାମ୍ ଓଜନର ଶିଶୁପୁତ୍ରକୁ ଦୀର୍ଘ ଦିନର ପ୍ରଚେଷ୍ଟା ଓ ଚିକିତ୍ସା ପ୍ରଦାନ କରି ନୂଆ ଜୀବନ ଦେଇଛନ୍ତି ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ୍ ସାଇନ୍‌ସେସ୍ ଆଣ୍ଡ ସମ୍ ହସ୍ପିଟାଲ୍‌ର ନବଜାତ ଶିଶୁରୋଗ ବିଭାଗର ଡାକ୍ତରୀ ଟିମ୍…

୧୪ଟି ନୂତନ ସ୍ବତନ୍ତ୍ର ଉନ୍ନୟନ ପରିଷଦରେ ଅଧ୍ୟକ୍ଷ ନିଯୁକ୍ତ କଲେ ରାଜ୍ୟ ସରକାର

ଭୁବନେଶ୍ୱର: ୧୪ଟି ନୂତନ ସ୍ବତନ୍ତ୍ର ଉନ୍ନୟନ ପରିଷଦ (Special Development Council) ପାଇଁ ରାଜ୍ୟ ସରକାର ଅଧ୍ୟକ୍ଷ ନିଯୁକ୍ତ କରିଛନ୍ତି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅନୁମୋଦନକ୍ରମେ ଏହି ନିଯୁକ୍ତି ଦିଆଯାଇଛି । ୧୪ ଜଣ ନୂତନ ଅଧ୍ୟକ୍ଷ ହେଲେ ଅନୁଗୁଳ- ସଦାଶିବ ନାୟକ…